Browsing Category
କ୍ରୀଡା
ମୋଦିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇଲେ ଭାରତୀୟ ଦଳର ଅନେକ କିମ୍ବଦନ୍ତୀ କ୍ରିକେଟର
ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନ । ତାଙ୍କର ଏହି ଜନ୍ମଦିନ ଅବସରରେ ଦେଶବିଦେଶରୁ ଅନେକ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଲାଣି । ରାଜନେତାଙ୍କ ଠାରୁ ଆରମ୍ଭ କରି ଖେଳ ଜଗତର ଅନେକ ବିଶିଷ୍ଟ କିମ୍ବଦନ୍ତୀ ତାଙ୍କର ଉତ୍ତର ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ…
ଅଜ୍ଞାତ ନମ୍ବରରୁ ଭାରତୀୟ ଖେଳାଳୀଙ୍କୁ ଆସୁଛି ମେସେଜ, ବିସିସିଆଇ ପକ୍ଷରୁ ଆରମ୍ଭ ହେଲା ତଦନ୍ତ
ଭାରତୀୟ ଖେଳାଳୀଙ୍କୁ କୌଣସି ଏକ ଅଜ୍ଞାତ ନମ୍ବରରୁ ମେସେଜ ଅସୁଛି, ଯାହାଦ୍ୱାରା ବିସିସିଆଇର ଆଣ୍ଟି କରପସନ ୟୁନିଟ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତାମିଲନାଡୁ ପ୍ରିମିୟ ଲିଗର କିଛି ଖେଳାଳୀଙ୍କୁ କେତେକ ଅଜ୍ଞାତ ଲୋକମାନେ ହ୍ୱାଟସଆପରେ ମେସେଜ କରୁଥିବାର ଜାଣିବାକୁ ମିଳିଛି ।…
୪୭ ବର୍ଷ ପରେ ପ୍ରଥମଥର ପାଇଁ ‘ଡ୍ର’ ହେଲା ଆସେସ ସିରିଜ
ଆଶା ଅନୁସାରେ ଚଳିତ ଆସେସ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚକୁ ଘରୋଇ ଇଂଲଣ୍ଡ ଜିତି ନେଇଛି । ଗତ କାଲି ତଥା ରବିବାର ଚତୁର୍ଥ ଦିନରେ ଶେଷ ହୋଇଥିବା ଏହି ଟେଷ୍ଟ ମ୍ୟାଚକୁ ଇଂଲଣ୍ଡ ୧୩୫ ରନରେ ଜିତି ନେଇଛି । ୨ ଦିନର ଇଂନିସରେ ମାଥ୍ୟୁଙ୍କ ଶତକ ସତ୍ତେ୍ୱ ୩୯୯ ରନ୍ ବିଜୟଲକ୍ଷ୍ୟର ପିଛା କରୁଥିବା…
କ୍ରିକେଟ ଜଗତରେ ନୂଆ ଇତିହାସ ରଚିଲେ ସ୍ମିଥ
ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେସି ସିରିଜର ପଞ୍ଚମ ଏବଂ ଶେଷ ଟେଷ୍ଟ ଓଭାଲରେ ଖେଳାଯାଉଛି । ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ବର୍ତ୍ତମାନ ଫର୍ମରେ ଥିବାବେଳେ ସେ ପୁଣି ଥରେ ଏକ ଅର୍ଦ୍ଧଶତକ ହାସଲ କରି ଏକ ନୂଆ ରେକର୍ଡ ଅଧିକାରୀ ହୋଇଛନ୍ତି । ବାମହାତୀର ଏହି ବ୍ୟାଟ୍ସମ୍ୟାନ ଏଇ…
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ କୋହଲି ଏବଂ ରୋହିତଙ୍କ ଆଗାମୀ ରେକର୍ଡ ଉପରେ ରହିବ ସମସ୍ତଙ୍କ ନଜର
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ପାରନ୍ତି । ଭାରତ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଏବଂ ୩ଟି…
ଟି-୨୦ ବିଶ୍ୱକପ ସେମିଫାଇନାଲ କଥା ମନେ ପକାଇ ପୁରୁଣା ଦିନର ସ୍ମୃତି ବଖାଣିଲେ କୋହଲି
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନିଜ ଟ୍ୱିଟ ଏବଂ ଫେସବୁକ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଭୂମିରେ ଆଣ୍ଠେଇ ବସି ବ୍ୟାଟକୁ ନିଜ ମୁଣ୍ଡରେ ଲଗାଇଥିବାବେଳେ ଅନ୍ୟପଟେ ଧୋନି ତାଙ୍କୁ ଆଡକୁ ଅଗ୍ରସର ହେବାର ଦେଖିବାକୁ ମିଳୁଛି । ବିରାଟ ଏହି ଫଟୋକୁ ସେୟାର କରିବା ସହ ନିଜ…
ପାକିସ୍ତାନ ଗସ୍ତ କରିବାକୁ ମନାକଲା ଶ୍ରଲଙ୍କା
ଶ୍ରୀଲଙ୍କା କ୍ରିକେଟ ଦଳର ପୂର୍ବତ୍ତନ ଖେଳାଳୀ ପାକିସ୍ତାନ ଗସ୍ତ ନକରିବାକୁ ସ୍ପଷ୍ଟ ରୂପେ ମନା କରିଦେଇଛନ୍ତି । ଶ୍ରୀଲଙ୍କାର ଏହି ନିଷ୍ପତି ପାଇଁ ପାକିସ୍ତାନର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫୱାଦ ହୁସେନ ଚୌଦୁରୀ ଏଥିପାଇଁ ଭାରତକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ, “ଭାରତ…
ଶାସ୍ତ୍ରୀଙ୍କ କାମ ଏବଂ ବେତନ ମଧ୍ୟରେ କେତେ ରହିଛି ପାର୍ଥକ୍ୟ, ଜାଣନ୍ତୁ
ଭାରତୀୟ ଦଳର ମୁଖ୍ୟ କୋଚ ପଦବୀ ପାଇଁ ରବି ଶାସ୍ତ୍ରୀ ପୁଣିଥରେ ଦଳରେ ନିଯୁକ୍ତି ପାଇଥିବାବେଳେ ସେ ନିଜର କଣ୍ଟ୍ରାକ୍ଟକୁ ପୁଣିଥରେ ରିନିୟୁ ମଧ୍ୟ କରିଛନ୍ତି । ଶାସ୍ତ୍ରୀଙ୍କ କଣ୍ଟ୍ରାକ୍ଟ ରିନିୟୁ ଅନୁଯାୟୀ ତାଙ୍କର ବାର୍ଷିକ ବେତନରେ ମଧ୍ୟ ବୃଦ୍ଧି ଘଟିଛି । ପ୍ରକାଶ ଥାଉକି, ୨୦୧୯ ବିଶ୍ୱକପ…
ବୁମରାଙ୍କ ପ୍ରଦର୍ଶନକୁ ନେଇ ଭବିଷ୍ୟବାଣୀ କଲେ କୁମ୍ବଲେ
ଭାରତୀୟ ଦଳର ଦ୍ରୁତତ୍ତମ ବୋଲର ଜଶପ୍ରୀତ ବୁମରା ନିକଟ କିଛି ଦିନ ତଳେ ଖଳାଯାଇଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରେ ନିଜର ସର୍ବୋତ୍ତମ ପ୍ରଦର୍ଶନ ଦେଖାଇ ସମସ୍ତଙ୍କୁ ଚକିତ କରିଦେଇଥିବାବେଳେ ଅନ୍ୟପଟେ ତାଙ୍କର ପ୍ରଦର୍ଶନକୁ ନେଇ ସବୁଆଡେ ପ୍ରଶଂସାରୁ ସୁଅ ମଧ୍ୟ ଛୁଟିବାରେ ଲାଗିଲାଣି…
ବଲିଉଡର ଏହି ବିବାହିତ ଅଭିନେତ୍ରୀଙ୍କୁ ମନେମନେ ପ୍ରେମ କରୁଛନ୍ତି ରାହୁଲ
ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳୀ କେ.ଏଲ ରାହୁଲ ବର୍ତ୍ତମାନ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳୀ ରୂପେ ବିବେଚିତ ହୋଇ ସାରିଲେଣି । ତେବେ ଏହି ମଧ୍ୟରେ ବଲିଉଡ ସହ ତାଙ୍କର କନେକସନକୁ ସେ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବାବେଳେ ଜଣଙ୍କ ପରେ ଜଣଙ୍କ ସହ ତାଙ୍କ ନାମ ଯୋଡି ହେଇଯାଉଛି । ଚଳିତ…