Browsing Category
ମନୋରଞ୍ଜନ
ଗର୍ଭବତୀ ଥିବାର ପ୍ରଶ୍ନକୁ ଶୁଣି ରାଗିଗଲେ ଅନୁଷ୍କା
ଚଳିତ ବିଶ୍ୱକପରେ ସ୍ୱାମୀ ବିରାଟ କୋହଲୀଙ୍କୁ ଚିୟରଅଫ କରାଇବା ପାଇଁ ଅନୁଷ୍କାଙ୍କୁ ଇଂଲଣ୍ଡରେ ଦେଖିବାକୁ ମିଳିଥିଲା । ନିକଟ କିଛି ଦିନ ତଳେ ଅନୁଷ୍କା ଭାରତ ଫେରିବା ପରେ ବର୍ତ୍ତମାନ ତାଙ୍କ ବ୍ରାଜିଲ ଏବଂ ବେଲଜିୟମରେ ଫିଲ୍ମଫେୟାର ଆଗାମୀ ମ୍ୟାଗାଜିନ ପାଇଁ ଫଟୋସୁଟ କରୁଥିବାର ଦେଖିବାକୁ…
ସାମନାକୁ ଆସିଲା ଅକ୍ଷୟଙ୍କ ଆଗମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ପ୍ରଥମ ଲୁକ
୧୫ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିସନ ମଙ୍ଗଲ’ । ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁବ ଉତ୍ସାହ ଭରି ରହିଥିବାବେଳେ ଏହାର ଟ୍ରେଲରକୁ ଦେଖି ଆକଳନ କରାଯାଇ ପାରୁଛି ଯେ, ଫିଲ୍ମଟି ବକ୍ସ ଅଫିସରେ ନିଶ୍ଚୟ ସୁପର ହିଟ ହୋଇପାରେ ।
ଏହି ଫିଲ୍ମକୁ ନେଇ…
କାହିଁକି ସଲମାନ ରହୁଛନ୍ତି ଏତେ ବ୍ୟତିବ୍ୟସ୍ତ, ଜାଣନ୍ତୁ
ସାରା ବଲିଉଡରେ ସଲମାନ ଖାନ ଆକ୍ସନ ହିରୋ ରୂପରେ ଖୁବ ଲୋକପ୍ରିୟ ଥିବାବେଳେ ତାଙ୍କ ଅଭିନୟ ଦର୍ଶନମାନଙ୍କ ପାଖରେ ବହୁଳ ମାତ୍ରାରେ ଆଦୃତ ମଧ୍ୟ ହୋଇ ପାରିଛି । ୫୩ ବର୍ଷିୟ ଏହି ଅଭିନେତାଙ୍କୁ ଆକ୍ସନ ସିନ କରିବା ସମୟରେ କେତେ ବାଧାବିଘ୍ନର ସମ୍ମୁଖୀନ ହୋଇଥାନ୍ତି ଏକ ସାକ୍ଷାତକାର ସମୟରେ ସେ ଏହାର…
ସୁସ୍ମିତାଙ୍କ ସହ ନିଜ ରୋମାଣ୍ଟିକ ମୂହୂର୍ତ୍ତର ଫଟୋ ସେୟାର କଲେ ବୟଫ୍ରେଣ୍ଡ ରୋହମନ
ନିଜ ଝିଅ ରୀନି ଏବଂ ଅଲିଶାଙ୍କ ସହ ଛୁଟି କାଟିବା ପାଇ ହଲିଡେ ଟ୍ରିପରେ ଯାଇଥିବା ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କ ପ୍ରେମିକଙ୍କ ସହ ରୋହମନ ଶ’ଙ୍କ ସହ ସେଠାରେ ରୋମାନ୍ସ କରୁଥିବାର ବର୍ତ୍ତମାନ ଦେଖିବାକୁ ମିଳିଛି । ସେଥିପାଇଁ ସୁସ୍ମିତା ଗତ ରବିବାର ନିଜ ରୋମାଣ୍ଟିକ ମୂହୂର୍ତ୍ତର କିଛି ଛବି…
ଚେକ୍ ବାଉନ୍ସ ମାମଲାରେ ବଲିଉଡ ଅଭିନେତ୍ରୀଙ୍କୁ ଜେଲଦଣ୍ଡ
ଏକ ଚେକ୍ ବାଉନ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ତଥା ଆଇଟମ ଗାର୍ଲ କୋଏନା ମିତ୍ରଙ୍କୁ ମୁମ୍ବାଇର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୬ ମାସ ପାଇଁ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଅନେ୍ଧରୀ ମେଟ୍ରୋପଲିଟାନ କୋର୍ଟ ମାଜିଷ୍ଟ୍ରେଟ କେତକୀ ଚଭନ ରାୟରେ ମଡେଲ ତଥା ଅଭିଯୋଗକାରିଣୀ ପୁନମ ସେଠୀଙ୍କୁ…
ସିଗାରେଟ ଟାଣି ସମାଲୋଚନାର ଶୀକାର ହେଲେ ପ୍ରିୟଙ୍କା
ସୋସିଆଲ ମିଡିଆରେ ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରାଙ୍କର ସିଗାରେଟ ଟାଣିବାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ, ମା’ ମଧୁ ଚୋପ୍ରା ଏବଂ ସ୍ୱାମୀ ନିକି ଜୋନ୍ସଙ୍କ ସହ ବସିଥିବାର ଦେଖିବାକୁ ମିଳିଛି । ପ୍ରିୟଙ୍କାଙ୍କ ହାତରେ ସିଗାରେଟ ଅଛି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ…
୨୦୧୯ର ସବୁଠାରୁ ବଡ ଷ୍ଟାର ହେଲେ ‘ଶାହିଦ’, ସଲମାନ, ଶାହାରୁଖ, ଅକ୍ଷୟଙ୍କୁ ଦେଲେ ମାତ
ବଲିଉଡ ଅଭିନେତା ‘ଶାହିଦ କପୁର’ଙ୍କ ପାଇଁ ଚଳତି ବର୍ଷ ଖୁବ ଭଲ ରହିଛି କାରଣ ତାଙ୍କ ଫିଲ୍ମ, ‘କବୀର ସିଂହ’ ୨୦୧୯ ବକ୍ସ ଅଫିସରେ ସବୁଠାରୁ ବଡ ଫିଲ୍ମ ରୂପେ ପ୍ରମାଣିତ ହୋଇଥିବାବେଳେ ସେ ଏହି ଦୈଡରେ ଅନେକ ବଡ ବଡ ଫିଲ୍ମକୁ ପଛରେ ପକାଇ ଦେଇଛନ୍ତି ।
ଶାହିଦଙ୍କ ଫିଲ୍ମ ଏହି ମାମଲାରେ ‘ଉରୀ ଦ…
ନିଜର ଆଗାମୀ ଫିଲ୍ମ ପାଇଁ ଲଣ୍ଡା ହେଲେ ‘ସୟାନୀ’ !
ବଲିଉଡ ଅଭିନେତ୍ରୀ ‘ସୟାନୀ ଗୁପ୍ତା’ ନିଜ କେଶକୁ ବାୟ-ବାୟ କହିଦେଇଛନ୍ତି । ସୟାନୀ ନିଜ ନୂଆ ଲୁକର ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସୟାନୀଙ୍କର ଏହି ଲୁକକୁ ନେଇ ତାଙ୍କ ପ୍ରଶଂସମାନେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିନ୍ତୁ ଏଥିପାଇଁ ଆଶ୍ଚର୍ଯ୍ୟ ହେବାର କୌଣସି କଥା…
‘ଶାହୋ’ ଫିଲ୍ମର ପ୍ରଥମ ଗୀତ ‘ସାଇକୋ ସଇଁଆ’ ରିଲିଜ
ପୂର୍ବରୁ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଶାହୋ’ର ଟିଜର ରିଲିଜ ହୋଇସାରିଥିବାବେଳେ ସିନେ ପ୍ରେମୀମାନେ ବର୍ତ୍ତମାନ ଏହାର ଟ୍ରେଲରର ରିଲିଜ ଅପେକ୍ଷାରେ ରହିଛନ୍ତି । ବର୍ତ୍ତମାନ ଏହି ଫିଲ୍ମର ପ୍ରଥମ ଗୀତ ‘ସାଇକୋ ସଇଁଆ’ ରିଲିଜ ହୋଇସାରିଥିବାବେଳେ ଏହି ଭିଡିଓରେ ଶ୍ରଦ୍ଧା…
ସାମନାକୁ ଆସିଲା ଅମିତାଭଙ୍କ ଆଗାମୀ ଫିଲ୍ମର ନୂଆ ଲୁକ
ଅମିତାଭ ବଚ୍ଚନ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ଗୁଲାବୋ ସିତାବୋ’ର ସୁଟିଙ୍ଗକୁ ନେଇ ଖୁବ ବ୍ୟସ୍ତ ଥିବାବେଳେ ଏହି ଫିଲ୍ମର ସୁଟିଙ୍ଗ ବର୍ତ୍ତମାନ ଲକ୍ଷେ୍ନø ଚାଲିଛି । ତେବେ ଏହି ଫିଲ୍ମରେ ଅମିତାଭଙ୍କ ଲୁକକୁ ନେଇ ସେ ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କାରଣ କିଛି ଦିନ ପୂର୍ବରୁ…