ଭାରତର ପରାଜୟ ପରେ କିଛି ଏପରି ଭାବେ ଖୁସି ମନାଇଲେ ପାକିସ୍ତାନୀ
ବିଶ୍ୱକପରେ ଭାରତର ଅଭିଯାନ ଶେଷ ହେବାପରେ ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ କଥାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଅନ୍ୟପଟେ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଏହି ପରାଜୟକୁ ନେଇ ସୋସିଆଲ ମିଡିଆରେ ନିଜ ଖୁସି ଜାହିର କରୁଛି ।
ତେବେ ଭାରତର ପରାଜୟ ପରେ ପାକିସ୍ତାନର କ’ଣ…