Browsing Tag

khabar-latest

ସ୍ନାୟୁ ଏବଂ ଅଟିଜିମ୍ ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ୨୧ରେ

ରାଉରକେଲା: ଭାରତର ଅଗ୍ରଣୀ ନ୍ୟୁରୋ ରିଜେନେରେଟିଭ୍ ରିହାବିଲିଟେସନ ଥେରାପି ସେଣ୍ଟର ମଧ୍ୟରୁ ଅନ୍ୟତମ ମୁମ୍ବାଇସ୍ଥିତ ନ୍ୟୁରୋଜେନ୍ ବ୍ରେନ୍ ଆଣ୍ଡ୍ ସ୍ପାଇନ୍ ଇନଷ୍ଟିଚ୍ୟୁଟ୍ (ବିଏସଆଇ) ଅଟିଜିମ୍, ସେରେବ୍ରାଲ ପାଲସି, ମସ୍କ୍ୟୁଲାର ଡାଇଷ୍ଟ୍ରୋଫି, ମେଣ୍ଟାଲ ରିଟାରଡେସନ୍, ଭଳି ଅନେକ ଅସାଧ୍ୟ…

ବହୁମତର ଦୁରୁପଯୋଗକୁ ନେଇ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଲେ ପୂର୍ବତ୍ତନ ରାଷ୍ଟ୍ରପତି

ପୂର୍ବତ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ବହୁମତର ଦୁରୁପଯୋଗକୁ ନେଇ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଆମେ ଭାବିଥାଉ କି ସଦନରେ ବହୁମତ ମିଳିଗଲେ ଆମେ ଯାହା ଚାହିଁବା ତାହା କରିପାରିବା, କିନ୍ତୁ ସେଭଳି କିଛି ବି ହୋଇନଥାଏ । ଏଭଳି ଲୋକଙ୍କୁ ଅତୀତରେ ସେହି ଜନତା…

ନେହେରୁଙ୍କ ପ୍ରତି ବିବାଦୀୟ ବୟାନ ଦେଲେ ଗିରିଫ ହେଲେ ବଲିଉଡ ଅଭିନେତ୍ରୀ

ନିଜର ବିବାଦୀୟ ବୟାନ ପାଇଁ ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଆଜି ରାଜସ୍ଥାନ ପୋଲିସ ଗିରଫ କରିଛି । ଆଜି ସକାଳେ ରାଜସ୍ଥାନ ପୋଲିସ ତାଙ୍କୁ ଅହମ୍ମଦାବାଦରୁ ଗିରଫ କରିଛି । ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ ତାଙ୍କ ବାପା ମୋତିଲାଲ ନେହେରୁଙ୍କୁ ବିରୋଧରେ ବିବାଦୀୟ…

ଭୁବନେଶ୍ୱରରେ ଟେକଭୁବନେଶ୍ୱର ୨୦୧୯ ଆୟୋଜିତ

ଭୁବନେଶ୍ୱର: ମାଇଣ୍ଡଫାୟାର ସଲ୍ୟୁସନ୍ସ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ ମେ’ଫେୟାର କନ୍ଭେନ୍ସନଠାରେ ଟେକ୍ଭୁବନେଶ୍ୱରର ୪ର୍ଥ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏକ ଦିନ ବ୍ୟାପି ଲାଗିରହିଥିବା ଉକ୍ତ କାର୍ଯ୍ୟକ୍ରମରେ ଟେକ୍ନିକାଲ ଓ ମୋଟିଭେସନାଲ ସେସନ୍ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ…

ଦିଲ୍ଲୀ ବିଧାନସଭା ନିର୍ବାଚନରେ ‘ଆପ’ ପାଇଁ କାମ କରିବେ ପ୍ରଶାନ୍ତ

ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଦିନ ଟ୍ୱିଟ କରି ଦିଲ୍ଲୀ ନିର୍ବାଚନ ସଂପର୍କରେ ଏକ ବଡ ଘୋଷଣା କରିଛନ୍ତି । କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି ଯେ, “ପ୍ରଶାନ୍ତି କିଶୋରଙ୍କ କମ୍ପାନୀ ‘ଇଣ୍ଡିଆନପ୍ୟାକ’ ଦିଲ୍ଲୀ ବିଧାନସଭା ନିର୍ବାଚନରେ ‘ଆମ…

ମା’କାଳୀଙ୍କୁ ପୂଜା କରି ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବି : ପବନ କୁମାର

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ସମସ୍ତ ପ୍ରକ୍ରିୟା ଅନ୍ତମ ପର୍ଯ୍ୟାୟରେ ଥିବାବେଳେ ଉତ୍ତର ପ୍ରଦେଶର ମୀରଟରେ ଥିବା ଘାତକ ପବନ କୁମାର ଏହି ୪ଜଣଙ୍କୁ ହିଁ ପାଶୀ ଖୁଣ୍ଟରେ ଝୁଲାଇବେ । ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପୂର୍ବରୁ…

ଭାରତରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ସନା କଲେ ରାହୁଲ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦୁଷ୍କର୍ମ ବୟାନ ଉପରେ ଲୋକସଭାରେ ତୁମ୍ବିତୋଫାନ ଖେଳିଯିବା ପରେ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ ବିଜେପି ସାଂସଦମାନେ ଦାବୀ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇ ରାହୁଲ କହିଛନ୍ତି ଯେ, “ନିଜର ଦୋଷ ଲୁଚାଇବା ପାଇଁ ବିଜେପି ଏଭଳି ପନ୍ଥା…

ପୁଣି ଥରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ ବୋରିସ ଜନସନ, ଟ୍ୱିଟ କରି ଅଭିନନ୍ଦନ ଜଣାଇଲେ ମୋଦି

ଶୁକ୍ରବାର ଦିନ ବ୍ରିଟେନରେ ସାଧାରଣ ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି । ଫଳାଫଳ ଗଣତି ହେବା ଆରମ୍ଭରୁ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଦଳ ବହୁମତ ଠାରୁ (୩୨୬) ବହୁତ ଆଗରେ ରହିଥିବାବେଳେ ଅନ୍ୟପଟେ ତାଙ୍କ ବିରୋଧୀ ଦଳ ଲେବର ପାର୍ଟି ୨୦୦ ଆସନ ପାଖାପାଖି ଅଛନ୍ତି ।…

ନିର୍ଭୟା ମାମଲାରେ ଦୋଷୀଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ବୟାନ

ନିର୍ଭୟା ମାମଲାରେ ଦୋଷୀଙ୍କ ପାଇଁ ଓକିଲାତି କରୁଥିବା ଆଇନଜୀବି ଏପି ସିଂହ ଶୁକ୍ରବାର ଦିନ ଏକ ବଡ ବୟାନ ଦେଇଛନ୍ତି । ସେ ଗଣମାଧ୍ୟମରେ ପ୍ରଶ୍ନ କରି ପଚାରିଛନ୍ତି ଯେ, ଯଦି ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ଦିଆଯାଏ ତେବେ ମହିଳାଙ୍କ ଉପରେ ଅତ୍ୟାଚାର କ'ଣ କମିଯିବ ?…

ପବଜୀ ଖେଳି ଜୀବନ ହାରିଲେ ଯୁବକ

ଟ୍ରେନରେ ଯାତ୍ରା କରୁଥିବା ସମୟରେ କାନରେ ହେଡ ଫୋନ ଲଗାଇ ମୋବାଇଲରେ ପବଜୀ ଗେମ ଖେଳୁଥିବା ଜଣେ ଯୁବକ ଏଥିରେ ଏତେ ମଜିଯାଇଥିଲେ ଯେ ସେ ପାଣି ବଦଳରେ ପାଖରେ ଥିବା କେମିକାଲ ପିଇ ଦେଇଛନ୍ତି । ୪୫ ମିନିଟ ପର୍ଯ୍ୟନ୍ତ ଉକ୍ତ ଯୁବକଙ୍କୁ କୌଣସି ପ୍ରାଥମିକ ଚିକିତ୍ସା ଯୋଗାଇ ନଦେବା ଫଳରେ ଟ୍ରେନ…