Browsing Tag

Bises-latest

ବାଇବେଲର ଭବିଷ୍ୟବାଣୀ ଅନୁଯାୟୀ କ’ଣ ୨୦୨୦ରେ ଧ୍ୱଂସ ହୋଇଯିବ ପୃଥିବୀ

ଅନେକ ଦିନରୁ ପୃଥିବୀର ସୃଷ୍ଟି ଏବଂ ବିଲୟକୁନେଇ ବିଭିନ୍ନ ପ୍ରକାର ଗୁଜବ ଚାଲିଆସିଥିବାବେଳେ ଖ୍ରୀଷ୍ଟ ଧର୍ମାବଲମ୍ବି ମାନଙ୍କ ପବିତ୍ର ଗ୍ରନ୍ଥ ବାଇବେଲରେ ଉଲ୍ଲେଖଥିବା ୨୦୨୦ରେ ପୃଥିବୀ ଧ୍ୱଂସ ହେବା କଥା କ'ଣ ସତରେ ସତ୍ୟ ପ୍ରମାଣିତ ହେବ? ବୁକ୍ ଅଫ ରିବେଲସନ ପୁସ୍ତକର ୫ମରୁ ୮ ଅଧ୍ୟାୟ ମଧ୍ୟରେ…

ଅଲବିଦା ୨୦୧୯: କେନ୍ଦ୍ର ସରକାରଙ୍କ କଠୋର ନିଷ୍ପତିର ବର୍ଷ

ଗରିବ ସବର୍ଣ୍ଣ ବା ଉଚ୍ଚ ବର୍ଗର ଲୋକଙ୍କ ପାଇଁ ଆରକ୍ଷଣ ଉପରେ ମୋହର ମାରିବା ସହ ଆରମ୍ଭ ହୋଇଥିଲା ୨୦୧୯ ଏବଂ ନାଗରିକତା ସଂଶୋଧନ ଆଇନ୍ ସହ ଏହା ଶେଷ ହେବାକୁ ଯାଉଛି । ଏହି ଏକ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏଭଳି କିଛି ବଡ ନିଷ୍ପତି ନେଇଛନ୍ତି ଯାହା ସବୁଦିନ ପାଇଁ ମନେ ରହିବ । ମୋଦି ସରକାର…

ନୂଆ ବର୍ଷରେ ଘର ସଜାଇବାର ଟିପ୍ସ

ନୂଆ ବର୍ଷ ଏକ ନୂଆ ଆରମ୍ଭ ଆଣିଥାଏ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଚାଲିଥିବା ପ୍ରସ୍ତୁତି ମଧ୍ୟରେ କେବେ ଘରକୁ ଏକ ନୂଆ ଆରମ୍ଭ ବା ନୂଆ ଲୁକ୍ ଦେବା କଥା ଚିନ୍ତା କରିଛନ୍ତି କି? ଯଦି ହଁ ତେବେ ଆପଣ ନିଜ ଘର ପାଇଁ ଏଭଳି କିଛି ସାମଗ୍ରୀ ଅନ୍ଲାଇନ୍ ଅର୍ଡର କରିପାରିବେ କିନ୍ତୁ ମାର୍କେଟରୁ…

ମନୁଷ୍ୟର ପୂର୍ବଜ ଅଧିକ ଶାନ୍ତ ଓ ସୁଖୀ ଥିଲେ

ମାନବ ପ୍ରଜାତିର ବିକାଶ ସମୟରେ ମସ୍ତିଷ୍କରେ ହେଉଥିବା ପରିବର୍ତନ ଯୋଗୁ ଚିନ୍ତା ବୃଦ୍ଧି ପାଇଛି । ଆଧୁନିକ ମନୁଷ୍ୟ ତୁଳନାରେ ସେମାନଙ୍କର ପୂର୍ବଜ ଅଧିକ ଶନ୍ତ ଓ ସୁଖୀ ଥିଲେ । ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହି ଦାବି କରାଯାଇଛି । ନ୍ୟୁରୋକେମିକାଲ ଭଳି ଡୋପାମାଇନ ଓ ସେରୋଟୋନିନ୍ ମନୁଷ୍ୟ…

ନିଜ କ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଆହ୍ୱାନ ଦେଲେ ଇସ୍ରୋର ପୂର୍ବତ୍ତନ ଅଧ୍ୟକ୍ଷ ଏ.ଏସ.କିରନ କୁମାର

ସୋଆ(ଶିକ୍ଷା ଏବଂ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ)ଠାରେ ଏସିକନ୍ (ଦି ଆସୋସିଏସନ ଅଫ ସର୍ଜନ୍‌ସ ଅଫ ଇଣ୍ଡିଆ)ର ୭୯ତମ ସଂସ୍କରଣ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ, ପଦ୍ମଶ୍ରୀ ଏ.ଏସ୍‌. କିରନ୍ କୁମାର ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ…

ଭୁବନେଶ୍ୱରରେ ୫୬% ଲୋକ ନିଜ ଜୀବନସାଥୀଙ୍କୁ ସନ୍ଦେହ କରିଥାନ୍ତି : ସର୍ଭେ

ହଟଷ୍ଟାର ପକ୍ଷରୁ ମାଇଣ୍ଡ ସେୟାର ଓ ୟୁନୋମର୍ ସହଭାଗିତାରେ ଏକ ସ୍ୱତନ୍ତ୍ର ଗବେଷଣାମୂଳକ ଅଧ୍ୟୟନ ପ୍ରକାଶିତ ହୋଇଛି ; ଯେଉଁଥିରେ ବିଶ୍ୱାସଘାତ ଉପରେ ରହିଥିବା ଭାରତର ଦୃଷ୍ଟିକୋଣକୁ ବୁଝିବା ପାଇଁ ପ୍ରୟାସ କରାଯାଇଛି । ହଟଷ୍ଟାର୍ ଆଉଟ୍ ଅଫ୍ ଲଭ୍ ସର୍ଭେ ଭାରତରେ ବୈବାହିକ ସମ୍ପର୍କରେ ଆସୁଥିବା…

ଦୋଷୀଙ୍କୁ ଫାଶୀ ଦେବା ପରେ ସେହି ଦଉଡି ସହ କ’ଣ କରାଯାଏ, ଜାଣନ୍ତୁ

ବର୍ତ୍ତମାନ ସମାଜରେ ଚାଲିଥିବା ଅପରାଧିକ କାର୍ଯ୍ୟକଳାପ ପାଇଁ ସବୁ ମହଲରୁ ଦୋଷୀଙ୍କୁ ଫାଶୀ ଦଣ୍ଡ ହେଉ ବୋଲି ସ୍ୱର ଉଠୁଥିବାବେଳେ ବର୍ତ୍ତମାନ ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ଦେବାର ତାରିଖ ନିକଟତର ହେବାରେ ଲାଗିଛି । ମିଳିଥିବା ସୂଚନା ମୁତାବକ ସେମାନଙ୍କୁ ଆସ୍ତନା ୧୬ ତାରିଖରେ ଫାଶୀ…

ଫାଶୀ ପାଇଁ ବ୍ୟବହୃତ ହେଉଥିବା ଦଉଡି ପଛର କାହାଣୀ

ବର୍ତ୍ତମାନ ସମାଜରେ ଚାଲିଥିବା ଅପାରାଧିକ କାର୍ଯ୍ୟକଳାପ ପାଇଁ ସବୁ ମହଲରୁ ଦୋଷୀଙ୍କୁ ଫାଶୀ ଦଣ୍ଡ ହେଉ ବୋଲି ସ୍ୱର ଉଠୁଥିବାବେଳେ ଉକ୍ତ ପ୍ରକ୍ରିୟା ପାଇଁ ଅନେକ ଗୁଡିଏ ବିଷୟ ଉପରେ ବିଶେଷ ଦଷ୍ଟି ଦେବାକୁ ପଡିଥାଏ । ଯେପରି କେଉଁ ପରିସ୍ଥିତରେ ଦୋଷୀଙ୍କୁ ଫାଶୀ ଦିଆଗଲା, ଫାଶୀ ଦେବାର ସ୍ଥାନ,…

ଜାଣନ୍ତୁ ସୂର୍ଯ୍ୟଗ୍ରହଣର ସୂତକ କାଳ କାହିଁକି ହୋଇଥାଏ ଅଶୁଭ

ଏହି ମାସର ୨୬ ତାରିଖରେ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଲାଗିବ । ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟଗ୍ରହଣ ସକାଳ ଘ.୮ .୧୭ ମିନିଟ ରେ ଲାଗିବ ଏବଂ ଘ.୧୦.୫୭ ମିନିଟରେ ଶେଷ ହେବ । ଖଣ୍ଡଗ୍ରାସର ଅବଧି ୨ଘଣ୍ଟା ୪ ମିନିଟ ପର୍ଯ୍ୟନ୍ତ ରହିବ । ଯେବେକି ସୂଯ୍ୟଗ୍ରହଣରେ ଲାଗୁଥିବା ସୂତକ କାଳ ଗ୍ରହଣର ୧୨…

ବାସ୍ତୁ ଅନୁସାରେ ଘରର ସିଡି କେଉଁ ଦିଗକୁ ହେବା ଉଚିତ

ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକଟି ଅଂଶ ପାଇଁ କିଛି ନିୟମ ଉଲ୍ଲେଖ ରହିଛି । ଯାହାର ପାଳନ କରିବା ଦ୍ୱାରା ଘରେ ସୁଖସମୃଦ୍ଧି ଆସିଥାଏ ।ବାସ୍ତୁରେ ଘରର ସିଢି ପାଇଁ ମଧ୍ୟ କିଛି ନିୟମ ରହିଛି । ବାସ୍ତୁଶାସ୍ତର ମୁତାବକ, ଘରର ସିଡିର ନିର୍ମାଣ ଉତ୍ତରରୁ ଦକ୍ଷିଣ ଆଡକୁ କିମ୍ବା ପୂର୍ବରୁ ପଶ୍ଚିମ…