କେଏଫସି ପକ୍ଷରୁ ‘ସୁପର ସେଭର’ ରେଞ୍ଜର ଶୁଭାରମ୍ଭ


କେଏଫସି ପକ୍ଷରୁ ଏହାର ନୂତନ ସୁପର ସେଭର ରେଞ୍ଜର ଶୁଭାରମ୍ଭ କରାଯାଇଛି । କେଏଫସିର ଏହି ଅଫର ମାଧ୍ୟମରେ ଗ୍ରାହକ ମାତ୍ର ୯୯ ଟଙ୍କାର ପ୍ରାରମ୍ଭକି ମୂଲ୍ୟରେ ସୁସ୍ୱାଦୁ ଚିକେନ ଖାଇବାର ସୁଯୋଗ ପାଇପାରିବେ । ଯାହାକି ଚିକେନ ପ୍ରେମୀଙ୍କ ପାଇଁ ଏକ ଖୁସିର ଖବର ।
କେଏଫି ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ‘ସୁପର ସେଭର’ ଅଫରର ମାଧ୍ୟମରେ ଗ୍ରାହକମାନେ ମାତ୍ର ୯୯ ଟଙ୍କାରେ ଦୁଇଟି ଚିକେନ ଲଙ୍ଗର ଓ ଗୋଟିଏ ଚିକେନ ଲଙ୍ଗର ଏବଂ ଚିକେନ ପର୍ପ୍କନ ଖାଇବାର ସୁଯୋଗ ପାଇପାରିବେ ।
ଏହା ସମେତ ଗ୍ରାହକମାନେ ମାତ୍ର ୧୨୯ ଟଙ୍କାରେ ଚିକେନ ଲଙ୍ଗର + ହଟ ଓ କ୍ରିସପି ଚିକେନ + କ୍ରିସ ଲିମ ଏବଂ ଚିକେନ ଲଙ୍ଗର + ସ୍ମୋକ ଗ୍ରିଲ୍ଡ ଚିକେନ + କ୍ରିସ ଲିମ ଖାଇବାର ସୁଯୋଗ ପାଇପାରିବେ ।


Share It

Comments are closed.