Browsing Tag

krida- latest

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଷ୍ଟାର ଖେଳାଳୀ ଭାବେ ଉଭା ହୋଇଛନ୍ତି ସହଜ୍‌

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ୍ ୨୦୨୦ରେ ଜୈନ ୟୁନିଭର୍ସିଟି, କର୍ଣ୍ଣାଟକର ଉନ୍ନତ ପ୍ରଦର୍ଶନ ରହିଆସିଛି ଏବଂ ସେମାନଙ୍କ ସଫଳତାର ପ୍ରମୁଖ କାରଣଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛନ୍ତି ସହଜ୍ ପଟେଲ । ବରୋଦାରେ ଜନ୍ମିତ ଏହି ଖେଳାଳୀ ଛଅ ଫୁଟ ଏବଂ ୯ ଇଞ୍ଚର ଉଚ୍ଚତା ସହ ଗେମର ସବୁଠାରୁ ଡେଙ୍ଗା…

ଭାରତ ପାଇଁ ଅଲିମ୍ପିଆନ୍ ସୃଷ୍ଟି କରିବାରେ ସହଯୋଗ କରିବ କେଆଇୟୁଜି: ସନ୍ଦୀପ ପ୍ରଧାନ

ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ)ର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା (କେଆଇୁଜି)କୁ ଭାରତୀୟ କ୍ରୀଡାର ଭବିଷ୍ୟତ ରୂପେ ଉଲ୍ଲେଖ କରିବା ସହ ଏହା ଭାରତ ପାଇଁ ଅନେକ ଅଲିମ୍ପିଆନ୍ ସୃଷ୍ଟି କରିବ ବୋଲି ଘୋଷଣା କରିଛନ୍ତି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ…

ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ

ଦୁଇଟି ଘରୋଇ ସୃଙ୍ଖଳରେ କ୍ରମାଗତ ବିଜୟ ସହ ଭାରତ ଚଳିତ ନୂଆ ବର୍ଷର ଅଭିଯାନ ଆରମ୍ଭ କରିଥିବାବେଳେ ବିରାଟବାହିନୀ ପ୍ରଥମେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଏବଂ ଅଷ୍ଟ୍ରେଲିଆ ଠାରୁ ଦିନିକିଆ ସିରିଜରେ ବିଜୟ ହାସଲ କରି ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ପରବର୍ତ୍ତୀ ସିରିଜ ଖେଳିବ ।…

ସିରିଜ ହାତଛଡା କରିବା ପରେ ଭାରତୀୟ ଦଳର ଖୁବ ପ୍ରଶଂସା କଲେ ଫିଞ୍ଚ

ବେଙ୍ଗାଲୁରୁରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ଭାରତର ବିଜୟ ପରେ ଅଷ୍ଟ୍ରେଲିଆ ଦଳ ଅଧିନାୟକ ଆରନ ଫିଞ୍ଚ ଭାରତୀୟ ଦଳର ଖୁବ ପ୍ରଶଂସା କରିଛନ୍ତି । ଫିଞ୍ଚ ଭାରତୀୟ ଦଳର ଟପ ବ୍ୟାଟିଙ୍ଗ ଅର୍ଡର ପ୍ରଶଂସା କରି ଏହାକୁ ଭାରତୀୟ ଦଳର ବିଜୟ…

ଆଗାମୀ ମ୍ୟାଚରେ ରୋହିତ ଖେଳିବେ କି ନାହିଁ, ତା’ ଉପରେ ପ୍ରତିକ୍ରିୟା ରଖିଲେ କୋହଲି

ଭାରତୀୟ ଦଳ ବର୍ତ୍ତମାନ ନିଜର ଆହତ ଖେଳାଳୀଙ୍କୁ ନେଇ ଚିନ୍ତାରେ ଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜର ପ୍ରଥମ ମ୍ୟାଚରେ ଦଳର ଯୁବ ଖେଳାଳୀ ଆହତ ହୋଇଯାଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ଦଳର ପ୍ରମୁଖ ଖେଳାଳୀ ରୋହିତ ଶର୍ମାଙ୍କୁ ଆଘାତ ଲାଗିଛି । ବ୍ୟାଟିଙ୍ଗ ସମୟରେ ଶିଖର ଧାୱାନଙ୍କୁ ଆଘାତ…

ଧୋନୀଙ୍କୁ ବାର୍ଷିକ ଚୁକ୍ତିରୁ ବାଦ୍ ଦେବା ପରେ ସଫେଇ ଦେଲା ବିସିସିଆଇ

ମହେନ୍ଦ୍ର ସିଂହ ଧୋନିଙ୍କୁ ବାର୍ଷିକ ଚୁକ୍ତିରୁ ବାଦ ଦେବା ପରେ ବର୍ତ୍ତମାନ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛି ବିସିସିଆଇ । ବୋର୍ଡ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ସଫେଇ ଦେଇ କହିଛନ୍ତି ଯେ, ଧୋନୀଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେବା ପୂର୍ବରୁ ତାଙ୍କ ଧୋନୀଙ୍କ ସହ ସାକ୍ଷାତ ଆଲୋଚନା…

ଆରପାରିରେ ଟିମ ଇଣ୍ଡିଆର ସୁପର ଫ୍ୟାନ ଚାରୁଲତା

ଟିମ ଇଣ୍ଡିଆର ସୁପରଫ୍ୟାନ ଚାରୁଲତା ପଟେଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କର ୮୭ ବର୍ଷ ହୋଇଥିବାବେଳେ ଗତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିବା ଆଇସିସି ବିଶ୍ୱକପରେ ତାଙ୍କୁ ଦଳକୁ ଚିୟର କରୁଥିବାର ଦେଖିବାକୁ ମିଳିଥିଲା । ବିଶ୍ୱକପ ସମୟରେ ଭାରତୀୟ ଦଳକୁ ଚିୟରଅଫ କରିବା ପାଇଁ…

ଭାରତୀୟ ଦଳର ଲଜ୍ଜାଜନକ ପରାଜୟ ଉପରେ ନିଜ ପ୍ରତିକ୍ରିୟା ରଖିଲେ ଗାଙ୍ଗୁଲୀ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି । ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବାବେଳେ ଏଥିରେ ଭାରତ, ଅଷ୍ଟ୍ରେଲିଆ ଠାରୁ ୧୦ଟି ୱିକେଟରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ତେବେ ଭାରତୀୟ ଦଳର ଏହି…

ପୃଥିବୀ ସ’ ପାସ କଲେ ଫିଟନେସ ଟେଷ୍ଟ, ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଭାରତୀୟ ଏ’ ଦଳରେ ହେବେ ସାମିଲ

ରଣଜୀ ଟ୍ରଫିରେ କର୍ଣ୍ଣାୟକ ବିପକ୍ଷରେ ଆହାତ ହୋଇଥିବା ମୁମ୍ବାଇର ଓପନର ବ୍ୟାଟ୍ସମ୍ୟାନ ପୃଥିବୀ ସ’ ବର୍ତ୍ତମାନ ସମ୍ପୂର୍ଣ୍ଣ ଋପେ ଫିଟ ହୋଇଯାଇଥିବାବେଳେ ସେ ଖୁବ ଶୀଘ୍ର ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଇଣ୍ଡିଆ ଏ ଦଳରେ ସାମିଲ ହୋଇପାରନ୍ତି । ପୃଥିବୀ କର୍ଣ୍ଣାଟକ ବିପକ୍ଷରେ ଫିଲ୍ଡି କରୁଥିବାବେଳେ…

ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ ପଡିଲେ ଧୋନୀ, ହାର୍ଦିକ

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ବିସିସିଆଇ ରବିବାର ଦିନ ଭାରତୀୟ ଦଳର ଘୋଷଣା କରିଛି । ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ଏହି ଦଳରେ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ହାର୍ଦିକ ପାଣ୍ଡିଆଙ୍କୁ ବାଦ ଦିଆ ଯାଇଥିବାବେଳେ ଅନ୍ୟପଟେ ୱିକେଟ କିପର ସଞ୍ଜୁ ସାମସନଙ୍କୁ ମଧ୍ୟ…