Browsing Tag

Bises-latest

ରୋଜ ଡେ’ରେ କେଉଁ ଗୋଲାପର କ’ଣ ରହିଛି ମହତ୍ତ୍ୱ ଜାଣନ୍ତୁ

ପ୍ରେମୀ ଯୋଡିଙ୍କ ପାଇଁ ଫେବୃଆରୀ ମାସ ସବୁଠାରୁ ଖାସ ମାସ ଅଟେ । ସମସ୍ତେ ଏହି ମାସିରେ ନିଜ ଲଭ ପାର୍ଟନରଙ୍କୁ ଭଲ ପାଇବା ପ୍ରକାଶ କରିଥାନ୍ତି । ଭାଲେଣ୍ଟାଇନ ଡେ’ର ଆରମ୍ଭ ଗୋଟିଏ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯାଇଥାଏ । ଏହି ପ୍ରେମ ସପ୍ତାହ ଦୀର୍ଘ ୭ ଦିନ ଯାଏଁ ଚାଲିଥାଏ । ଏହି ଭାଲେଣ୍ଟାଇନ…

କୌଣସି ଶୁଭ କାମ କରିବା ପୂର୍ବରୁ ନଡିଆ କାହିଁକି ଭଙ୍ଗାଯାଏ, ଆସନ୍ତୁ ଜାଣିବା

ଆମ ହିନ୍ଦୁ ଧର୍ମରେ ବିଶ୍ୱାସ ରହିଥାଏ, ଯେ କୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ନିଡିଆ ଭାଙ୍ଗିବା ନିହାତି ଆବଶ୍ୟକ । ଘରେ କୌଣସି ପୂଜା ହେଉ କିମ୍ବା ନୂତନ ଗୃହ ପ୍ରବେଶ ଅଥବା ନୂଆ ଗାଡି ଠାରୁ ବ୍ୟବସାୟ ଆରମ୍ଭ ହେଉ ନା କାହିଁକି । ସମସ୍ତ କାର୍ଯ୍ୟ କରିବା ପୂର୍ବରୁ ଆମେ ନଡିଆ ଭାଙ୍ଗିଥାଉ…

ଲମ୍ବା କେଶ ପାଇଁ ‘ଗିନିଜ୍ ବୁକ ଅଫ ରେକର୍ଡ’ରେ ସ୍ଥାନ ପାଇଲେ ନିଲାଶୀଂ

ଭାରତୀୟ ମୂଳ ନିବାସୀ କିଶୋରୀ ନିଲାଶୀଂ ପଟେଲ ପୁଣି ଥରେ ବିଶ୍ୱର ସବୁଠାରୁ ଲମ୍ବା କେଶ ଥିବା ବାଳିକା ଭାବେ ‘ଗିନିଜ୍ ବୁକ ଅଫ ରେକର୍ଡ’ରେ ସ୍ଥାନ ପାଇଛନ୍ତି । ସୁରଟର ଜଣେ ୧୭ ବର୍ଷ ବୟସ୍କା ବାଳିକା ନିଜ କେଶ ପାଇଁ ସେ ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଅରୱାଲୀ ଜିଲ୍ଲାର ମୋଡାସରେ…

-୪୦ ଡିଗ୍ରୀ ତାପମାତ୍ରାରେ ରୁହନ୍ତି ଭାରତୀୟ ଯବାନ ଯେଉଁଠାରେ ଅଣ୍ଡା ଭାଙ୍ଗିବାକୁ ନିଆଯାଏ ହାତୁଡ଼ିର ସାହାଯ୍ୟ

ଦିଲ୍ଲୀ ସମେତ ସମଗ୍ର ଉତ୍ତରଭାରତରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ଏପରିକି ଅନେକ ସ୍ଥାନରେ ଏହା ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିସାରିଲାଣି । ଏହି ହାଡ଼ଥରା ଶୀତରେ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଅନେକଙ୍କ ମୃତ୍ୟୁର ଖବର ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଟିକେ ଚିନ୍ତା…

ମକର ସଂକ୍ରାନ୍ତି ପାଳନ ପଛର କ’ଣ ରହିଛି ପୌରାଣିକ ବିଶେଷତ୍ତ୍ୱ, ଜାଣନ୍ତୁ

ସମଗ୍ର ଦେଶରେ ମକର ସଂକ୍ରାନ୍ତି ପାଳନ ଭିନ୍ନ ଭିନ୍ନ ଭାବେ ହୋଇଥାଏ । ଏହି ପର୍ବ ପାଳନ ପଛରେ କେତେକ ବୈଜ୍ଞାନିକ କାରଣ ରହିଥିବାବେଳେ କେତେକ ଧାର୍ମିକ ମହତ୍ୱ ମଧ୍ୟ ରହିଛି । ମାନ୍ୟତା ଅନୁଯାୟୀ ମକର ସଂକ୍ରାନ୍ତି ଦିନ ଗଙ୍ଗା ନଦୀର ଧରାରେ ଅବତରଣ ହୋଇଥିଲା । ଏହି ଦିନ ଗଙ୍ଗା ନଦୀରେ ସ୍ନାନ…

୧୫ ଜାନୁଆରୀକୁ କାହିଁକି ସୈନ୍ୟ ଦିବସ ଋପେ ପାଳନ କରାଯାଏ, ଜାଣନ୍ତୁ

ଦେଶର କୋଣଅନୁକୋଣରେ ଆଜି ଅର୍ଥାତ ୧୫ ଜାନୁଆରୀକୁ ମକର ସଂକ୍ରାନ୍ତୀ ଋପେ ଖୁବ ଧୂମଧାମରେ ପାଳନ କରାଯାଉଥିବାବେଳେ ସମସ୍ତେ ପରସ୍ପରକୁ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି । ରାଶି ଏବଂ ଗୁଡ ମିଶ୍ରିତ ଲଡୁ ସହ ଆକାଶରେ ରଙ୍ଗବେରଙ୍ଗର ଗୁଡି ଉଡାଇ ଖୁବ ଆନନ୍ଦ ଉଲ୍ଲାସରେ ଆଜିର ଦିନକୁ ପାଳନ କରୁଥିବାବେଳେ…

ରାସ୍ତା କଡରେ ମା’-ପୁଅର କ୍ରିକେଟ ଖେଳର ଭିଡିଓକୁ ନେଇ ନିଜର ଆବେଗ ପ୍ରକାଶ କଲେ ମହମ୍ମଦ କୈଫ

ସୋସିଆଲ ମିଡିଆରେ କୌଣସି ବି ଭିଡିଓ ଭାଇରାଲ ହୋଇପାରେ । ବେଳେବେଳେ ଭିଡିଓଟି ଏପରି ହୋଇଥାଏ ଯେ, ତାହା ଅନେକଙ୍କ ହୃଦୟକୁ ସ୍ପର୍ଶ ମଧ୍ୟ କରିଥାଏ । ତେବେ ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ତା’ର ଶିଶୁ ସହ ରାସ୍ତା କଡରେ କ୍ରିକେଟ ଖେଳୁଥିବାର…

ଶ୍ରୀକୃଷ୍ଣଙ୍କ ବନ୍ଧୁତାରୁ ଶିଖିପାରିବେ ଜୀବନର ଏହି ୫ଟି ସତ୍ୟ

ଶ୍ରୀକୃଷ୍ଣ କେବଳ ଭଗବାନ ନଥିଲେ ତାଙ୍କୁ ଆଧୁନିକ ଯୁଗର ପୁରୁଷ ମଧ୍ୟ କୁହାଯାଉଥିଲା । ତାଙ୍କ ଜୀବନରୁ ଆମେ ଏଭଳି ଅନେକ କଥା ଶିଖିପାରିବା ଯାହା ଆଜିବି ସାଥର୍କ ରହିଛି । ଯେପରିକି ତାଙ୍କ ବନ୍ଧୁତା । ତାଙ୍କ ବନ୍ଧୁତାକୁ ବୁଝିପାରିଲେ ଆମେ ଅନେକ କଥା ଶିଖିପାରିବା ତାହା ଜୀବନର ବାସ୍ତବ ସତ୍ୟ ଅଟେ…

କିପରି ହୋଇଥିଲା ସ୍ୱାମୀ ବିବେକାନ୍ଦଙ୍କ ମୃତ୍ୟୁ, ଜାଣନ୍ତୁ ଏହା ପଛର ରହସ୍ୟ

ସ୍ୱାମୀ ବିବେକାନ୍ଦଙ୍କ ଭଳି ପବିତ୍ର ଆତ୍ମା ଏକ ସ୍ୱତନ୍ତ୍ର କାରଣ ପାଇଁ ଏହି ଧରାପୃଷ୍ଠକୁ ଅବତରଣ କରିଥିଲେ (ଠିକ ଯେମିତି ଭଗବାନ ଶ୍ରୀକୃଷ୍ଣ ଭାଗବତରେ କହିଥିଲେ) ଏବଂ ଥରେ ଲକ୍ଷ୍ୟ ହାସଲ ହୋଇଯିବା ପରେ ସେ ବୟସ ପ୍ରତି ମୋହ ତ୍ୟାଗ କରି ଏହି ଦୁନିଆରୁ ବିଦାୟ ନେଇଥିଲେ । ସ୍ୱାମୀ ବିବେକାନନ୍ଦ…

ଜୀବନରେ ଶୀର୍ଷରେ ପହଞ୍ଚିବାକୁ ହେଲେ ଅନୁସରଣ କରନ୍ତୁ ସ୍ୱାମୀ ବିବେକାନନ୍ଦଙ୍କର ଏହି ୫ଟି ମାର୍ଗ

ସ୍ୱାମୀ ବିବେକାନନ୍ଦ ଜଣେ ଏଭଳି ବ୍ୟକ୍ତିତ୍ୱ ଥିଲେ ଯାହାଙ୍କ ଜୀବନ ପ୍ରତି ଯୁବପିଢି ସର୍ବଦା ପ୍ରଭାବିତ ଓ ପ୍ରେରିତ ହେବେ । ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଆମେ ଆପଣଙ୍କୁ ତାଙ୍କ ଜୀବନ ସହ ଜଡିତ ଏଭଳି ୫ଟି ରହସ୍ୟ ଜଣାଇବୁ ଯାହା ତାଙ୍କୁ ସବୁଦିନ ପାଇଁ ଅମର କରିଛି । ଆପଣ ମଧ୍ୟ ତାଙ୍କର…