ଭାରତର ପରାଜୟ ପରେ କିଛି ଏପରି ଭାବେ ଖୁସି ମନାଇଲେ ପାକିସ୍ତାନୀ


ବିଶ୍ୱକପରେ ଭାରତର ଅଭିଯାନ ଶେଷ ହେବାପରେ ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ କଥାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଅନ୍ୟପଟେ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଏହି ପରାଜୟକୁ ନେଇ ସୋସିଆଲ ମିଡିଆରେ ନିଜ ଖୁସି ଜାହିର କରୁଛି ।
ତେବେ ଭାରତର ପରାଜୟ ପରେ ପାକିସ୍ତାନର କ’ଣ ପ୍ରତିକ୍ରିୟା ରହିଛି ? ତାହା ଜାଣିବା ପାଇଁ ସମସ୍ତଙ୍କ ଇଚ୍ଛା ତ ନିଶ୍ଚୟ ଥିବ । ତେବେ ଆସନ୍ତୁ ଦେଖିବା ଭାରତର ପରାଜୟ ପରେ ପାକିସ୍ତାନୀ କିପରି ସୋସିଆଲ ମିଡିଆରେ ନିଜର ଖୁସି ଜାହିର କରୁଛନ୍ତି ।


Share It

Comments are closed.