Browsing Category
କ୍ରୀଡା
ଆଜିର ମ୍ୟାଚ ଭାରତ ପାଇଁ ‘କର ବା ମର’ ପରିସ୍ଥିତି
ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ବିଜୟ ସୁଯୋଗ ମିଳିଥିବାବେଳେ ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଭାଗ୍ୟବାନ ସାବ୍ୟସ୍ତ ହୋଇଥିଲା । ଏବେ ଦୁଇଦଳ ଶେଷ ବାଜି ଜିତିବା ପାଇଁ ଆଜି ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ପରସ୍ପରକୁ ଭେଟିବେ । ବିରାଟ କୋହଲିଙ୍କ…
ଦିନିକିଆ ଦଳରୁ ବାଦ ପଡିପାରନ୍ତି ଧାୱାନ
ଭାରତୀୟ ଦଳର ଓପନର ଶିଖର ଧାୱାନ ପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜରୁ ବାଦ ପଡିଥିବାବେଳେ ବର୍ତ୍ତମାନ ଦିନିକିଆ ଖେଳାଯିବାକୁ ଥିବା ଦିନିକିଆ ସିରିଜରୁ ମଧ୍ୟ ବାଦ ପଡିପାରନ୍ତି । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ସମୟରେ ଧାୱାନଙ୍କୁ ଆଘାତ ଲାଗିଥିବାବେଳେ ତାଙ୍କୁ…
ରୋହିତଙ୍କୁ ପଛରେ ପକାଇ ଟି-୨୦ରେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳୀ ହେଲେ ବିରାଟ
ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚକୁ ୱେଷ୍ଟଇଣ୍ଡିଜ ୮ଟି ୱିକେଟରେ ବିଜୟୀ କରିନେଇଥିବାବେଳେ ଭାରତ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ୭ଟି ୱିକେଟ ହରାଇ ୧୭୦ ରନ ସଂଗ୍ରହ କରିଥିବାବେଳେ ଏହି…
ଟି-୨୦ରେ ଭାରତ ପାଇଁ ନୂଆ ଇତିହାସ ରଚିବେ ଚହଲ
ଭାରତୀୟ ଦଳର ଲେଗ ସ୍ପିନର ୟୁଜବିନ୍ଦ୍ର ଚହଲ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ଖାସ ରେକର୍ଡ ନିଜ ନାମରେ କରିପାରନ୍ତି । କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଚହଲ ଭାରତ ପାଇଁ ୫୨ଟି ୱିକେଟ ହାସଲ କରିନେଇଥିବାବେଳେ ସେ ଏହି କ୍ରମରେ ଭାରତୀୟ ଦଳର ଅନ୍ୟତମ…
୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ଅନ୍ତିମ ସୋପନରେ
ଭୁବନେଶ୍ୱର: ଚଳିତ ମାସ ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ୩୩ ତମ ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ (୧୫ ଏବଂ ୧୭ ବର୍ଷରୁ କମ୍) ଟୁର୍ଣ୍ଣାମେଣ୍ଟ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ସମ୍ପୁର୍ଣ୍ଣ ଦେଶରୁ ୩୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୬୦୦ରୁ ଉର୍ଦ୍ଧ…
ୱିଲିୟମସଙ୍କ ଉପରେ ନିଜର ଦୁଇ ବର୍ଷ ପୁରୁଣା ରାଗ ସୁଜାଇଲେ ବିରାଟ, ଭିଡିଓ ଭାଇରାଲ
ଗତ କାଲି ହାଇଦ୍ରାବାଦର ରାଜୀବ ଗାନ୍ଧୀରେ ‘ବିରାଟ’ ଝଡ ଆସିଥିଲା । କାରଣ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୯୪ ରନ ଧୂଆଁଧାର ଇଂନିସ ଖେଳି ସହ ନଆଉଟ ରହି ଦଳକୁ ବିଜୟୀ ମଧ୍ୟ କରିଥିଲେ । ଗତ କାଲିର ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ ୫ଟି ୱିକେଟ ହରାଇ ଦଳୀୟଗତ ସ୍କୋର ୨୦୭ ରନ କରିଥିବାବେଳେ…
ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ନିଜ ଆଧିପତ୍ୟ ବଜାୟ ରଖିଲେ କୋହଲି
ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ପୁଣିଥରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ଟେଷ୍ଟ କ୍ରିକେଟକୁ ନେଇ ଆଇସିସି ପକ୍ଷରୁ ଜାରି କରାଯାଇଥିବା ନୂଆ ର୍ୟାଙ୍କିଙ୍ଗ ତାଲିକାରେ ବିରାଟ ୯୨୮ ପଏଣ୍ଟ ସହ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବାବେଳେ ସେ ଅଷ୍ଟ୍ରେଲିଆର…
ବିବାହ ବନ୍ଧନରେ ବାନ୍ଧି ହେଲେ ମନିଷ
ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ମନିଷ ପାଣ୍ଡେ ଗତ ରବିବାର ଦିନ ସଜଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଫାଇନାଲ ମ୍ୟାଚ ଖେଳିଥିଲେ । କର୍ଣ୍ଣାଟକ ପାଇଁ ଭାରତୀୟ ଦଳର ଖେଳାଳୀ ମନିଷ ପାଣ୍ଡେ ଅଧିନାୟକତ୍ୱ କରୁଥିବାବେଳେ ସେ ନଟଆଉଟ ରହି ୬୦ ରନର ପାଳି ଖେଳିଥିଲେ, ଯାହାକି ଶେଷ ପର୍ଯ୍ୟନ୍ତ ଦଳକୁ ଜିତାଇବାରେ…
ଅଣ୍ଡର -୧୯ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଣ୍ଡର -୧୯ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା କରିଛି । ଦଳର ଅଧିନାୟକତ୍ୱ ଦାୟିତ୍ୱ ପ୍ରିୟମ ଗର୍ଗକୁ ଦିଆଯାଇଥିବାବେଳେ, ତାଙ୍କ ଅଧିନାୟକତ୍ୱରେ ଦଳ ଅନେକ ଉପଲବ୍ଧି ହାସଲ କରିଛି ।…
ନୂଆ ଇତିହାସ ରଚିଲେ ସ୍ମିଥ
ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟରେ ଷ୍ଟିଭ ସ୍ମିଥ ୭୩ ବର୍ଷର ପୂରୁଣା ରେକର୍ଡ ଭାଙ୍ଗିଦେଇଛନ୍ତି । ଦୀର୍ଘ ଏକ ବର୍ଷ ପରେ ଦଳକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଥିବା ସ୍ମିଥ ଆସେସ ସିରିଜ ପର ଠାରୁ ରନର ବର୍ଷା କରିବା ସହ ନୂଆ ନୂଆ ରେକର୍ଡ ମଧ୍ୟ…