Browsing Category

କ୍ରୀଡା

ପରାଜୟ ପରେ ପ୍ରଥମ ଥର ପାଇଁ ଟ୍ୱିଟ କରି ନିଜ ଦୁଃଖ ପ୍ରକାଶ କଲେ ରୋହିତ

ଚଳିତ ବିଶ୍ୱକପରେ ଭାରତୀୟ ଦଳର ଷ୍ଟାର ଓପନର ରୋହତି ଶର୍ମା ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବାବେଳେ କିନ୍ତୁ ସେମିଫାଇନାଲରେ ତାଙ୍କ ଭାଗ୍ୟ ସାଥ ନଦେବା ହେତୁ ସେ ମାତ୍ର ୧ ରନ କରି ପାଭିଲିୟନକୁ ଫେରି ଆସିଥିଲେ । ସେପଟେ ସେମିଫାଇନାଲରେ ଭାରତର ପରାଜୟ ପରେ ପ୍ରଥମ ଥର ପାଇଁ…

ଭାରତର ପରାଜୟ ପରେ କିଛି ଏପରି ଭାବେ ଖୁସି ମନାଇଲେ ପାକିସ୍ତାନୀ

ବିଶ୍ୱକପରେ ଭାରତର ଅଭିଯାନ ଶେଷ ହେବାପରେ ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ କଥାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଅନ୍ୟପଟେ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଏହି ପରାଜୟକୁ ନେଇ ସୋସିଆଲ ମିଡିଆରେ ନିଜ ଖୁସି ଜାହିର କରୁଛି । ତେବେ ଭାରତର ପରାଜୟ ପରେ ପାକିସ୍ତାନର କ’ଣ…

ଖରାପ ସଟ ଖେଳି ରିଷଭ ଆଉଟ ହେବା ପରେ ଶାସ୍ତ୍ରୀଙ୍କ ଉପରେ ନିଜ ରାଗ ସୁଝାଇଲେ କୋହଲି, ଭିଡିଓ ଭାଇରାଲ

ଗତ କାଲି ବିଶ୍ୱକପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା, ଯେଉଁଥିରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାଜୟ ବରଣ କରି ବିଶ୍ୱକପରେ ନିଜ ଅଭିଯାନ ଶେଷ କରିଛି । ୱିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିଶ୍ୱକପ ଫାଇନାଲରେ ନିଜ ସ୍ଥାନ ପକ୍କା କରି…

ଧୋନିଙ୍କୁ କ୍ରିକେଟର ଅଳିଆ କହିଲେ ଯୋଗରାଜ ସିଂହ

ଭାରତୀୟ କ୍ରିକେଟ ଟିମର ପୂର୍ବତ୍ତନ କ୍ରିକେଟର ଯୋଗରାଜ ସିଂହ ପୁଣିଥରେ ଧୋନିଙ୍କ ଉପରେ ନିଜ କଟୁ ମନ୍ତବ୍ୟ ପ୍ରୟୋଗ କରିଛନ୍ତି । ଯୋଗରାଜ, ଧୋନିଙ୍କୁ ସେହି ସମୟରେ ସମଲୋଚନା କଲେ ଯେତେବେଳେ ରାଇଡୁ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାନ ନେବା ପାଇଁ ଘୋଷଣା କରିଥିଲେ । ଯୋଗରାଜ ଏକ ୱେବସାଇଟରେ ନିଜ…

ପୁଣି ଥରେ ଖେଳାଯିବ ସେମିଫାଇନାଲର ଅବଶିଷ୍ଟ ମ୍ୟାଚ

ଚଳିତ ବିଶ୍ୱକପରେ ଏହା ଦ୍ୱିତୀୟ ଥର ଘଟିଛି, ଯେଉଁଥିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବର୍ଷା ପୁଣି ଥରେ ପ୍ରତିବନ୍ଧକ ସାଜିଛି । ବିଶ୍ୱକପରେ ଗତ ୯ ତାରିଖ ଦିନ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯାଇଥିବାବେଳେ ଖେଳ ମଝିରେ ବର୍ଷା ବାଧକ ସାଜିବା ହେତୁ…

ଅଭ୍ୟାସ ବେଳେ ଖାଲି ପାଦରେ ପଡିଆକୁ ଓହ୍ଲାଇଲେ ‘କଙ୍ଗାରୁ ଦଳ’

ବିଶ୍ୱକପ ସେମିଫାଇନାଲରେ ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୧୧ ଜୁନରେ ଖେଳାଯିବାକୁ ଥିବାବେଳେ ଏଥିପାଇଁ ଅଷ୍ଟ୍ରେଲିଆ ନିଜ ଅଭ୍ୟାସ ଖୁବ ଜୋରସେ ଆରମ୍ଭ କରିଦେଇଛି । ଏହି ମଧ୍ୟରେ ଏଜବେଷ୍ଟନରେ ଅଷ୍ଟ୍ରେଲିଆ ଦଳ ଅଭ୍ୟାସ କରୁଥିବା ସମୟରେ ଏକ ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାକୁ…

ସେମିଫାଇନାଲରେ ରୋହିତଙ୍କୁ ଅଟକାଇବାର କ୍ଷମତା ଏହି ବୋଲରଂ ପାଖରେ ରହିଛି

ଚଳିତ ବିଶ୍ୱକପରେ ହିଟ ମ୍ୟାନ ରୋହିତ ଶର୍ମା ଭଲ ଫର୍ମରେ ଥିବାବେଳେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ୫ଟି ଶତକ ଲଗାଇ ସର୍ବାଧିକ ରନ ତାଲିକାରେ ୬୪୭ ରନ ସଂଗ୍ରହ କରି ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି । ତେବେ ଚଳିତ ବିଶ୍ୱକପର ସେମିଫାଇନାଲରେ ହିଟ ମ୍ୟାନ ରୋହିତ ଶର୍ମାଙ୍କୁ…

ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ନଖେଳି ମଧ୍ୟ ଏହି ଆଧାରରେ ଫାଇନାଲ ପହଞ୍ଚିପାରେ ଭାରତ

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାକୁ ଅଛି । ତେବେ ଚଳିତ ବିଶ୍ୱ କପରେ ନ୍ୟୁଜିଲାଣ୍ଡ ସହ ଏହା ଭାରତର ପ୍ରଥମ ମ୍ୟାଚ ଥିବାବେଳେ ପୂର୍ବ ମ୍ୟାଚଟି ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ଆଜି ବିଶ୍ୱକପର…

ଇତିହାସର ପୁଣିଥରେ ପୁନରାବୃତ୍ତି, ସେମିଫାଇନାଲରେ ଆମନାସାମନା ହେବେ କୋହଲି ଏବଂ ୱିଲିୟମସନ

କଥାରେ ଅଛି ଇତିହାସର ସର୍ବଦା ପୁନରାବୃତ୍ତି ହୋଇଥାଏ । ବିଶ୍ୱକପ ସେମି-ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ, ପରସ୍ପର ସହ ଆମନାସାମନି ହେବାକୁ ଯାଉଥିବାବେଳେ କ୍ରିକେଟର ଏହି ମହାକୁମ୍ଭରେ ଅଧିନାୟକ କୋହଲି ଏବଂ ୱିଲିୟମସନ ପୁଣିଥରେ ଏହି ମହାସମରରରେ ଭେଟିବାକୁ ଯାଉଛନ୍ତି । ପ୍ରକାଶ ଥାଉକି,…

ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଲା ଶ୍ରୀଲଙ୍କା

ବିଶ୍ୱକପରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୪୪ ତମ ମ୍ୟାଚ ଖେଳାଯିବାକୁ ଯାଉଛି । ଉଭୟ ଦଳଙ୍କ ମଧ୍ୟରେ ଲିଡ୍ସର ହେଡିଙ୍ଗଗ୍ଲେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବାକୁ ଥିବାବେଳେ ବିଶ୍ୱକପ ଲିଗରେ ଏହା ଉଭୟଙ୍କ ଶେଷ ମ୍ୟାଚ । ସେପଟେ ଭାରତ ସେମିଫାଇନାଲରେ ନିଜ ସ୍ଥାନ ପକ୍କ୍ା କରିସାରିଥିବାବେଳେ…