ଖୁବ ଶୀଘ୍ର ଆୟରଲାଣ୍ଡ କ୍ରିକେଟ ଦଳର ଅଧିନାୟକତ୍ୱ ଗ୍ରହଣ କରିପାରନ୍ତି ରାଇଡୁ
ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଆଗାମୀ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳର ଘୋଷଣା କରିଛନ୍ତି । ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଭାରତୀୟ ଦଳର ଆଗାମୀ ଗସ୍ତ ପାଇଁ ଦଳର ଘୋଷଣା କରୁଥିବାବେଳେ ସେଠାରେ ଉପସ୍ଥିତ ଥିବା ଜଣେ ସାମ୍ବାଦିକ ରାଇଡୁଙ୍କୁ ବିଶ୍ୱକପରେ…