Browsing Category

Uncategorized

ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ

ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪କୁ ସ୍ୱୀକୃତି ପ୍ରଦାନ କରିବା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୪କୁ ଓଡ଼ିଶାରେ ଲାଗୁ କରାଯାଇଛି |  ବିଗତ ଏପ୍ରିଲ ୨ ତାରିଖରେ…

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି।  ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ଶିଳ୍ପକ୍ଷେତ୍ରରେ ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ କମ୍ପାନୀ ସହ ବୁଝାମଣାପତ୍ର ସ୍ବାକ୍ଷର କରିବେ। ଏହି…

ଏପ୍ରିଲକୁ ଗ୍ରାହକ ସେବା ମାସ ଘୋଷଣା କଲା ବିଏସଏନଏଲ

ରାଷ୍ଟ୍ରାୟତ୍ତ ଟେଲିକମ ପ୍ରଦାନକାରୀ ସଂସ୍ଥା- ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଏପ୍ରିଲ ମାସକୁ ଗ୍ରାହକ ସେବା ମାସ ଭାବେ ଘୋଷଣା କରିଛି। ଏହା ଏକ ଦେଶବ୍ୟାପୀ ପଦକ୍ଷେପ, ଯାହା ଗ୍ରାହକଙ୍କ ଅଭିଜ୍ଞତାକୁ ବୃଦ୍ଧି କରିବା ରିବା ଏବଂ ବ୍ୟବହାରୀଙ୍କ ସହିତ ଦୃଢ଼ ସଂଯୋଗ ସ୍ଥାପ ସ୍ଥାପନ…

ପୁଣି ନିର୍ବାଚନରେ ଅନିୟମିତତା ପ୍ରସଙ୍ଗ ଉଠାଇଲା ବିଜେଡି

ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଗତ ନିର୍ବାଚନ ସମୟରେ କିଛି ଅନିୟମିତତା ଅଭିଯୋଗ କରାଯାଇଥିବାବେଳେ ପୁଣିଥରେ ଦଳ ସେହି ପ୍ରସଙ୍ଗ ଦୋହରାଇଛି। ଅନିୟମିତା ନେଇ ଦଳ ପକ୍ଷରୁ କରାଯାଇଥିବା ପ୍ରଶ୍ନର ଉତ୍ତରରେ ନିର୍ବାଚନ କମିସନ ଦେଇଥିବା ଉତ୍ତର ସନ୍ତୋଷଜନକ ନୁହେଁ ଓ ଗ୍ରହଣୀୟ ମଧ୍ୟ ନୁହେଁ ବୋଲି…

କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ, ଜଣେ ମୃତ,୩ ଆହତ

କଟକ: କଟକ ମଙ୍ଗୁଳି ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଏଥିରେ ଜଣେ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଆହତ ଯାତ୍ରୀଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।କାମାକ୍ଷା ଏକ୍ସପ୍ରେସର ୨ଟି ବଗି ଲାଇନଚ୍ୟୁତ ନେଇ ସୂଚନା।ଟ୍ରେନଟି

ମହାନଦୀ ଜଳ ବିବାଦରଆପୋଷ ସମାଧାନ ପାଇଁ ଆଲୋଚନା

ମୁଖ୍ୟମନ୍ତ୍ରୀଙ୍କ ସହିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କସୌଜନ୍ୟମୂଳକ ସାକ୍ଷାତ ଭୁବନେଶ୍ୱର: ୨୨ ମାର୍ଚ୍ଚ ୨୦୨୫ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ

ଓଡ଼ିଶା ସରକାରଙ୍କ ନୂତନ ନୀତି: ଘରବାରିହୀନ ବ୍ୟକ୍ତିଙ୍କୁ ମିଳିବ ନୂତନ ଜମି ଅଧିକାର

ଘରବାସତ୍ତା ନିରାମୟ ପାଇଁ ରାଜ୍ୟ ସରକାରଙ୍କ ନୂତନ ପଦକ୍ଷେପ: ଅଧିକ ଲୋକ ପାଇବେ ଘରବାରି ଜମି ଭୁବନେଶ୍ବର: ଓଡ଼ିଶା ରାଜ୍ୟ ମନ୍ତ୍ରିମଣ୍ଡଳ ଗତ ସଭାରେ ଓଡ଼ିଶା ଜମି ଅନଧିକୃତ ଦଖଲ ରୋକଥାମ ଅଧିନିୟମ, 1972 ଅନୁସାରେ ଘରବାରିହୀନ ବ୍ୟକ୍ତିଙ୍କ ସଂଜ୍ଞାରେ ପରିବର୍ତ୍ତନ କରିବା ପାଇଁ

ଖରାରେ ବାହାରିଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ!

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ତେଣୁ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ । ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ କିମ୍ବା କଠିନ ପରିଶ୍ରମ କରନ୍ତୁ ନାହିଁ । ଜରୁରୀ କାମରେ ବାହାରକୁ ଗଲେ ସାଙ୍ଗରେ ଛତା, ମୁଣ୍ଡରେ ଓଦା ଗାମୁଛା , ଜୋତା ଏବଂ ସନ ଗ୍ଲାସ ପିନ୍ଧନ୍ତୁ। ଜଳ ଶୁଷ୍କତାରୁ

ନୂତନ ବଜେଟ୍ ଯୋଜନା ସହ ଆଗାମୀ ବର୍ଷ ପାଇଁ ବିଶେଷ ପ୍ରସ୍ତୁତି :ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ…

ଭୁବନେଶ୍ୱର, ୧୧.୦୩.୨୦୨୫ – ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟର ବଜେଟ୍ ଅବସ୍ଥା, ବିଭିନ୍ନ ବିଭାଗର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଇରେଡ଼ା ପାଭିଲିୟନ ପରିଦର୍ଶନ

ଭୁବନେଶ୍ୱର/ନୂଆଦିଲ୍ଲୀ:ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ "ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫"ରେ ଭାରତୀୟ ନବୀକରଣ ଶକ୍ତି ବିକାଶ ସଂସ୍ଥା ଲିମିଟେଡ୍ (ଇରେଡ଼ା) ପାଭିଲିୟନ ପରିଦର୍ଶନ କରିଛନ୍ତି। ଇରେଡ଼ା ର ଅଧ୍ୟକ୍ଷ ଏବଂ ପରିଚାଳନା…