Browsing Tag

Bises-latest

ଅଜବ ଗାଁର ଗଜବ ନିୟମ, ଯେଉଁଠାରେ ଛୁଆ ଜନ୍ମ କରିବା ହେଉଛି ମହାପାପ

ଦୁନିଆରେ ଏଭଳି କେତେକ ଯାଗା ରହିଛି, ଯେଉଁଠାରେ ଅନ୍ଧବିଶ୍ୱାସ ଏବଂ ନିଜର ଅଜବ ପରମ୍ପରା ଯୋଗୁଁ ସେମାନେ ସର୍ବଦା ଚର୍ଚ୍ଚାର ପରିସରରେ ରହି ଆସିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହିଭଳି ଏକ ଯାଗା ସଂପର୍କରେ ଯାହା ବିଷୟରେ ହୁଏତ ଆପଣ ଅଳ୍ପ କିଛି ଜାଣିଥିବେ । ଦକ୍ଷଣ ଆଫ୍ରିକାର ଘାନାରେ ରିହଛି…

ସହିଦ ଦିବସରେ ଦେଶର ବୀର ପୁରୁଷଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

୮୮ ବର୍ଷ ପୂର୍ବେ ଆଜିର ଦିନରେ ସହିଦ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଇଂରେଜମାନେ ଫାଶୀ ଦେଇଥିଲେ । ସେଥିପାଇଁ ଆଜିର ଏହି ଦିନକୁ ସହିଦ ଦିବସ ରୂପେ ପାଳନ କରାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ଏହି ବୀର ପୁରୁଷଙ୍କ ସ୍ମୃତିକୁ ମନେ ପକାଇ ତାଙ୍କ ସଂପର୍କରେ କିଛି…

ହୋଲି ଖେଳିବା ପଛରେ କ’ଣ ରହିଛି ପୌରାଣିକ କଥା ଜାଣନ୍ତୁ

ହିନ୍ଦୁଙ୍କର ପର୍ବ ପର୍ବାଣି ମଧ୍ୟରେ ହୋଲି ହେଉଛି ଅନ୍ୟତମ । ଏହା ଦକ୍ଷିଣ ଏସିୟ ଦେଶରେ, ଭାରତରେ ଏବଂ ନେପାଳରେ ଖୁବ ଆଡମ୍ବର ସହକାରେ ପାଳନ କରାଯାଇଥାଏ । ଏହା ରଙ୍ଗର ଦିବସ ରୂପେ ଲଗାତାର ୩ ଦିନ ଧରି ପାଳନ କରାଯାଏ । ଏହି ହୋଲି ଉତ୍ସ ପାଳନ କରିବାର ପୌରାଣିକ କଥା ରହିଛି । ପୌରାଣିକ କଥା…

ନିର୍ବାଚନ ପୂର୍ବରୁ ‘ବିଜୁ ବାବୁ’ ଚଳଚିତ୍ର ନିର୍ବାଚନ ଆଚରଣ ସଂହିତାକୁ ଉଲଙ୍ଘନ କରୁଛି କି

ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନୀ ତାରିଖ ଘୋଷଣା ହୋଇସାରିଥିବାବେଳେ ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ଆପ୍ରାଣ ଚେଷ୍ଟା ଆରମ୍ଭ କରିଦଲେଣି । କିଏ ବଡ ବଡ ସଭା କରି ଭୋଟରଙ୍କୁ ଆକୃଷ୍ଟ କରୁଥିବାବେଳେ ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ଡିଜିଟାଲ ମିଡିଆ ସାହାରାରେ…

ଦେବଗଡ ‘ଓଲଟା ବଟ ବୃକ୍ଷ’ର କ’ଣ ରହିଛି ମାହାତ୍ମ୍ୟ ଜାଣନ୍ତୁ

ପ୍ରାଚୀନ କାଳରୁ ବୃକ୍ଷ ମାନବଜାତିର ପରମ ବନ୍ଧୁ ରହିଆସିଛି । ମାନବ ବିଭିନ୍ନ ପ୍ରକାରର ବୃକ୍ଷକୁ ବିଭିନ୍ନ ଉପାୟରେ ଭଗବାନ ରୂପେ ପୂଜା କରିଥାଏ । ବିଭିନ୍ନ ପୂଜା ତଥା ସାବିତ୍ରୀ ବତ୍ର, ଅଁଳା ନବମୀ ଇତ୍ୟାଦିରେ ସ୍ୱତନ୍ତ୍ର ବୃକ୍ଷ ପୂଜା ପାଇଥାନ୍ତି । ମାନବ ଜାତିରେ ବେଲ ଗଛ, ବର ଗଛ, ଅଶ୍ୱସ୍ତ…

ଆନ୍ତର୍ଜାତୀୟ ମହିଳା ସପ୍ତାହରେ ‘ଆଇଡିଆ ସଖୀ’ର ଶୁଭାରମ୍ଭ

ମହିଳାମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଷୟବସ୍ତୁ, ବୃଦ୍ଧି ହେଉଥିବା ଅସୁବିଧାକୁ ସମାଧାନ କରିବା ପାଇଁ ବ୍ରାଣ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ମୋବାଇଲ ଆଧାରିତ ସମାଧାନ ଆଇଡିଆ ସଖୀର ଶୁଭାରମ୍ଭ କରାଯାଇଛି । ଏହା ଏକ ମାଗଣା ସେବା, ଦେଶର ସମସ୍ତ ଆଇଡିଆର ପ୍ରି-ପେଡ ଏବଂ ପୋଷ୍ଟ-ପେଡ ଗ୍ରାହକମାନଙ୍କ…

ଶୁଭାଶିଷ ମିତ୍ରଙ୍କ ପୁସ୍ତକ ‘ଫାଇଣ୍ଡିଂ ପିୟା’ ଉନ୍ମୋଚିତ

ରାଜ୍ୟର ଯୁବପିଢ଼ି ଏବଂ ସାହିତ୍ୟ ଜଗତକୁ ଏକଜୁଟ କରିବା ପାଇଁ କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍ ତରଫରୁ କେଏଲ୍ଏଫ୍ କର୍ଣ୍ଣର ଆୟୋଜନ କରାଯାଇଛି । ଏହି ଅବସରରେ ଶୁଭାଶିଷ ମିତ୍ରଙ୍କ ପୁସ୍ତକ ଫାଇଣ୍ଡିଂ ପିୟାକୁ ଉନ୍ମୋଚନ କରାଯାଇଛି । ଏହି ଅବସରରେ କିମ୍ବଦନ୍ତୀ ସିନେମା ନିର୍ମାତା ନୀଳମାଧବ ପଣ୍ଡା…

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତର କେତେକ ମହାନ ମହିଳାଙ୍କ ସଂପର୍କରେ, ଆସନ୍ତୁ ଜାଣିବା

ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ଏହା ମହିଳା ମାନଙ୍କୁ ସାମାଜିକ, ଆର୍ଥିକ, ଉଦ୍ୟୋଗିକ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ସଶକ୍ତ କରିବା ପାଇଁ ପାଳନ କରାଯାଇଥାଏ । ଚଳିତ ବର୍ଷ ଆନ୍ତର୍ଜାତୀୟ ମହିଳା ଦିବସର ବିଷୟବସ୍ତୁ “ବେଟର ଦ ବାଲାନ୍ସ ବେଟର ଦ ୱାର୍ଲଡ” ରଖାଯାଇଛି…

ମନସ୍କାମନା ପୂରଣ କରିବା ପାଇଁ କିପରି କରିବେ ଶିବଙ୍କୁ ସନ୍ତୁଷ୍ଟ, ଜାଣନ୍ତୁ ଉପାୟ

ଶିବରାତ୍ରିକୁ ନେଇ ହିନ୍ଦୁ ପୁରାଣରେ ବହୁ ପ୍ରକାରର ବିଶ୍ୱାସ ରହିଛି । ଏକ ବିଶ୍ୱାସ ଅନୁଯାୟୀ ମା ପାର୍ବତୀ ଶିବଙ୍କୁ ବିବାହ ପାଇଁ ଶିବ ଚତୁଦର୍ଶୀଦିନ ପ୍ରସନ୍ନ କରିପାରିଥିଲେ । ତେଣୁ ବହୁ ମହିଳା ଏବଂ ପୁରୁଷ ମନଲାଖି ବରପାତ୍ର ଏବଂ କନ୍ୟା ପାଇବା ପାଇଁ ୧୬ ସୋମବାର ବ୍ରତ ଏବଂ ମହାଶିବରାତ୍ରି…

ଆୟୁସଙ୍କ ଅଭିନବ ଉଦ୍ଭାବନ, ବେଲ ପତ୍ରରେ କଲେ ସ୍ମାର୍ଟଫୋନର ର‌୍ୟାଡିଏସନ କମ

ଆଧୁନିକତାକୁ ତାଳ ଦେଇ ଗତି କରିବା ସହିତ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଦେଖିବାକୁ ମିଳୁଛି । ଏହି ସ୍ମାର୍ଟଫୋନ ଯୋଗୁଁ ଆଜି ଘରୁ ଘରୁ କାଲକୁଲେଟର, ଘଣ୍ଟା ଏବଂ କ୍ୟାଲେଣ୍ଡର ଇତ୍ୟାଦି ଲୋପ ପାଇଗଲାଣି । କିନ୍ତୁ ଏହାର ସୁଫଳ ରହିବା ସହିତ ଏହାର କୁପ୍ରଭାବ ମଧ୍ୟ ରହିଛି । ଏଥିରୁ ନିର୍ଗତ…