Browsing Category
ଖବର
ଜାତୀୟ ମାନବ ଅଧିକାର ଆୟୋଗର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଆଇଆଇଟି ଭୁବନେଶ୍ୱର ପରିଦର୍ଶନ; ପ୍ରତିଷ୍ଠାନର…
ଭୁବନେଶ୍ୱର, ୨୫ ମାର୍ଚ୍ଚ ୨୦୨୬: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ୨୪ ମାର୍ଚ୍ଚ ୨୦୨୬ରେ ଭାରତ ସରକାରଙ୍କ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପ୍ରଫେସର କହ୍ନଇୟା ତ୍ରିପାଠୀଙ୍କୁ ଆତିଥ୍ୟ ପ୍ରଦାନ କରିଥିଲା। ଏହି ଗସ୍ତ ମାନବାଧିକାର,…
ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୋଆରେ ଗ୍ରାଜୁଏସନ ଡେ ସମାରୋହ
ଭୁବନେଶ୍ୱର, ମାର୍ଚ୍ଚ ୨୫: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାରାମେଡିକ ପାଠ୍ୟକ୍ରମରେ ଅଧ୍ୟୟନ ସମାପ୍ତ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ବୁଧବାର ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି ।
ବିଶ୍ୱବିଦ୍ୟାଳୟର କୁଳପତି…
ମେ’ ୫ ତାରିଖରୁ ଆରମ୍ଭ ହେବ CPET ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର :୨୫ ମାର୍ଚ୍ଚ, ୨୦୨୬ : ଆସନ୍ତା ମେ' ମାସ ୫ ତାରିଖରୁ ଆରମ୍ଭ ହେବ CPET (Common PG Entrance Test) ପ୍ରବେଶିକା ପରୀକ୍ଷା। ୫ ମେ' ୨୦୨୬ ରିଖ ଠାରୁ ୧୮ ମେ' ୨୦୨୬ ରିଖ ପର୍ଯ୍ୟନ୍ତ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ, ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି…
କାଷ୍ଟିଂ କାଉଚ୍ର ଭୟଙ୍କର ରୂପ: ନିର୍ଦ୍ଦେଶକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଅଭିନେତ୍ରୀ ମୋନାଲିସା; ଖୋଲିଲେ…
ମୁମ୍ବାଇ/ନୂଆଦିଲ୍ଲୀ: ଗ୍ଲାମର ଦୁନିଆର ଚକଚକ୍ୟ ପଛରେ ଲୁଚି ରହିଥିବା ଅନ୍ଧାର ଏବେ ପୁଣି ଥରେ ସାମ୍ନାକୁ ଆସିଛି। ବଲିଉଡ୍ ଏବଂ ଆଞ୍ଚଳିକ ସିନେମା ଜଗତରେ 'କାଷ୍ଟିଂ କାଉଚ୍' ଏବଂ ଶୋଷଣର କାହାଣୀ ନୂଆ ନୁହେଁ, କିନ୍ତୁ ନିକଟରେ ଅଭିନେତ୍ରୀ ମୋନାଲିସା (କୁମ୍ଭ ଗର୍ଲ) ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ…
ବିଜେଡିକୁ ଫେରିଲେ ଦୁଇ ଟାଣୁଆ ନେତା: ବାଲେଶ୍ୱର ରାଜନୀତିରେ ନୂଆ ସମୀକରଣ
ଭୁବନେଶ୍ୱର: ବାଲେଶ୍ୱର ରାଜନୀତିରେ ଆଜି ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀର୍ଘ ଦିନର ବ୍ୟବଧାନ ପରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ନିଜର ପୁରୁଣା ଦଳ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଜି ଅପରାହ୍ନରେ ଶଙ୍ଖ ଭବନରୁ ଏକ…
ଓଡ଼ିଶାରେ ପିଏନଜି ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ସହରୀ ଗ୍ୟାସ୍ ଭିତ୍ତିଭୂମି ଅନୁମୋଦନ ପ୍ରକ୍ରିୟା ସରଳୀକୃତ
ଭୁବନେଶ୍ୱର, ମାର୍ଚ୍ଚ ୨୫, ୨୦୨୬: ଓଡ଼ିଶାର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ଭିତ୍ତିଭୂମିର ସମ୍ପ୍ରସାରଣକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକର ଅନୁମୋଦନ ପ୍ରକ୍ରିୟାକୁ…
ଏସ୍ସିବି ମେଡିକାଲ୍ ଟ୍ରାଜେଡି: ୧୩ ମୃତ, କିନ୍ତୁ କଟକ ସାଂସଦଙ୍କ କାହିଁ ଦେଖା ମିଳିଲା ନାହିଁ ?
କଟକ: ଓଡ଼ିଶାର ସାଂସ୍କୃତିକ ଓ ଐତିହାସିକ ପ୍ରାଣକେନ୍ଦ୍ର କଟକ ଏବେ ଏକ ଅଭାବନୀୟ ଦୁଃଖ ଓ ଶୋକର ଛାୟାରେ ଘେରିଯାଇଛି। ସହରର ପ୍ରତିଷ୍ଠିତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର, ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଏକ ବଡ଼ ଦୁର୍ଘଟଣା ଭାବେ ଉଭା ହୋଇଛି। ଗତ ମାର୍ଚ୍ଚ…
ଜୁବିନ ଗର୍ଗଙ୍କ ମୃତ୍ୟୁରେ କୌଣସି ଷଡ଼ଯନ୍ତ୍ର ନାହିଁ, କହିଲେ ସିଙ୍ଗାପୁର କୋର୍ଟ
ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ଘଟଣାରେ ସିଙ୍ଗାପୁର କୋର୍ଟଙ୍କ ବଡ଼ ରାୟ ପ୍ରକାଶ ପାଇଛି। କୋର୍ଟଙ୍କ କହିବା ଅନୁଯାୟୀ, ଜୁବିନଙ୍କ ମୃତ୍ୟୁ କୌଣସି ଷଡ଼ଯନ୍ତ୍ର ନୁହେଁ, ବରଂ ଏକ ଦୁର୍ଘଟଣାଜନିତ ମୃତ୍ୟୁ (Accidental Drowning) ଥିଲା। ବୁଧବାର ଦିନ ସ୍ଟେଟ୍ କୋରୋନର୍ ଆଡାମ୍ ନଖୋଦା…
୪୬ ବର୍ଷ ପରେ ଖୋଲିବ ରତ୍ନଭଣ୍ଡାର; ଆସନ୍ତାକାଲିଠାରୁ ଆରମ୍ଭ ହେବ ଅଳଙ୍କାର ଗଣତି
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି ଓ ତାଲିକା ପ୍ରସ୍ତୁତି କାର୍ଯ୍ୟ ଆସନ୍ତାକାଲି ଅର୍ଥାତ୍ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସମସ୍ତ ପ୍ରକ୍ରିୟା ସରକାରଙ୍କ ଦ୍ୱାରା ନିର୍ଧାରିତ ମାନକ ପରିଚାଳନା ପଦ୍ଧତି (SOP) ଅନୁଯାୟୀ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରାଯିବ। ଦୀର୍ଘ…
ଟାଙ୍ଗୀରେ ପୋଲିସ-ଜନତା ମୁହାଁମୁହିଁ: ମହିଳାଙ୍କ ପଥର ମାଡ଼ ପରେ ପୋଲିସର ଲାଠି ଚାଳନା
ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଟାଙ୍ଗୀ ଥାନା ଅନ୍ତର୍ଗତ କୁରୁମି ଗ୍ରାମରେ ଏକ ମହିଳା ଗୋଷ୍ଠୀ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପରିସ୍ଥିତି ନିୟନ୍ତ୍ରଣ କରିବା ଏବଂ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ମୃଦୁ ଲାଠି…