ଡାଟସନ ଇଣ୍ଡିଆ ପକ୍ଷରୁ ଗୋ ସିଭିଟି ଏବଂ ଗୋ+ସିଭିଟିର ପ୍ରିବୁକିଙ୍ଗ ଆରମ୍ଭ
ଭୁବନେଶ୍ୱର: ନିସାନ୍ ଇଣ୍ଡିଆ ପକ୍ଷରୁ ଏହାର ଡାଟସନ ବ୍ରାଣ୍ଡର ସିଭିଟି ଭାରିଆଣ୍ଟର ଡାଟସନ ଗୋ ଏବଂ ଗୋ+ର ପ୍ରିବୁକିଂ ଆରମ୍ଭ କରାଯାଇଛି । ଗ୍ରାହକମାନେ ଦେଶର ଯେକୌଣସି ନିସାନ ଏବଂ ଡାଟସନ ଡିଲରସିପରେ ମାତ୍ର ଟ.୧୧,୦୦୦ ମୂଲ୍ୟର ସମ୍ପୂର୍ଣ୍ଣ ଫେରସ୍ତଯୋଗ୍ୟ ଡାଉନ ପେମେଣ୍ଟ ସହ ସେମାନଙ୍କର ଡାଟସନ…