ସର୍ବଦା ନିଶାରେ ବୁଡି ରୁହନ୍ତି ବଲିଉଡର ଏହି ଅଭିନେତ୍ରୀ, ଯାହାଙ୍କ ନାମ ଶୁଣିଲେ ଆପଣଙ୍କ ଉଡିଯିବ ହୋସ


କଥାରେ ଅଛି ମଦ ପିଇବା ଯେତେ ଭୟଙ୍କର ନୁହେଁ ତା’ଠାରୁ ଅଧିକ ଭୟଙ୍କର ହେଉଛି ମଦ ଯଦି ଆପଣଙ୍କୁ ପିଏ । ବର୍ତ୍ତମାନର ଯୁଗରେ ମଦ ପିଇବା ଏକ ସାଧାରଣ କଥା ହୋଇଯାଇଥିବାବେଳେ ଯୁବକ, ଯୁବତୀଙ୍କ ଠାରୁ ଆରମ୍ଭ କରି ବୟଷ୍କ, ବିଶିଷ୍ଟ ହସ୍ତିମାନେ ମଧ୍ୟ ମଦ ପିଇବାକୁ ପଛାଉ ନାହାନ୍ତି । ଯଦି ଆମେ ବଲିଉଡ କଥା କହିବା ତେବେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ନିଶାରେ ସର୍ବଦା ବୁଡି ରହିଥାନ୍ତି । ନିଶା ସେବନ କରିବା ସେମାନଙ୍କର ଏକ ଦୈନନ୍ଦିନ ଅଭ୍ୟାସରେ ପରିଣତ ହୋଇଯାଇଥିବାବେଳେ ଆଉ କେତେକ ଏହାକୁ ନିଜ ସଉକ ଭଳି ମଧ୍ୟ ଭାବିଥାନ୍ତି ।ତେବେ ଏହି ମଧ୍ୟରେ ଆମେ ଆପଣଙ୍କୁ ଏଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ସଂପର୍କରେ କହିବୁ, ଯିଏକି ସର୍ବଦା ନିଶାରେ ବୁଡି ରହିଥାନ୍ତି । ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହଁନ୍ତି, ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅମିଶା ପଟେଲ ।

ଅମିଶା ବଲିଉଡର ଜଣେ ସୁନାମ ଧନ୍ୟ ଅଭିନେତ୍ରୀ ହେବା ସହ ଜଣେ ମଡେଲର ମଧ୍ୟ ଅଟନ୍ତି । ସେ ବଲିଉଡକୁ ଅନେକ ହିଟ ଫିଲ୍ମ ଭେଟି ଦେଇଥିବାବେଳେ ସେ ତାମିଲି ଏବଂ ତେଲୁଗୁରେ ମଧ୍ୟ ଅନେକ ଫିଲ୍ମ କରିସାରିଛନ୍ତି । କେବଳ ଏତିକି ନୁହେଁ ବଲିଉଡ ଜଗତର ସବୁଠାରୁ ଶ୍ରେଷ୍ଠ ସମ୍ମାନ ଫିଲ୍ମ ଫେୟାର ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇ ସାରିଛନ୍ତି । ଉତ୍ସବ ହେଉ କିମ୍ବା ଡିସକୋ ପାର୍ଟି ହେଉ ଅମିଶାଙ୍କୁ ଖୁଲମ ଖୋଲା ମଦ ପିଉଥିବା ଅନେକ ଦୃଶ୍ୟ ମଧ୍ୟ ପୂର୍ବରୁ ଦେଖିବାକୁ ମିଳି ସାରିଛି ।

ନିକଟ କିଛି ଦିନ ତାଙ୍କ ନାମରେ ଠିକେଇର ଅଭିଯୋଗ ଆସିଥିବାବେଳେ ତାଙ୍କୁ ତୁରନ୍ତ ଗିରଫ କରିବାର ଆଦେଶ ମଧ୍ୟ ଦିଆଯାଇଥିଲା । ଅମିଶା, ‘ଗଦର ଏକ ପ୍ରେମ କଥା’ ଏବଂ ‘କ ହୋନା ପ୍ୟାର ହେ ’ ଭଳି ଅନେକ ହିଟ ଫିଲ୍ମ ମଧ୍ୟ ବଲିଉଡକୁ ଭେଟି ଦେଇଛନ୍ତି ।


Share It

Comments are closed.