Browsing Category
ପ୍ରଯୁକ୍ତି
ନେଟୱର୍କ ଗୁଣବତାରେ ଭାରତର ପସନ୍ଦକୁ ସୁଦୃଢ଼ କରୁଛି ଏୟାରଟେଲର ନୂତନ ବ୍ରାଣ୍ଡ ଅଭିଯାନ
ଭୁବନେଶ୍ୱର: ଭାରତର ଅଗ୍ରଣୀ କମ୍ୟୁନିକେସନ ସଲ୍ୟୁସନ ପ୍ରଦାନକାରୀ ସଂସ୍ଥା, ଏୟାରଟେଲ ପକ୍ଷରୁ ଏହାର ବିଶ୍ୱସ୍ତରୀୟ ନେଟୱର୍କ ଏବଂ ଭିନ୍ନ ଭିନ୍ନ ସେବା ପାଇଁ ଏହାର ଅସଂଖ୍ୟକ ଗ୍ରାହକଙ୍କ ପସନ୍ଦକୁ ପ୍ରଦର୍ଶିତ କରିବା ଲାଗି ଏକ ସମ୍ପୂର୍ଣ୍ଣ ନୂତନ ବ୍ରାଣ୍ଡ ଅଭିଯାନର ଶୁଭାରମ୍ଭ କରାଯାଇଛି ।…
ଜିଏମଏଟି ଅନଲାଇନ ପରୀକ୍ଷାରେ ଉନ୍ନତି ଆଣିଛି ଜିଏମଏସି
ଭୁବନେଶ୍ୱର: ଗ୍ରାଜୁଏଟ ମ୍ୟାନେଜମେଂଟ ଆଡମିସନ ଟେଷ୍ଟଟିଏମ(ଜିଏମଏଟି)ର ପରିଚାଳକ ତଥା ଅଧିକାରୀ ଗ୍ରାଜୁଏଟ ମ୍ୟାନେଜମେଂଟ ଆଡମିସନ କାଉନସିଲଟିଏମ(ଜିଏମଏସି)ଗତ ମାସରେଏହାର ଜିଏମଏଟି ଅନଲାଇନ ପରୀକ୍ଷାରେ ଅନେକ ନୂଆ ଫିଚର ସାମିଲ କରି ଏଥିରେ ଉନ୍ନତି ଆଣିଛି । ଯାହା ଦ୍ୱାରା ପରୀକ୍ଷାରେ ନିଜର…
ମାଇକ୍ରୋସଫ୍ଟ ପକ୍ଷରୁ ଭାରତରେ ସରଫେସ୍ ଲାପ୍ଟପ୍ ୪ର ଶୁଭାରମ୍ଭ
ଭୁବନେଶ୍ୱର: ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ରିଟେଲରଙ୍କ ଜରିଆରେ ବାଣିଜ୍ୟିକ ଓ ଶିକ୍ଷା ଗ୍ରାହକଙ୍କ ପାଇଁ ଓ ଆମାଜନ୍ ଡ଼ଟ ଇନ୍ ଜରିଆରେ ଗ୍ରାହକମାନଙ୍କ ଲାଗି ସରଫେସ୍ ୪ ଲାପ୍ଟପ୍ ସାଧାରଣ ଭାବେ ଉପଲବ୍ଧ କରାଯାଇଛି । ମାଇକ୍ରୋସଫ୍ଟର ବିବିଧ ଉତ୍ପାଦ ବର୍ଗମାଳାରେ ସଦ୍ୟତମ…
ବାତ୍ୟା ୟାସ୍ ସୂଚନା ପାଇଁ ଏସ୍ରି ଇଣ୍ଡିଆର ଜିଆଇଏସ୍ ମ୍ୟାପ୍
ଭୁବନେଶ୍ୱର: ଦେଶର ଅଗ୍ରଣୀ ଜିଓଗ୍ରାଫିକ୍ ଇନ୍ଫର୍ମେଶନ ସିଷ୍ଟମ (ଜିଆଇଏସ୍) ସଫ୍ଟୱେୟାର ଆଣ୍ଡ ସଲ୍ୟୁସନ୍ସ ପ୍ରଦାନ କରୁଥିବା,ଏସ୍ରି ଇଣ୍ଡିଆ ବାତ୍ୟା ୟାସ୍ର ଗତି ପଥକୁ ଅନୁସରଣ କରିବା ପାଇଁ ଏକ ମ୍ୟାପ୍ ସୃଷ୍ଟି କରିଛି । ଏହି ମ୍ୟାପ୍କୁ ଆର୍କ ଜିଆଇଏସ୍ ଅନ୍ଲାଇନ୍, ଏସ୍ରିର…
ଜିଓଫାଇବର୍ ଭୁବନେଶ୍ୱର ସମେତ ଓଡ଼ିଶାର ଅନ୍ୟ ସହରର ପ୍ରମୁଖ ଆବାସିକ ସୋସାଇଟି ଏବଂ ଆପାର୍ଟମେଂଟରେ ଡିଜିଟାଲ ଲାଇଫଲାଇନ…
ଭୁବନେଶ୍ୱର: ସାଂପ୍ରତିକ ମହାମାରୀ ସମୟରେ ଅନ୍ଲାଇନ ପାଠପଢା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକ ହୁଅନ୍ତୁ, ଅଥବା ଘରେଥାଇ କାମ କରୁଥିବା (ୱାର୍କ ଫ୍ରମ ହୋମ୍) ବୃତ୍ତିଧାରୀ, କିମ୍ବା କ୍ଷୁଦ୍ର ବ୍ୟବସାୟୀ ଏବଂ ଉଦ୍ୟୋଗୀ ହୁଅନ୍ତୁ, ସବୁ ବର୍ଗର ଲୋକଙ୍କ ପାଇଁ ନିରବଚ୍ଛିନ୍ନ ଡିଜିଟାଲ ସଂଯୋଗ…
ଏୟାରଟେଲ୍ ପକ୍ଷରୁ ୟସ୍ ବାତ୍ୟା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ
ଭୁବନେଶ୍ୱର: ବୁଧବାର ଲ୍ୟାଣ୍ଡଫଲ ହେବାକୁଥିବା ବାତ୍ୟା ୟସ୍ ସମୟରେ ୨୪ ଘଣ୍ଟିଆ ଅହରହ ନେଟୱାର୍କ ପ୍ରଦାନ କରିବା ପାଇଁ ଏୟାରଟେଲ୍ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବାତ୍ୟା ପରବର୍ତ୍ତି ସେବା ପ୍ରଦାନ କରିବା ପାଇଁ ଏକ ପୁନରୁଦ୍ଧାର ଦଳ ମଧ୍ୟ ଗଠନ କରାଯାଇଛି । ଆପାତକାଳୀନ ସ୍ଥିତି ପାଇଁ ଡ଼ିଜେଲ,…
ଫେସ୍ବୁକ୍ ପକ୍ଷରୁ ଭାରତରେ କୋଭିଡ୍-୧୯ ଆନାଉନ୍ସମେଂଟ୍ ଟୁଲ୍ର ବିସ୍ତାର
ଭୁବନେଶ୍ୱର: ଫେସବୁକ୍ ଭାରତରେ କୋଭିଡ୍-୧୯ ଆନାଉନ୍ସମେଂଟ୍କୁ ବିସ୍ତାର କରିଛି । ଏହା ହେଉଛି ଅତ୍ୟାବଶ୍ୟକୀୟ କୋଭିଡ୍-୧୯ ସମ୍ବନ୍ଧିତ ଅପ୍ଡେଟ୍ ଗୁଡିକୁ ନିଜ ସମୁଦାୟ ସହିତ ସେୟାର କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକର ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ଉପକରଣ ବା ଟୁଲ୍ । ଏହା…
କୋଭିଡ -୧୯ ବିରୋଧି ଲଢ଼େଇରେ ଆଗେଇ ଆସିଲା ISRO, ସୃଷ୍ଟି କଲା ଅକ୍ସିଜେନ କନସନଟ୍ରେଟର
ଦେଶର କୋଭିଡ ବିରୋଧରେ ଲଢ଼େଇରେ ISRO କ୍ରମାଗତ ଭାବରେ ନିଜର ଭୂମିକା ଗ୍ରହଣ କରୁଛି | ବର୍ତ୍ତମାନ ଭାରତୀୟ ମହାକାଶ ଗବେଷଣା ସଂଗଠନର ବିକ୍ରମ ସରାବାଇ ସ୍ପେସ୍ ସେଣ୍ଟର (VSSC) ମେଡିକାଲ ଅମ୍ଳଜାନ କନସନଟ୍ରେଟର ପ୍ରସ୍ତୁତ କରିଛି। ଯାହାର ନାମ "ଶ୍ବାସ"(Breathing)| ଯାହା ଅମ୍ଳଜାନ ସପୋର୍ଟରେ…
କୋଭିଡ୍-୧୯ ସମ୍ବନ୍ଧିତ ଭୁଲ ତଥ୍ୟ ବିରୋଧରେ ଫେସ୍ବୁକ୍ର ନୂଆ ଅଭିଯାନ
ଭୁବନେଶ୍ୱର: କୋଭିଡ୍-୧୯ ସମ୍ପର୍କରେ ଅଧିକ ସଠିକ୍ ଉତ୍ସ ସହିତ ଲୋକଙ୍କୁ ସଂଯୋଗ କରିବା ଓ ଭୁଲ ତଥ୍ୟ ବିରୋଧରେ ଲଢିବାରେ ସାହାଯ୍ୟ କରିବା ପାଇଁ ଫେସବୁକ ପୂର୍ବ ତୂଳନାରେ ଆହୁରି ଅଧିକ ତତ୍ପର ହୋଇ କାର୍ଯ୍ୟ କରୁଛି । ଫେସବୁକ ପକ୍ଷରୁ ମହାମାରୀ ସମୟରେ ବିଶ୍ୱବ୍ୟାପୀ ଫେସ୍ବୁକ୍ ଓ…
ଆଜିଠୁ ଲାଗୁ ହେଉଛି WhatsApp ର ନୂଆ ପ୍ରାଇଭେସି ପଲିସି, ଗ୍ରହଣ ନକଲେ କାମ କରିବନି ଏହିସବୁ ଫିଚର
ହ୍ବାଟସ୍ ଆପର ପ୍ରାଇଭେସି ପଲିସି ମେ ୧୫ ରୁ କାର୍ଯ୍ୟକାରୀ ହୋଇଯାଉଛି। ଏମିତିରେ ଅନେକ କୋଟି ଲୋକ ନୂତନ ପ୍ରାଇଭେସି ପଲିସି ଗ୍ରହଣ କରିଛନ୍ତିତ ପୁଣି ଏମିତି ଅନେକ କୋଟି ଲୋକ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଏହାକୁ ଗ୍ରହଣ କରିନାହାଁନ୍ତି | ନିକଟରେ ହ୍ବାଟସ୍ ଆପ୍ ଏହାର ପ୍ରାଇଭେସି ପଲିସି…