ଟିମ୍ ଇଣ୍ଡିଆର ବିଜୟ ପାଇଁ ସ୍ବତନ୍ତ୍ର ପୂର୍ଜାଚ୍ଚନା, ମନ୍ତ୍ର ଉଚ୍ଚାରଣ ସହିତ ମହାକାଳ ମନ୍ଦିରରେ ହେଲା ଜଳାଭିଷେକ
ଟି୨୦ ବିଶ୍ବକପ ୨୦୨୬ରେ ଆଜି ଭାରତ-ପାକିସ୍ତାନ ଲଢେଇ । ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେଲେ ସବୁଠାରୁ ଅଧିକ ଫ୍ୟାନ୍ସ ଉତ୍ସାହିତ ରହିଥାନ୍ତି । ଆଉ ଏଥିପାଇଁ ଉଜ୍ଜୈନ ମହାକାଳେଶ୍ବର ମନ୍ଦିରରେ ଟିମ ଇଣ୍ଡିଆର ବିଜୟ ପାଇଁ ଖାସ୍ ପୂଜା କରାଯାଇଛି ।ଆଜି କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ!-->…