କଟକରେ ଏକ୍ସାଇଡ଼ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ
ଏକ୍ସାଇଡ଼ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଆଜି କଟକ ନାଗରିକଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଡ଼ିଜାଇନ କରାଯାଇଥିବା ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହା ମୂଖ୍ୟତଃ ସେମାନଙ୍କୁ ସେମାନଙ୍କର ଦୀର୍ଘ ଏବଂ ଖୁସି ଜୀବନ ଯାପନ ନିମନ୍ତେ ଆର୍ଥିକ ପ୍ରସ୍ତୁତି ଉପରେ ଶିକ୍ଷିତ କରାଇବ ।…