Browsing Category
ମନୋରଞ୍ଜନ
ୱିଙ୍କ ମ୍ୟୁଜିକ ପକ୍ଷରୁ ‘ନବରାତ୍ରୀ ନାଇଟ୍ସ’ ଅନ୍ଲାଇନ୍ କନସର୍ଟର ଶୁଭାରମ୍ଭ
ଭୁବନେଶ୍ୱର: ଏୟାରଟେଲ ୱିଙ୍କ ମ୍ୟୁଜିକ ପକ୍ଷରୁ ନବରାତ୍ରି ନାଇଟ୍ସ ଭଳି ଏକ ସ୍ୱତନ୍ତ୍ର ଅନ୍ଲାଇନ କନସର୍ଟ ସିରିଜର ଶୁଭାରମ୍ଭ କରାଯାଇଛି । ଏଥିରେ ମିକା ସିଙ୍ଗ, କିଞ୍ଜଲ ଦେବ, ସଚିନ-ଜିଗରଙ୍କ ସମେତ ଆହୁରି ଅନେକ ବଡ଼ ବଡ଼ ସଂଙ୍ଗୀତ କଳାକାରମାନଙ୍କର ଲାଇଭ ପରଫରମାନ୍ସ ଦେଖିବାକୁ ମିଳିବ ।…
ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଅମ୍ରିତା ରାଓ
ବଲିଉଡ୍ ଅଭିନେତ୍ରୀ ଅମ୍ରିତା ରାଓ ମା’ ହେବାକୁ ଯାଉଛନ୍ତି । ନିକଟରେ ତାଙ୍କୁ ସ୍ୱାମୀ ଆର୍ଜେ ଅନ୍ମୋଲଙ୍କ ସହ ଖାର୍ସ୍ଥିତ ଏକ କ୍ଲିନିକ୍ ବାହାରେ ଦେଖିବାକୁ ମିଳିଥିଲା । ତାଙ୍କର ଗର୍ଭାବସ୍ଥାର ଏକ ଫଟୋ ମଧ୍ୟ ଭାଇରାଲ୍ ହେଉଛି । ଏ ସଂପର୍କରେ ତାଙ୍କ ସହ ଘନିଷ୍ଠ ଜଣେ ବ୍ୟକ୍ତି…
ହିନ୍ଦୀ ନ ଜାଣି ମଧ୍ୟ ସାରେଗାମାପା ଟ୍ରଫି ହାତେଇଛନ୍ତି ୧୨ ବର୍ଷୀୟା ଆର୍ଯ୍ୟା ନନ୍ଦା
ସାରେଗାମାପା ଆଉ ଏକ ସିଜନ ସମାପ୍ତ ହୋଇଛି ଏବଂ ଟିଭି ଜଗତକୁ ଏହାର ନୂତନ ସିଙ୍ଗିଙ୍ଗ ଚାମ୍ପିଅନ୍ ମିଳିଯାଇଛି | କେରଳରୁ ଆସିଥିବା ଆର୍ଯ୍ୟା ନନ୍ଦା ବାବୁ ସାରେଗାମାପାର ୨୦୨୦ ଟ୍ରଫି ଜିତିଛନ୍ତି। ତେବେ ଆସନ୍ତୁ ଜାଣିବା ଆର୍ଯ୍ୟା ନନ୍ଦାଙ୍କ ବିଷୟରେ କିଛି କଥା ..
ଆର୍ଯ୍ୟ ନନ୍ଦା ବାବୁ…
ମାୟାନଗରୀରେ ବିଦ୍ୟୁତ ସରବରାହ ବନ୍ଦକୁ ନେଇ ସଞ୍ଜୟ ରାଉତଙ୍କୁ ଟାର୍ଗେଟ କଲେ କଙ୍ଗନା
ଗ୍ରୀଡ ଫେଲ ହେତୁ ମୁମ୍ବାଇରେ ବିଦ୍ୟୁତ କାଟ ହୋଇଛି। ସହରର ବଡ଼ ଭାଗ ବିଦ୍ୟୁତ ରହିଛି। ମୁମ୍ବାଇରେ ଏତେ ଦିନ ପରେ ବିଦ୍ୟୁତରେ ଏହିପରି ସମସ୍ୟା ଦେଖାଦେଇଛି, ଯାହା ବିଭିନ୍ନ ଅଞ୍ଚଳକୁ ପ୍ରଭାବିତ କରୁଛି | ଗ୍ରୀଡ୍ ବିଫଳତା କାରଣରୁ ମୁମ୍ବାଇର ଲୋକଲ ଟ୍ରେନ୍ ମଧ୍ୟ ପ୍ରଭାବିତ ହୋଇଛି, ଅନେକ…
ରିଲିଜ ହେଲା ଲକ୍ଷ୍ମୀବମ୍ବର ଟ୍ରେଲର, ଲାଲ ସାଢ଼ୀ ଏବଂ ହାତରେ ଚୁଡ଼ି ପିନ୍ଧିଥିବାର ନଜର ଆସିଲେ ଅକ୍ଷୟ କୁମାର
ଦୀର୍ଘ ଦିନ ଧରି ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ ବମ୍ବ' ଉପରେ ଆଲୋଚନା ହୋଇଆସୁଛି। ଦିପାବଳୀ ଅବସରରେ ଏହି ଫିଲ୍ମ ରିଲିଜ ହେଉଛି। ଏହି ଫିଲ୍ମର ଟ୍ରେଲର ୯ ଅକ୍ଟୋବରରେ ମୁକ୍ତିଲାଭ କରିଛି। ଗୋଟିଏ ମାସ ପରେ ଏହି ଫିଲ୍ମ ୯ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି | ଏହି ସିନେମା ପୂର୍ବରୁ…
ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ କାଜଲ, ଜାଣନ୍ତୁ ସେ କିଏ
ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସିଂଘମ ଫେମ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ। ଅଭିନେତ୍ରୀ କାଜଲଙ୍କ ଫ୍ୟାନ୍ସଙ୍କ ପାଇଁ ଏହା ଏକ ସରପ୍ରାଇଜ୍ ହୋଇଥିବାବେଳେ ଏକ ବଡ଼ ଖୁସି ଖବର ମିଳିଛି। କାଜଲଙ୍କ ପରିବାର ଲୋକେ ତାଙ୍କ ପାଇଁ ପୁଅ ଖୋଜୁଥିଲେ, ଏବେ ତାହା ଶେଷ ହୋଇସାରିଛି। ଖୁବ୍…
ଦୀର୍ଘ ୬ ମାସ ପରେ ପୁଣିଥରେ ସୁଟିଙ୍ଗ ସେଟକୁ ଫେରିଲେ ସଲମାନ
ବିଗ୍ ବସ୍-୧୪ର ପ୍ରିମିୟର ଏପିସୋଡ ସୁଟିଂ କରିବା ପରେ ସଲମାନ ଖାନ୍ ଏବେ ତାଙ୍କ ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରି ସାରିଲାଣି । ଦବଙ୍ଗ ଖାନ୍ ଏବେ ତାଙ୍କ ଆଗାମୀ ଫିଲ୍ମ ‘ରାଧେ : ଇୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ସୁଟିଂ ସେଟ୍ କୁ ଦୀର୍ଘ ୬ମାସ ପରେ ଫେରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ,…
ଏୟାରଟେଲ କ୍ରିକେଟ ବୋନାଞ୍ଜାର ଶୁଭାରମ୍ଭ
ଭୁୁବନେଶ୍ୱର: ଭାରତୀ ଏୟାରଟେଲ ପକ୍ଷରୁ ଏନଡିଟିଭିର ସହବନ୍ଧିତାରେ ଏୟାରଟେଲ କ୍ରିକେଟ ବୋନାଞ୍ଜାର ଶୁଭାରମ୍ଭ କରାଯାଇଛି । ଏୟାରଟେଲ ଥ୍ୟାଙ୍କସ ଆପରେ ସମସ୍ତ ଏୟାରଟେଲ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଥିବା ଏହି କ୍ରିକେଟ ବୋନାଞ୍ଜାରେ ଇଂଟରାକ୍ଟିଭ ଏବଂ ମୁଗ୍ଧଗର କ୍ରିକେଟ ଗେମ୍ସ ଓ କୁଇଜ…
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହତ୍ୟା ନୁହେଁ ଆତ୍ମହତ୍ୟା, AIIMS ରିପୋର୍ଟ
ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଫୋରେନସିକ୍ ରିପୋର୍ଟ ଏହାକୁ ହତ୍ୟା ବୋଲି ପ୍ରତ୍ୟାଖ୍ୟାନ କରିଛି। ରିପୋର୍ଟରେ କୁହାଯାଇଛି ଯେ ଯେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ଦର୍ଶାଉଛି ଯେ କୌଣସି ପ୍ରକାରର ଫାଉଲ ପ୍ଲେ ନାହିଁ ଏବଂ ଏହା ଆତ୍ମହତ୍ୟା ମାମଲା। ସୋମବାର AIIMS ମେଡିକାଲ୍…
ନୂଆ ରେକର୍ଡ ସୃଷ୍ଟି କଲା ଅକ୍ଷୟଙ୍କ ଫିଲ୍ମ ‘ବେଲ ବଟମ’
ଅକ୍ଷୟ କୁମାରଙ୍କ ଫିଲ୍ମ ବେଲ୍ବଟମ୍ ରେକର୍ଡ ସୃଷ୍ଟି କରିଛି । ବିଶ୍ୱର ପ୍ରଥମ ଫିଲ୍ମ ଭାବେ ବେଲ୍ବଟମ୍ ଲକ୍ଡାଉନ ମଧ୍ୟରେ ସୁଟିଂ ଆରମ୍ଭ କରି ସୁଟିଂ ଶେଷ କରିପାରିଛି । ସେପ୍ଟେମ୍ବର ୩୦ରେ ଲଣ୍ଡନରେ ଫିଲ୍ମର ସୁଟିଂ ଶେଷ ହୋଇଛି । କରୋନା ଯୋଗୁ ଫିଲ୍ମ ସୁଟିଂରେ ବାଧା ସୃଷ୍ଟି ହୋଇଥିଲେ…