Browsing Category

Uncategorized

ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୨୦୨୪ ବିଶ୍ୱବିଦ୍ୟାଳୟକୁ ସଶକ୍ତ କରିବ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଜଣେ ଛାତ୍ରକୁ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳିବାରେ ବିଶ୍ୱବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶ୍ୱବିଦ୍ୟାଳୟକୁ ମଣିଷ ଗଠନର ଏନ୍ତୁଡ଼ିଶାଳ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ବିଚାରଧାର ଓ ମାନବବାଦୀ ଚିନ୍ତାଧାରର ଉନ୍ମେଷ ବିଶ୍ୱବିଦ୍ୟାଳୟରୁ ହିଁ ହୋଇଥାଏ। ତେଣୁ…

ଖୁବଶୀଘ୍ର ସ୍ନାତକ, ସ୍ନାତକୋତ୍ତର ନାମଲେଖା ପ୍ରକ୍ରିୟା

ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତୋକାତ୍ତର ଏବଂ ଦୁଇ ବର୍ଷିଆ ବି.ଏଡ/ ଏମ.ଏଡ /ବି.ଏଚ.ଏଡ ପାଠ୍ୟକ୍ରମରେ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ପୂର୍ବରୁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି।  ଏହିକ୍ରମରେ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ…

ବିପର୍ଯ୍ୟୟଜନିତ ଚିକିତ୍ସା ପତଞ୍ଜଳିର ଗୁରୁତ୍ୱ

ପତଞ୍ଜଳି ବିଶ୍ୱବିଦ୍ୟାଳୟରେ ‘ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା ଏବଂ ବିପର୍ଯ୍ୟୟ ଚିକିତ୍ସା’ ଉପରେ ଦୁଇ ଦିନିଆ ଆନ୍ତର୍ଜାତୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି। ୪ଦେଶର ବୈଜ୍ଞାନିକଙ୍କ ସହଯୋଗରେ ଏହି କର୍ମଶାଳାର ଆୟୋଜନ କରାଯାଉଥିବାବେଳେ ସ୍ପେନ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ରୁବେନ,…

୧୦ ଛାତ୍ରୀଛାତ୍ରଙ୍କୁ ବିବି ସ୍କଲାରଶିପ୍‌ ପ୍ରଦାନ

ବିଶ୍ୱଭୂଷଣ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଉଚ୍ଚଶିକ୍ଷା ପାଇଁ ୧୦ ଜଣ ଆର୍ଥିକ ଅନଗ୍ରସର ଛାତ୍ରୀଛାତ୍ରଙ୍କୁ ବିବି ସ୍କଲାରଶିପ୍‌ ପ୍ରଦାନ କରାଯାଇଛି। ଟ୍ରଷ୍ଟର ଚେୟାରମ୍ୟାନ ଅନିଲ ମହାଲିକଙ୍କ ପୁତ୍ର ସ୍ବର୍ଗତ ବିଶ୍ୱଭୂଷଣଙ୍କ ସ୍ମୃତିରେ ଏହି ମେମୋରିଆଲ ଟ୍ରଷ୍ଟ ଓଡିଶାର ନୂତନ ଛାତ୍ରୀଛାତ୍ରମାନଙ୍କୁ…

୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

 ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ ହୋଇଛି । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି  ସୁରମା ପାଢୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର…

ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ

ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪କୁ ସ୍ୱୀକୃତି ପ୍ରଦାନ କରିବା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୪କୁ ଓଡ଼ିଶାରେ ଲାଗୁ କରାଯାଇଛି |  ବିଗତ ଏପ୍ରିଲ ୨ ତାରିଖରେ…

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି।  ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ଶିଳ୍ପକ୍ଷେତ୍ରରେ ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ କମ୍ପାନୀ ସହ ବୁଝାମଣାପତ୍ର ସ୍ବାକ୍ଷର କରିବେ। ଏହି…

ଏପ୍ରିଲକୁ ଗ୍ରାହକ ସେବା ମାସ ଘୋଷଣା କଲା ବିଏସଏନଏଲ

ରାଷ୍ଟ୍ରାୟତ୍ତ ଟେଲିକମ ପ୍ରଦାନକାରୀ ସଂସ୍ଥା- ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଏପ୍ରିଲ ମାସକୁ ଗ୍ରାହକ ସେବା ମାସ ଭାବେ ଘୋଷଣା କରିଛି। ଏହା ଏକ ଦେଶବ୍ୟାପୀ ପଦକ୍ଷେପ, ଯାହା ଗ୍ରାହକଙ୍କ ଅଭିଜ୍ଞତାକୁ ବୃଦ୍ଧି କରିବା ରିବା ଏବଂ ବ୍ୟବହାରୀଙ୍କ ସହିତ ଦୃଢ଼ ସଂଯୋଗ ସ୍ଥାପ ସ୍ଥାପନ…

ପୁଣି ନିର୍ବାଚନରେ ଅନିୟମିତତା ପ୍ରସଙ୍ଗ ଉଠାଇଲା ବିଜେଡି

ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଗତ ନିର୍ବାଚନ ସମୟରେ କିଛି ଅନିୟମିତତା ଅଭିଯୋଗ କରାଯାଇଥିବାବେଳେ ପୁଣିଥରେ ଦଳ ସେହି ପ୍ରସଙ୍ଗ ଦୋହରାଇଛି। ଅନିୟମିତା ନେଇ ଦଳ ପକ୍ଷରୁ କରାଯାଇଥିବା ପ୍ରଶ୍ନର ଉତ୍ତରରେ ନିର୍ବାଚନ କମିସନ ଦେଇଥିବା ଉତ୍ତର ସନ୍ତୋଷଜନକ ନୁହେଁ ଓ ଗ୍ରହଣୀୟ ମଧ୍ୟ ନୁହେଁ ବୋଲି…

କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ, ଜଣେ ମୃତ,୩ ଆହତ

କଟକ: କଟକ ମଙ୍ଗୁଳି ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଏଥିରେ ଜଣେ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଆହତ ଯାତ୍ରୀଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।କାମାକ୍ଷା ଏକ୍ସପ୍ରେସର ୨ଟି ବଗି ଲାଇନଚ୍ୟୁତ ନେଇ ସୂଚନା।ଟ୍ରେନଟି