ଆଜି ହୋଇପାରେ ଭାରତୀୟ ଦଳର ମୁଖ୍ୟ କୋଚ ପାଇଁ ଘୋଷଣା
ଭାରତୀୟ ଦଳର ଆଗାମୀ କୋଚ କିଏ ହେବ ? ସେଥିପାଇଁ ଆଜି ବିସିସିଆଇ ପକ୍ଷରୁ ଘୋଷଣା ହୋଇପାରେ । କପିଲ ଦେବଙ୍କ ନେତୃତ୍ୱରେ ଗଠିତ ହୋଇଥିବା କ୍ରିକେଟ ଆଡଭାଇଜର କାଉନସିଲ ୬ଜଣଙ୍କ ନାମକୁ ମୁଖ୍ୟ କୋଚ ପଦବୀ ପାଇଁ ସର୍ଟ ଲିଷ୍ଟ କରିଥିବାବେଳେ ମୁମ୍ବାଇରେ ଏହି ଆଶାୟୀ ମାନଙ୍କର ଆଜି ଇଣ୍ଟରଭିୟୁ…