Browsing Tag

latest

‘ଛପାକ’ ତୁଳନାରେ ଦର୍ଶକଙ୍କ ଅଧିକ ପ୍ରଶଂସା ସାଉଁଟୁଛି ଅଜୟ ଦେବଗନଙ୍କ ‘ତାନାଜୀ’

ଅଜୟ ଦେବଗନ, ସେଫ ଅଲ୍ଲୀ ଖାନ ଏବଂ କାଜୋଲଙ୍କ ଅଭିନୀତ ଚଳଚ୍ଚିତ୍ର ତାନାଜୀ ଦ ଅନସଙ୍ଗ ୱାରିୟର ଚଳିତ ବର୍ଷ ୧୦ ଜାନୁଆରରେ ରିଲିଜ ହୋଇସାରିଛି । ଏହି ଚଳଚ୍ଚିତ୍ର ସହିତ ମେଘନା ଗୁଲଜାରଙ୍କ ଚଳଚ୍ଚିତ୍ର ଛପାକ୍ ମଧ୍ୟ ରିଲିଜ ହୋଇଥିଲା । ଯେଉଁଠାରେ ରିଲିଜର ପୂର୍ବରୁ ୧୦କୋଟିର ଟଙ୍କା କମାଇବାର ଆକଳନ…

ଟେଷ୍ଟ ପରେ ଏବେ ଦିନିକିଆ କ୍ରିକେଟକୁ ଅଲବିଦା କହିପାରନ୍ତି ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବିଶ୍ୱକପ ପର ଠାରୁ ଦଳରୁ ଦୂରେଇ ରହିଥିବାବେଳେ ତାଙ୍କର ଆଗାମୀ କ୍ରିକେଟ ଭବିଷ୍ୟତକୁ ନେଇ ନାନାଦି ଆଲୋଚନା ମଧ୍ୟ ହେବାରେ ଲାଗିଲାଣି । ତେବେ ଏହି ସବୁ ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଦଳର ମୁଖ୍ୟ…

ଶ୍ରୀକୃଷ୍ଣଙ୍କ ବନ୍ଧୁତାରୁ ଶିଖିପାରିବେ ଜୀବନର ଏହି ୫ଟି ସତ୍ୟ

ଶ୍ରୀକୃଷ୍ଣ କେବଳ ଭଗବାନ ନଥିଲେ ତାଙ୍କୁ ଆଧୁନିକ ଯୁଗର ପୁରୁଷ ମଧ୍ୟ କୁହାଯାଉଥିଲା । ତାଙ୍କ ଜୀବନରୁ ଆମେ ଏଭଳି ଅନେକ କଥା ଶିଖିପାରିବା ଯାହା ଆଜିବି ସାଥର୍କ ରହିଛି । ଯେପରିକି ତାଙ୍କ ବନ୍ଧୁତା । ତାଙ୍କ ବନ୍ଧୁତାକୁ ବୁଝିପାରିଲେ ଆମେ ଅନେକ କଥା ଶିଖିପାରିବା ତାହା ଜୀବନର ବାସ୍ତବ ସତ୍ୟ ଅଟେ…

ୟୁକ୍ରେନ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣା, ନିଜ ଭୁଲ ସ୍ୱୀକାର କଲା ଇରାନୀ ସେନା

ଶେଷରେ ଇରାନ ସ୍ୱୀକାର କରିଛି କି ତାଙ୍କ ସେନାଙ୍କ ଭୁଲ ଯୋଗୁଁ ୟୁକ୍ରେନ ଯାତ୍ରୀ ବିମାନ ୭୩୭କୁ ମାରି ଗଳାଇ ଦିଆଯାଇଛି । ଏହି ବିମାନରେ ୧୭୬ ଜଣ ଯାତ୍ରୀ ଯାତ୍ରା କରୁଥିବାବେଳେ ସମସ୍ତଙ୍କୁ ମୃତ୍ୟୁ ଘଟିଛି । ଆମେରିକା ଠାରୁ ନିଜର ପ୍ରତିଶୋଧ ନେବାକୁ ଯାଇ ଇରାନ ଏହି ଭୁଲ କରିଥିବାର ବର୍ତ୍ତମାନ…

ଦୀପିକାଙ୍କ ଜେଏନୟୁ ଗସ୍ତକୁ ନେଇ ତାଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକନ ବର୍ତ୍ତମାନ ଜେଏନୟୁ ଗସ୍ତ ଏବଂ ଫିଲ୍ମ “ଛପକ୍‌”କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଜେଏନୟୁ ଗସ୍ତକୁ ନେଇ ବିରୋଧୀଙ୍କ ସମ୍ମୁଖୀନ ହେଉଥିବା ଦୀପିକାଙ୍କୁ ପୁଣିଥରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସମାଲୋଚନା କରିଛନ୍ତି । ସ୍ମୃତି ଇରାନୀ, ଦୀପିକାଙ୍କୁ କଟାକ୍ଷ…

ଓଡିଶାରେ ହେବ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଏବଂ ଇଣ୍ଟରନ୍ୟାସ୍‌ନାଲ ଇନଷ୍ଟିଚ୍ୟୁଟ୍ ଫର୍ ପପ୍ୟୁଲେସନ ସାଇନ୍ସେସ୍ (ଆଇଆଇପିଏସ୍‌) ସମନ୍ୱୟରେ ୨୦୧୯-୨୦ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ୍‌-୫) ଆୟୋଜନ କରାଯାଇଛି । ଏନଏଫଏଚଏସ୍‌-୫ ଓଡିଶାରେ…

କାଶ୍ମୀରରେ ବାରମ୍ବାର ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ସନା କଲେ ସୁପ୍ରିମକୋର୍ଟ

ଜମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍ ସେବା ଉପରେ ବାରମ୍ବାର ଲଗାଉଥିବା ପ୍ରତିବନ୍ଧକ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ସନ କରିଛନ୍ତି । ଏହି ସଂକ୍ରାନ୍ତରେ ଶୁଣାଣି କରି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି. ବାରମ୍ବାର ଇଣ୍ଟରନେଟ ସେବା ଉପରେ କଟକଣା ଓ ୧୪୪ ଧାରା ଲାଗୁ କରାଇବା ଶାସନର…

ସାତ ବର୍ଷ ପରେ ନ୍ୟାୟ ପାଇଲେ ନିର୍ଭୟା, ଅତ୍ୟନ୍ତ ଭାବୁକ ହୋଇ କିଛି ଏପରି କହିଲେ ନିର୍ଭୟାଙ୍କ ମା’

ନିର୍ଭୟା ଗଣଦୁଷ୍କର୍ମର ଅପରାଧୀମାନଙ୍କୁ ଅଦାଲତରେ ଡେଥ ୱାରେଣ୍ଟ ମିଳିବା ପରେ ତାଙ୍କ ମାଙ୍କ ଆଖିରେ ଖୁସିର ଅଶ୍ରୁ ଝଲସି ଉଠିଛି । ନିଜ କୋହଭରା କଣ୍ଠରେ ସେ କହିଛନ୍ତି ଯେ ଶେଷରେ ମୋ ଝିଅକୁ ନ୍ୟାୟ ମିଳିଗଲା । ଏବେ ତାର ଆତ୍ମାକୁ ଶାନ୍ତି ମିଳିବ । କେବଳ ଏବେ ୨୨ ଜାନୁଆରୀ ସକାଳର ଅପେକ୍ଷା…

ହ୍ରିତିକଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ସୁଜେନ

ଆଜି ହେଉଛି ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଜନ୍ମଦିନ । ହ୍ରିତିକଙ୍କ ଜନ୍ମଦିନ ଅବସରରେ ପୂର୍ବତନ ପତ୍ନୀ ସୁଜେନ ଖାନ ତାଙ୍କ ପାଇଁ ଏକ ଖାସ ବାର୍ତ୍ତା ମଧ୍ୟ ଦେଇଛନ୍ତି । ସୁଜେନ, ହ୍ରିତିକଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ ହ୍ରିତିକଙ୍କ ସହ ତାଙ୍କ ପିଲାମାନଙ୍କ ଫଟୋକୁ ନିଜ…

କିପରି ହୋଇଥିଲା ସ୍ୱାମୀ ବିବେକାନ୍ଦଙ୍କ ମୃତ୍ୟୁ, ଜାଣନ୍ତୁ ଏହା ପଛର ରହସ୍ୟ

ସ୍ୱାମୀ ବିବେକାନ୍ଦଙ୍କ ଭଳି ପବିତ୍ର ଆତ୍ମା ଏକ ସ୍ୱତନ୍ତ୍ର କାରଣ ପାଇଁ ଏହି ଧରାପୃଷ୍ଠକୁ ଅବତରଣ କରିଥିଲେ (ଠିକ ଯେମିତି ଭଗବାନ ଶ୍ରୀକୃଷ୍ଣ ଭାଗବତରେ କହିଥିଲେ) ଏବଂ ଥରେ ଲକ୍ଷ୍ୟ ହାସଲ ହୋଇଯିବା ପରେ ସେ ବୟସ ପ୍ରତି ମୋହ ତ୍ୟାଗ କରି ଏହି ଦୁନିଆରୁ ବିଦାୟ ନେଇଥିଲେ । ସ୍ୱାମୀ ବିବେକାନନ୍ଦ…