Browsing Category

କ୍ରୀଡା

ଅଷ୍ଟ୍ରେଲିଆ ସହ ସିରିଜ ଖେଳିବା ପୂର୍ବରୁ ଭାରତକୁ ଲାଗିଲା ବଡ ଝଟକା

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୨୪ ପେବୃଆରୀରୁ ଆରମ୍ଭ ହେବାକୁ ଯାଉଥିବା ଟି-୨୦ ଏବଂ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ପ୍ରଥମ ଝଟକା ଲାଗିଛି । କାରଣ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ରୂପେ ଦାବିଦାର ଥିବା ‘ହାର୍ଦିକ ପାଣ୍ଡିଆ’ଙ୍କ ପିଠିରେ ଯନ୍ତ୍ରଣା ଉପୁଜିବାରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି ।…

ସହିଦଙ୍କୁ ସମ୍ମାନ ଦେବାକୁ ଯାଇ କ୍ରିକେଟ ଆସୋସିଏସନ ଏବଂ କ୍ଲବ ନେଲେ ଏହି ବଡ ପଦକ୍ଷେପ

ଗତ ୧୪ ଫେବୃଆରୀରେ ଜାମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଦେଶର ୪୦ରୁ ଉଦ୍ଧ୍ୱର୍ ଯବାନ ସହିଦ ହୋଇଥିବାବେଳେ ଅନେକ ଯବାନ ମଧ୍ୟ ଗୁରୁତର ଭାବେ ଆହାତ ହୋଇଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ଯୋଗୁଁ ସାରା ଦେଶ ବର୍ତ୍ତମାନ ଶୋକରେ ବୁଡି ରହିଛି । ସେପଟେ ଏହି…

ସହିଦ ଯବାନଙ୍କ ପାଇଁ ବିରାଟ ନେଲେ ବଡ ନିଷ୍ପତି

ଜାମ୍ମୁ କାଶ୍ମୀରର ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଦେଶର ୪୪ ଜଣ ଯବାନ ସହିଦ ହୋଇଥିବା ବେଳେ ଏହି ଘଟଣାକୁ ନେଇ ବର୍ତ୍ତମାନ ସାରା ବିଶ୍ୱ ସ୍ତବ୍ଧ ରହିଛି । ଆତଙ୍କବାଦୀଙ୍କ ଏହି ନିନ୍ଦନୀୟ କାର୍ଯ୍ୟକଳାପ ଯୋଗୁଁ ବିଶ୍ୱର ଅନେକ ମହଲରୁ ବିଭିନ୍ନ ପ୍ରତିକ୍ରିୟା ମିଳୁଥିବାବେଳେ ସମସ୍ତେ…

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ବାଦ ହେଲେ କାର୍ତ୍ତିକ

ବିସିସିଆଇ ଗତ କାଲି ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଆଗାମୀ ୫ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ପାଇଁ ଭାରତୀୟ ଦଳର ଘୋଷଣା କରିଛନ୍ତି । ବିସିସିଆଇ ପକ୍ଷରୁ ଚୟନ ହୋଇଥିବା ଏହି ଦଳରେ ନିୟମିତ ଅଧିନାୟକ ବିରାଟ କୋହିଲ ପ୍ରତ୍ୟାବର୍ତ୍ତନ କରିଛନ୍ତି ଯିଏକି ଗତ ନ୍ୟୁଜିଲାଣ୍ଡ ବିପକ୍ଷ…

ଜଣ୍ଟି ବାଛିଥିବା ଶ୍ରେଷ୍ଠ ଫିଲ୍ଡରଙ୍କ ତାଲିକାରେ ଶୀର୍ଷରେ ରହିଲେ ଭାରତର ଏହି ଖେଳଳୀ

କ୍ରିକେଟ ଜଗତରେ ଦୁନିଆର ସର୍ବଶ୍ରେଷ୍ଠ ଫିଲଡର ହିସାବରେ ଖ୍ୟାତି ଅର୍ଜନ କରିଥିବା ‘ଜଣ୍ଟି ରୋଡସ’ ଖୁବ ଲୋକପ୍ରିୟ ଅଟନ୍ତି । ସେଥିପାଇଁ ଆଇସିସି ପକ୍ଷରୁ କ୍ରିକେଟ ଜଗତରେ କିଏ ଶ୍ରେଷ୍ଠ ୫ ଜଣ ଫିଲଡର ଅଛନ୍ତି ତାଙ୍କ ନାମକୁ ଚୟନ କରିବା ପାଇଁ ଜଣ୍ଟ ରୋଡସଙ୍କୁ କୁହାଯାଇଥିଲା । ଯେଉଁଥିପାଇଁ ସେ…

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ

ଅଷ୍ଟ୍ରେଲିଆ ଭାରତ ଗସ୍ତରେ ୫ଟି ଦିନିକିଆ ଏବଂ ଦୁଇଟି ଟି-୨୦ ମ୍ୟାଚ ଖେଳିବ । ଅଷ୍ଟ୍ରେଲିଆର ଭାରତ ଗସ୍ତ ୧୩ ମାର୍ଚ୍ଚରେ ଶେଷ ହେବାକୁ ଯାଉଛି । ତେବେ ଏହି ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ଦଳର ଚୟନ ପ୍ରକ୍ରିୟା ଆଜି ହେବାକୁ ଥିବାବେଳେ ତେବେ ମିଳିଥିବା ସୂଚନା ମୁତାବକ ଏହି ଖେଳାଳୀଙ୍କୁ ଆଗାମୀ…

ବିରାଟଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ‘ବାବର ଆଜାମ’

ପାକିସ୍ତାନର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ‘ବାବର ଆଜାମ’ ଦିନିକିଆ କ୍ରିକେଟରେ ଅନେକ ଗୁଡିଏ ରେକର୍ଡ ନିଜ ନାମରେ କରିଛନ୍ତି । ବାବର ବର୍ତ୍ତମାନ ପର୍ଯ୍ୟନ୍ତ ୫୯ ଟି ମ୍ୟାଚ ଖେଳି ୨୯୦୮ ରନ ସଂଗ୍ରହ କରିଥିବାବେଳେ ସେଥିରେ ୮ଟି ଶତକ ମଧ୍ୟ ସାମିଲ ରହିଛି । ବାବରଙ୍କ ଏହି ଉପଲବ୍ଧି ପରେ ତାଙ୍କର…

ବିଶ୍ୱକପ ପୂର୍ବରୁ ଧୋନିଙ୍କୁ ମିଳିବ ସର୍ବକାଳୀନ ମହାନ ଖେଳାଳୀ ସମ୍ମାନ

ଭାରତର ସର୍ବକାଳୀନ ମହାନ ଖେଳାଳୀ ଏବଂ ଶ୍ରେଷ୍ଠ ଅଧିନାୟକଙ୍କ ତାଲିକାରେ ମହେନ୍ଦ୍ର ସିଂହ ଧୋନିଙ୍କ ନାମକୁ ସ୍ଥାନ ଦିଆଯାଇଛି । ସେ ତାଙ୍କର ୧୨ ବର୍ଷର ଶ୍ରେଷ୍ଠ କ୍ରିକେଟ କ୍ୟାରିୟରେ ଏଭଳି ଉପଲବ୍ଧି ହାସଲ କରିଛନ୍ତି ଯାହାକି ତାଙ୍କ ପୂର୍ବରୁ କୌଣସି ଭାରତୀୟ ଖେଳାଳୀ କରି ପାରି ନାହାନ୍ତି ।…

ପାକିସ୍ତାନ ସହ ଭାରତ ମ୍ୟାଚ ଖେଳିବା ପାଇଁ ବିସିସିଆଇ ରଖିଲା ସର୍ତ୍ତ

ପାକିସ୍ତାନ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ‘ୱାସିମ ଖାନ’, ଭାରତ ସହିତ ଚାଲିଥିବା ମତଭେଦ ମଧ୍ୟରେ ପୁଣିଥରେ କିପରି ଉଭୟ ଦେଶଙ୍କ ମଧ୍ୟରେ କ୍ରିକେଟ ଖେଳ ଆରମ୍ଭ ହୋଇପାରିବ, ସେଥିପାଇଁ ସେ ଇଚ୍ଛା ପ୍ରକଟ କରିଛନ୍ତି । ଏହି କଥାକୁ ନେଇ ବିସିସିଆଇ ନିଜ ସ୍ପଷ୍ଟିକରଣ ରଖିଛନ୍ତି ଏବଂ କହିଛନ୍ତି…

ବଲ ମୁଣ୍ଡରେ ବାଜିବା ଯୋଗୁଁ ଘଟଣାସ୍ଥଳେ ଗଳିପଡିଲେ ଡିଣ୍ଡା

କୋଲକତା ଇଡେନ ଗାର୍ଡେନରେ ଅଭ୍ୟାସ ମ୍ୟାଚ ଚାଲୁଥିବା ସମୟରେ ଦ୍ରୁତ ବୋଲର ଅଶୋକ ଡିଣ୍ଡା ମୁଣ୍ଡରେ ଗଭୀର ଆଘାତ ଲାଗିଛି । ମୁଣ୍ଡରେ ଗମ୍ଭୀର ଆଘାତ ଲାଗିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି । ଡିଣ୍ଡା ବୋଲିଂ କରୁଥିବା ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ପ୍ରକାଶ ଥାଉକି…