Browsing Tag

khabar-latest

ୟୁକ୍ରେନ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣା, ନିଜ ଭୁଲ ସ୍ୱୀକାର କଲା ଇରାନୀ ସେନା

ଶେଷରେ ଇରାନ ସ୍ୱୀକାର କରିଛି କି ତାଙ୍କ ସେନାଙ୍କ ଭୁଲ ଯୋଗୁଁ ୟୁକ୍ରେନ ଯାତ୍ରୀ ବିମାନ ୭୩୭କୁ ମାରି ଗଳାଇ ଦିଆଯାଇଛି । ଏହି ବିମାନରେ ୧୭୬ ଜଣ ଯାତ୍ରୀ ଯାତ୍ରା କରୁଥିବାବେଳେ ସମସ୍ତଙ୍କୁ ମୃତ୍ୟୁ ଘଟିଛି । ଆମେରିକା ଠାରୁ ନିଜର ପ୍ରତିଶୋଧ ନେବାକୁ ଯାଇ ଇରାନ ଏହି ଭୁଲ କରିଥିବାର ବର୍ତ୍ତମାନ…

ଦୀପିକାଙ୍କ ଜେଏନୟୁ ଗସ୍ତକୁ ନେଇ ତାଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକନ ବର୍ତ୍ତମାନ ଜେଏନୟୁ ଗସ୍ତ ଏବଂ ଫିଲ୍ମ “ଛପକ୍‌”କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଜେଏନୟୁ ଗସ୍ତକୁ ନେଇ ବିରୋଧୀଙ୍କ ସମ୍ମୁଖୀନ ହେଉଥିବା ଦୀପିକାଙ୍କୁ ପୁଣିଥରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସମାଲୋଚନା କରିଛନ୍ତି । ସ୍ମୃତି ଇରାନୀ, ଦୀପିକାଙ୍କୁ କଟାକ୍ଷ…

ଓଡିଶାରେ ହେବ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଏବଂ ଇଣ୍ଟରନ୍ୟାସ୍‌ନାଲ ଇନଷ୍ଟିଚ୍ୟୁଟ୍ ଫର୍ ପପ୍ୟୁଲେସନ ସାଇନ୍ସେସ୍ (ଆଇଆଇପିଏସ୍‌) ସମନ୍ୱୟରେ ୨୦୧୯-୨୦ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ୍‌-୫) ଆୟୋଜନ କରାଯାଇଛି । ଏନଏଫଏଚଏସ୍‌-୫ ଓଡିଶାରେ…

କାଶ୍ମୀରରେ ବାରମ୍ବାର ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ସନା କଲେ ସୁପ୍ରିମକୋର୍ଟ

ଜମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍ ସେବା ଉପରେ ବାରମ୍ବାର ଲଗାଉଥିବା ପ୍ରତିବନ୍ଧକ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ସନ କରିଛନ୍ତି । ଏହି ସଂକ୍ରାନ୍ତରେ ଶୁଣାଣି କରି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି. ବାରମ୍ବାର ଇଣ୍ଟରନେଟ ସେବା ଉପରେ କଟକଣା ଓ ୧୪୪ ଧାରା ଲାଗୁ କରାଇବା ଶାସନର…

ସାତ ବର୍ଷ ପରେ ନ୍ୟାୟ ପାଇଲେ ନିର୍ଭୟା, ଅତ୍ୟନ୍ତ ଭାବୁକ ହୋଇ କିଛି ଏପରି କହିଲେ ନିର୍ଭୟାଙ୍କ ମା’

ନିର୍ଭୟା ଗଣଦୁଷ୍କର୍ମର ଅପରାଧୀମାନଙ୍କୁ ଅଦାଲତରେ ଡେଥ ୱାରେଣ୍ଟ ମିଳିବା ପରେ ତାଙ୍କ ମାଙ୍କ ଆଖିରେ ଖୁସିର ଅଶ୍ରୁ ଝଲସି ଉଠିଛି । ନିଜ କୋହଭରା କଣ୍ଠରେ ସେ କହିଛନ୍ତି ଯେ ଶେଷରେ ମୋ ଝିଅକୁ ନ୍ୟାୟ ମିଳିଗଲା । ଏବେ ତାର ଆତ୍ମାକୁ ଶାନ୍ତି ମିଳିବ । କେବଳ ଏବେ ୨୨ ଜାନୁଆରୀ ସକାଳର ଅପେକ୍ଷା…

ଦୀପିକାଙ୍କ ଫିଲ୍ମ “ଛପକ୍”କୁ ବୟକଟ କରିବା ପାଇଁ ଦାବୀ କଲା ବିଜେପି

ବଲିଉଡ ଅଭିନେତା ଦୀପିକା ପାଦୁକନଙ୍କ ଫିଲ୍ମ “ଛପକ୍”କୁ ଗୋଟିଏ ପରେ ଗୋଟେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଜେଏନୟୁ ହିଂସାକାଣ୍ଡରେ ଆହତ ଛାତ୍ରଙ୍କ ସପକ୍ଷରେ ଠିଆ ହେବାକୁ ନେଇ ପୁଣିଥରେ ଏକ ବିବାଦ ମୁଣ୍ଡ ଟେକିଛି । କାରଣ ଆହତ ଛାତ୍ରଙ୍କ ସପକ୍ଷରେ ଦୀପିକାଙ୍କ ଏହି ସମର୍ଥନକୁ ନେଇ…

ଶାନ୍ତି ପାଇଁ ଭାରତର ପଦକ୍ଷେପକୁ ସ୍ବାଗତ କରିବୁ: ଇରାନ

ଇରାନ ନିଜ ସେନାର ମୁଖ୍ୟ କମାଣ୍ଡର କାସିମ ସୋଲେମାନିଙ୍କ ହତ୍ୟାର ପ୍ରତିଶୋଧ ନେବା ଲାଗି ଇରାକସ୍ଥିତ ଆମେରିକାର ବାୟୁସେନା ଘାଟିରେ ୨୨ଟି କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥିରେ ୮୦ ଆମେରିକୀୟ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଇରାନ ଏମାନଙ୍କୁ ଆତଙ୍କବାଦୀ ବୋଲି ଦର୍ଶାଇଛି। ଏହି ଘଟଣା ପରେ ଦୁଇ…

ଦିନେ ରାହୁଲଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଋପେ ଦେଖିବା ପାଇଁ ଚାହୁଁଥିଲେ ଦୀପିକା

ଫିଲ୍ମ ଅଭିନେତ୍ରୀ ଦୀପିକା ପାଦୁକନ ମଙ୍ଗଳବାର ଦିନ ଜାବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ପହଞ୍ଚି ସେଠାରେ ହିଂସାରେ ଆହତ ହୋଇଥିବା ଛାତ୍ରଙ୍କ ସହ ସାକ୍ଷାତ କରିଥିଲେ । ଦୀପିକା, ଗୁରୁତର ଭାବେ ଆହତ ଥିବା ଛାତ୍ରଙ୍କ ସହ ସାକ୍ଷାତ କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବା…

ସୁଲେମାନୀ ମୃତ୍ୟୁର ପ୍ରତିଶୋଧ ଆରମ୍ଭ କଲା ଇରାନ, ରକେଟ ମାଡରେ ୮୦ ଆମେରିକା ସୈନ୍ୟ ମୃତ

ଆମେରିକା ଏୟାର ଷ୍ଟ୍ରାଇକରେ ଇରାନୀ ଜେନରାଲ କାସିମ ସୁଲେମାନୀର ହତ୍ୟା ପରେ ଏବେ ପ୍ରତିଶୋଧ ମୁଖା ହୋଇପଡିଛି ଇରାନ । ଇରାନ, ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଇରାକରେ ମହଜୁଦ ଥିବା ଆମେରିକାର ତିନୋଟି ସୌନ୍ୟ କ୍ୟାମ୍ପ ଉପରେ ୧୫ଟି ରକେଟ ମାଡ କରିଛି । ଯାହା ଦ୍ୱାରା ଆମେରିକା…

ଟିଭି ଉପସ୍ଥାପିକାଙ୍କୁ ମାଡ ମାରି ବିବାଦ ଘେରରେ ପାକିସ୍ତାନ ମନ୍ତ୍ରୀ

ସବୁବେଳେ ଭାରତ ବିପକ୍ଷରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନର ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀ ଚୌଦୁରୀ ଫୱଦ ହୁସେନ ପୁଣିଥରେ ଏକ ବିବାଦକୁ ନିଜ ଆଡକୁ ଡାକି ଆଣିଛନ୍ତି । ଏକ ଉତ୍ସବରେ ସେ ଜଣେ ଟିଭି ଉପସ୍ଥାପିକାଙ୍କୁ ଚାପୁଡା ମାରି ବିବାଦ ଘେରକୁ ଚାଲି…