Browsing Category

Uncategorized

ଆଇପିଏଲ୍ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ମହେନ୍ଦ୍ର ସିଂ ଧୋନି, ଦେଖନ୍ତୁ ଭିଡିଓ

ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଲିଗ୍ ଆଇପିଏଲ୍-୨୦୨୩ ଆରମ୍ଭ ହେବାକୁ ଆଉ ଏକ ମାସରୁ କମ୍ ସମୟ ବାକି ଅଛି । ଏଥିପାଇଁ ସମସ୍ତ ଦଳ ଓ ଖେଳାଳିମାନେ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ଏହା ଶେଷ ସିଜିନ୍ ହୋଇପାରେ, କିନ୍ତୁ ଏଥିପାଇଁ ସେ…

ଶ୍ରୀ ଶଶି ଶେଖର ମହାନ୍ତି ସିଆଆଇ ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ଓ ଶ୍ରୀ ପ୍ରଦୀପ୍ତ ମହାନ୍ତି ଉପାଧ୍ୟକ୍ଷ ଭାବେ…

ଭୁବନେଶ୍ୱର: ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ୧ ମାର୍ଚ୍ଚ ୨୦୨୩ରେ ଅନୁଷ୍ଠିତ ପ୍ରଥମ ପୁନର୍ଗଠିତ ରାଜ୍ୟ ପରିଷଦ ବୈଠକରେ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶ୍ରୀ ଶଶି ଶେଖର ମହାନ୍ତିଙ୍କୁ ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ଓ ଶ୍ରୀ…

ଏୟାରଟେଲ୍‌ର ୫ଜି ନେଟ୍‌ୱର୍କରେ ସ୍ୱତନ୍ତ୍ର ଗ୍ରାହକ ସଂଖ୍ୟା ୧୦ ନିୟୁତ ଟପିଲା

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ ଏୟାରଟେଲ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ନେଟ୍‌ୱର୍କରେ ସ୍ୱତନ୍ତ୍ର ୫ଜି ବ୍ୟବହାରକାରୀଙ୍କ ସଂଖ୍ୟା ୧୦ ନିୟୁତରୁ ଅଧିକ ହୋଇଛି । ଏୟାରଟେଲ୍ ହେଉଛି ଦେଶର ପ୍ରଥମ ସେବା ପ୍ରଦାନକାରୀ ଯାହା ୨୦୨୨ ଅକ୍ଟୋବରରେ ୫ଜି ସେବାର…

ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବ ୩ ଦିନିଆ କୃଷି ଓଡିଶା ୨୦୨୩ ସମ୍ମିଳନୀ

ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଏଫ୍‌ଆଇସିସିଆଇ) ସହ ସହଭାଗିତାରେ ମିଳିତ ଭାବେ ଆସନ୍ତା ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ତିନି ଦିନିଆ କୃଷି ଓଡିଶା ୨୦୨୩…

ଆତ୍ମସମର୍ପଣ କରିପାରନ୍ତି ଜେଲେନସ୍କି

ଋଷ-ୟୁକ୍ରେନ ଯୁଦ୍ଧ ଏକ ବର୍ଷ ପୂରଣ ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଏହି ସମୟରେ ଋଷର 'ସାଇକିକ୍' (Psychic) ଯୁଦ୍ଧର ସମାପ୍ତି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛି । ନିଜକୁ ଭବିଷ୍ୟବକ୍ତା, ବାୟୋଏନେରଗୋଥେରାପିଷ୍ଟ ଏବଂ ଜଣେ ଯାଦୁଗର ବୋଲି କହୁଥିବା ମିରେଲା ଗାସାନୋଭା…

କ୍ୟାନ୍ସର ରୋଗୀଙ୍କୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର: ବ୍ଲଡ କ୍ୟାନ୍ସରରେ ପୀଡ଼ିତ ଜଣେ ଗୁରୁତର ରୋଗୀଙ୍କୁ ରକ୍ତ ଦାନ କରି ମହାନତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଘଟଣାନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର ଗ୍ରାମର ସମୀର ନାୟକ (୨୪ବର୍ଷ) ନାମକ ଜଣେ ଯୁବକ ବ୍ଲଡ କ୍ୟାନ୍ସରରେ ପୀଡ଼ିତ ହୋଇ…

ଡଟ୍ ଫେଷ୍ଟକୁ ଉପଭୋଗ କଲେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ

ଭୁବନେଶ୍ୱର : ଆଉ କିଛି ଦିନ ମଧ୍ୟରେ ଡଟ୍ ଫେଷ୍ଟ ଶେଷ ହେବାକୁ ଯାଉଥିବାବେଳେ ଭୁବନେଶ୍ୱର ବାସିନ୍ଦାଙ୍କର ଡଟ୍ ଫେଷ୍ଟ ପ୍ରତି ଉତ୍ସାହ ବଳବତ୍ତର ରହିଛି । ଏହାର ୧୩ ଦିନରେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ ସେବେ ଆଉ ଏବେ ଫଟୋ ପ୍ରଦର୍ଶନୀଠାରୁ ଆରମ୍ଭ କରି ଆନ୍ତର୍ଜାତିକ ଖାଦ୍ୟ ମେଳା, ଫ୍ଲି ମାର୍କେଟ…

ରେଲୱେ ବାତିଲ କଲା ପୁଣି ୨୩୦ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ

ଭାରତୀୟ ରେଳ (Indian Railways) ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପ୍ରତିଦିନ ବହୁ ସଂଖ୍ୟକ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏହା ଦୁନିଆର ସବୁଠୁ ବଡ଼ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ । ଏପରି ପରିସ୍ଥିତିରେ ଲୋକମାନଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ପ୍ରତିଦିନ…

କୋହଲିଙ୍କ ଅବସରକୁ ନେଇ କିଛି ଏପରି କହିଲେ ଆଫ୍ରିଦି

ବିରାଟ କୋହଲି ଦୀର୍ଘ ୩ ବର୍ଷ ପରେ ପୂର୍ବ ଫର୍ମ ଫେରିପାଇଛନ୍ତି । ପଡିଆ ମଧ୍ୟରେ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ସମସ୍ତଙ୍କୁ ତାଜୁବ କରିଥିଲା । ଆଉ ଆଫଗାନିସ୍ତାନ ବିପକ୍ଷରେ ତାଙ୍କ ପ୍ରଥମ ଟ୍ୱେଣ୍ଟି ୨୦ ଶତକ ପୁଣି ଥରେ ପ୍ରମାଣିତ କରିଥିଲା ରନ୍‌ ମେସିନଙ୍କ ବ୍ୟାଟ୍‌ର ନିଆରା ଅନ୍ଦାଜ୍‌ ।…

ବଜାରକୁ ଆସିଲା ଉଡ଼ନ୍ତା କାର୍‌ , ବୁକିଂ ଆରମ୍ଭ ; ଏତିକି ରହିଛି ଦାମ୍‌

ପେଟ୍ରୋଲ , ଡିଜେଲ , ସିଏନଜି ଓ ଇଲେକ୍ଟ୍ରିକ୍‌ ପରେ ଫ୍ଲାଇଂ କାର୍‌ ମାର୍କେଟ୍‌କୁ ଆସିବାରେ ଲାଗିଛି। ଏପର୍ଯ୍ୟନ୍ତ ଆପଣ ଏପରି କାର୍‌ର କାହାଣୀ ଶୁଣି ଥିବେ ବା କୌଣସି ଫିଲ୍ମ କି କାର୍ଟୁନ୍‌ରେ ଦେଖି ଥିବେ। କିନ୍ତୁ ଏବେ ଏହା ବାସ୍ତବ ପାଲଟିଛି। ଆପଣ ନିଜ ପାଇଁ ଉଡ଼ନ୍ତା କାର୍‌ କିଣି ପାରିବେ।…