ରଣବୀର-ଆଲିଆଙ୍କ ବାହାଘର କାର୍ଡ ଭାଇରାଲ୍
ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ଫିଲ୍ମଠାରୁ ଅଧିକ ସେମାନଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଆଜିକାଲି ଅଧିକ ଚର୍ଚ୍ଚାରେ ରହୁଛନ୍ତି । ପ୍ରାୟ ସମୟରେ ଏହି ଦୁଇଜଣ ମିଶିକରି ସବୁ ଜାଗାକୁ ଯାଉଥିବାର ଦେଖାଯାଉଛି । ଏପରିକି ଏହି ଦୁଇଜଣ ନିଜର ପ୍ରେମ ସମ୍ପର୍କକୁ ଖୋଲାରେ ମଧ୍ୟ…