କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ, ଜଣେ ମୃତ,୩ ଆହତ

Share It

କଟକ: କଟକ ମଙ୍ଗୁଳି ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଏଥିରେ ଜଣେ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଆହତ ଯାତ୍ରୀଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କାମାକ୍ଷା ଏକ୍ସପ୍ରେସର ୨ଟି ବଗି ଲାଇନଚ୍ୟୁତ ନେଇ ସୂଚନା।
ଟ୍ରେନଟି ବେଙ୍ଗାଳୁରୁରୁ ଗୁଆହାଟୀ ଯାଉଥିଲା।


Share It

Comments are closed.