ଚିନ୍ତା ବଢ଼ାଉଛି ଶିଶୁଙ୍କ ମଧ୍ୟରେ ହୃଦୟ ରୋଗ, କଣ କହନ୍ତି ଡାକ୍ତର
ଡ଼ା କରୁଣାକର ପାଢୀ ୫,୨୦୦ରୁ ଅଧିକ ଉଭୟ ଶିଶୁ ଏବଂ ବୟସ୍କ ମାନଙ୍କର ହୃଦୟ ଅସ୍ତ୍ରୋପଚାର କରିସାରିଛନ୍ତି । ସେ ମଧ୍ୟ ୱାଶିଂଟନ୍ ୟୁନିଭର୍ସିଟି ୟୁଏସଏରେ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ଏବଂ ଜର୍ମାନୀରେ ମିନିମାଲ ଇନଭେସିଭ କାର୍ଡ଼ିଆକ ସର୍ଜରୀରେ ପ୍ରଶିକ୍ଷଣପ୍ରାପ୍ତ ।