ବିବାହ ବନ୍ଧନରେ ବାନ୍ଧି ହେଲେ ହଲିଉଡର ଲୋକପ୍ରିୟ ଗାୟକ ‘ଜଷ୍ଟିନ ବେବର’


ହଲିଉଡର ଲୋକପ୍ରିୟ ଗାୟକ ‘ଜଷ୍ଟିନ ବେବର’ ଏବଂ ତାଙ୍କ ପ୍ରେମିକା ତଥା ମଡେଲର ‘ବ୍ଲାଡୱିନ’ ସୋମବାର ଦିନ ପୁଣିଥରେ ପରସ୍ପରକୁ ବିବାହ କରୁଛନ୍ତି । ବେବର ନିଜ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିବା ସହ କ୍ୟାପସନରେ ନିଜ ପ୍ରେମିକା ତଥା ପତ୍ନୀଙ୍କ ସଂପର୍କରେ ଲେଖିଥିଲେ ଯେ, “ମାଇ ବ୍ରାଇଡ ଇଜ ଫାୟର” ।

View this post on Instagram

My bride is 🔥

A post shared by Justin Bieber (@justinbieber) on

ଏହି ଫଟୋକୁ ‘ଦ ବିବର୍ସ’ ଟାଇଟେଲ ଦିଆଯାଇଥିବାବେଳେ ପରସ୍ପର ପୂର୍ବରୁ ୨୦୧୮ରେ କୋର୍ଟରେ ଗୋପନୀୟ ଭାବରେ ବିବାହ କରିଥିଲେ । ଉଭୟ ସେପ୍ଟେମ୍ବର ୩୦ରେ ସାଉଥ କାରୋଲିନ ସ୍ଥିତ, ମନଟେଜ ପାମିଏଣ୍ଟୋ ବ୍ଲଫରେ ନିଜ ବିବାହର ରୀତିନୀତି ସମ୍ପୂର୍ଣ୍ଣ କରିଥିବାବେଳେ ଏହି ବିବାହ ଉତ୍ସବରେ ହଲିଉଡର ଅନେକ ବିଶିଷ୍ଟ କଳାକାରଙ୍କ ସମେତ ବିଭିନ୍ନ ମଡେଲର ମଧ୍ୟ ଯୋଗ ଦେଇଥିଲେ ।


Share It

Comments are closed.