ଆସାମରେ ୫୨୬ କୋଟି ଟଙ୍କାର ଜଳପଥ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୁୱାହାଟୀଠାରେ ଉତର-ପୂର୍ବ ଭାରତର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ୫୨୬ କୋଟି ଟଙ୍କାର ଚାରିଟି ଗୁରୁତ୍ୱପୂର୍ଣ୍ଣ ଜଳପଥ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ଗୁୱାହାଟୀର ପାଣ୍ଡୁ ପୋର୍ଟକୁ ଜାତୀୟ…

କାନଭାସରେ ଜୀବନ୍ତ ହେଲା ୬୪ ଯୋଗିନୀଙ୍କ ଅବତାର

ଭୁବନେଶ୍ୱର: ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଶିଳ୍ପୀ, ଐତିହାସିକ ଏବଂ ଗବେଷକମାନଙ୍କ ମଧ୍ୟରେ ଜାତୀୟ ଭ୍ରାମ୍ୟମାଣ କଳା ପ୍ରଦର୍ଶନୀ ‘ଏକା-ଦି ୱାନ' ଉଦ୍‌ଘାଟିତ ହୋଇଯାଇଛି। କଳାକାର ତଥା ସାମାଜିକ ଉଦ୍ୟୋଗୀ, ଡ. ବୀଣା ଉନ୍ନିକ୍ରିଷ୍ଣନ୍‌ଙ୍କ ଦ୍ୱାରା ପରିକଳ୍ପିତ ଏହି ତିନି ଦିନିଆ ପ୍ରଦର୍ଶନୀ ଆସନ୍ତା…

ମାର୍ଚ ୧୭ ଏବଂ ୧୮ ତାରଖରେ କଟକରେ ହେବାକୁ ଯାଉଛି ଟେକ୍ସ ଅରା ଏକ୍ସପୋ

କଟକ: ଆସନ୍ତା ୧୭ ଓ ୧୮ ମାର୍ଚ୍ଚ ୨୦୨୬ ତାରିଖରେ କଟକର ୱିଣ୍ଡସର ପ୍ୟାଲେସ୍‌, ସେକ୍ଟର–୬, ସିଡିଏରେ ଟେକ୍ସ ଅରା ଏକ୍ସପୋ ୨୦୨୬ ଆୟୋଜିତ ହେବାକୁ ଯାଉଛି। ଦୁଇଦିନିଆ ଏହି ପ୍ରଦର୍ଶନୀରେ ଭାରତର ପ୍ରମୁଖ ଟେକ୍ସଟାଇଲ୍ ହବ୍ ସୁରତର ୧୪ଟି ପ୍ରମୁଖ ନିର୍ମାତା ସଂସ୍ଥା ତାଙ୍କର ନୂତନ ଓ ଆକର୍ଷଣୀୟ…

ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ଏନପିଏସଟି (NPST) ଓ ଏନଏମଏମ (NMM) ଜାତୀୟ କନକ୍ଲେଭ ଉଦଘାଟିତ

ଭୁବନେଶ୍ୱର, ୧୩ ମାର୍ଚ୍ଚ ୨୦୨୬: ଶିକ୍ଷକମାନଙ୍କ ପାଇଁ ଜାତୀୟ ବୃତ୍ତିଗତ ମାନଦଣ୍ଡ (NPST) ଏବଂ ପରାମର୍ଶ ଦେବା ପାଇଁ ଜାତୀୟ ମିଶନ (NMM) ର ଦେଶବ୍ୟାପୀ କାର୍ଯ୍ୟାନ୍ୱୟନ ପାଇଁ ଅଂଶୀଦାରମାନଙ୍କ କ୍ଷମତା ବିକାଶ ଉପରେ ଏକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆଇଆଇଟି ଭୁବନେଶ୍ୱରରେ ସଫଳତାର ସହିତ…

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ କିଡ୍‌ନୀ ଦିବସ ପାଳିତ

ଭୁବନେଶ୍ୱର : ବୃକକ୍ ଜନିତ ରୋଗର ଉପଯୁକ୍ତ ଚିକିତ୍ସା ଓ ଉପଯୁକ୍ତ ଜୀବନଶୈଳୀ ମାଧ୍ୟମରେ କିଭଳି ମଣିଷ ନିଜକୁ ସୁସ୍ଥ ରଖିପାରିବ ସେ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌, ଭୁବନେଶ୍ୱର ପକ୍ଷରୁ ଗୁରୁବାର ବିଶ୍ୱ କିଡ୍‌ନୀ ଦିବସ ପାଳିତ ହୋଇଯାଇଛି। ପ୍ରତ୍ୟେକ…

ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

କେନ୍ଦୁଝର, ୧୨.୦୩.୨୦୨୬: ଦୀର୍ଘ ୭୦ ବର୍ଷର ପୁରାତନ ଫୁଟ୍‌ୱେୟାର୍ ତଥା ଜୋତା ଶିଳ୍ପ ବ୍ୟବସାୟରେ ଏକ ନିର୍ଭରଯୋଗ୍ୟ ବ୍ରାଣ୍ଡ ଭାବେ ପରିଚିତ ଶ୍ରୀଲେଦର୍ସ, ଓଡ଼ିଶାର କେନ୍ଦୁଝର ଜିଲା ସ୍ଥାନୀୟ ଗଣେଶ ବଜାର, ଏସ୍‌ବିଆଇ ମୁଖ୍ୟ ଶାଖାର ପଛ ପାଶ୍ୱର୍ସ୍ଥ ରୋଟାରୀ କ୍ଲବ ନିକଟରେ ଖୋଲିଛି ଏହାର ନୂତନ…

ପ୍ରସ୍ତାବିତ ଆଇପିଓ ପାଇଁ ମଧ୍ୟସ୍ଥି ଚୟନ ପ୍ରକ୍ରିୟା ଶେଷ କରିଛି ଏନଏସଇ

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ) ଏହାର ପ୍ରସ୍ତାବିତ ଇନିସିଆଲ ପବ୍ଲିକ ଅଫରିଙ୍ଗ (ଆଇପିଓ) ପାଇଁ ମର୍ଚ୍ଚାଂଟ ବ୍ୟାଙ୍କର, ଲ’ ଫାର୍ମ ଓ ଅନ୍ୟ ମଧ୍ୟସ୍ଥିମାନଙ୍କ ଚୟନ ପ୍ରକ୍ରିୟା ଆଜି ଶେଷ କରିଛି । ଏହି ଚୟନ ପ୍ରକ୍ରିୟା ଏନଏସଇର ଆଇପିଓ କମିଟି ଦ୍ୱାରା…

ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏକା ଦି ୱାନ ଜାତୀୟ କଳା ପ୍ରଦର୍ଶନୀ

ଭୁବନେଶ୍ୱର, ୧୩ ମାର୍ଚ୍ଚ ୨୦୨୬ : କୋଲକାତାରେ ଏକ ସଫଳ ପ୍ରଦର୍ଶନୀ ପରେ ଡଃ ବୀନା ଉନ୍ନିକ୍ରିଷ୍ଣନଙ୍କ ଜାତୀୟ ଭ୍ରମଣ କଳା ପ୍ରଦର୍ଶନୀ ‘ଏକା-ଦ ୱାନ’ ଏବେ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଯାହା ଭାରତର ପବିତ୍ର ନାରୀତ୍ୱ ଐତିହ୍ୟର ଏକ ଶକ୍ତିଶାଳୀ ଆଧୁନିକ ବ୍ୟାଖ୍ୟା ପ୍ରଦାନ କରିବ । ଏହି…

ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬

ଭୁବନେଶ୍ୱର: ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ସଂଘ (ଆସୋଚାମ୍‌) ପକ୍ଷରୁ ସ୍ୱସ୍ତି ପ୍ରିମିୟମ୍ ଠାରେ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆୟୋଜନ କରାଯାଇଛି । "ନୀତି ସଂସ୍କାର, ସ୍ଥାୟୀତ୍ୱ ଏବଂ ରଣନୈତିକ ସୁରକ୍ଷା ମାଧ୍ୟମରେ ରୂପାନ୍ତରକୁ ଆକାର ଦେବା’ ବିଷୟବସ୍ତୁ ଉପରେ ଆଧାରିତ…

ଟ୍ରୁକଲର୍ ପକ୍ଷରୁ ‘ଫ୍ୟାମିଲି ପ୍ରୋଟେକ୍ସନ’ ସେବାର ଶୁଭାରମ୍ଭ

ଭୁବନେଶ୍ୱର : ଆଜିକାଲି ଡିଜିଟାଲ୍ ଦୁନିଆରେ ନକଲି ପରିଚୟ, ଏଆଇ ଭଏସ୍ କ୍ଲୋନିଂ ଏବଂ ଡିଜିଟାଲ୍ ଗିରଫ ଭଳି ନୂଆ ନୂଆ ଉପାୟରେ ଠକେଇ ବଢ଼ିବାରେ ଲାଗିଛି। ଏହି ବିପଦରୁ ଭାରତୀୟ ପରିବାରକୁ ରକ୍ଷା କରିବା ପାଇଁ ‘ଟ୍ରୁକଲର’ ଏକ ବିଶେଷ ସୁବିଧା ‘ଫ୍ୟାମିଲି ପ୍ରୋଟେକ୍ସନ' ସେବାର ଶୁଭାରମ୍ଭ କରାଯାଇଛି।…