ରୁପେ କାର୍ଡରେ ଟ୍ରାଞ୍ଜାକ୍ସନ ଉପରେ ମିଳିବ ୧୬୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍
ଯଦି ଆପଣ ରୁପେ କାର୍ଡର ବ୍ୟବହାର କରୁଥାନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଜରୁରୀ ଖବର । ରୁପେ କାର୍ଡ ପକ୍ଷରୁ ଏହାର ଅନ୍ତର୍ଜାତୀୟ କାର୍ଡଧାରକମାନଙ୍କୁ ୪୦% ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦେବାକୁ ଘୋଷଣା କରାଯାଇଛି । ନ୍ୟାସନାଲ ପେମେଂଟ୍ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଜାରି…