Browsing Category
କ୍ରୀଡା
ସଂଘର୍ଷର ମାଟିରୁ ମୁଣ୍ଡଟେକି ସଫଳତା ଆଡ଼କୁ ଅଗ୍ରସର ଏହି ଖେଳାଳିମାନେ ଆଜି ହେବେ ଜାତୀୟ ପୁରସ୍କାରରେ ସମ୍ମାନିତ
ବିଭିନ୍ନ କାର୍ଯ୍ୟକ୍ରମର ଖେଳାଳିଙ୍କୁ ଶନିବାର ଅର୍ଥାତ ଆଜି କ୍ରୀଡ଼ା ଦିବସରେ ସମ୍ମାନିତ କରାଯିବ | ଆଜି ଏହି ଖେଳାଳିମାନେ ସଫଳତାର ଶିଖରରେ ଅଛନ୍ତି, ତାହା ଏତେ ସହଜ ନଥିଲା | ଏହି ଚମକିତ ସଫଳତା ପଛରେ ଲୁଚି ରହିଛି ଅନେକ ଅନେକ ବର୍ଷର ସଂଘର୍ଷର କାହାଣୀ ।
ମାରିଆପାନ୍ ଥାଙ୍ଗାଭେଲୁ…
ବ୍ରାଡମ୍ୟାନଙ୍କ ୧୧୨ ତମ ଜୟନ୍ତୀରେ ତାଙ୍କୁ ମନେ ପକାଇଲେ ସଚିନ
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଭାବେ ପରିଗଣିତ ହେଉଥିବା ଡନ୍ ବ୍ରାଡ଼ମ୍ୟାନ୍ଙ୍କ ୧୧୨ତମ ଜୟନ୍ତୀ ଗୁରୁବାର ପାଳିତ ହେଉଥିବା ବେଳେ ଏହି ଅବସରରେ ତାଙ୍କୁ ମନେ ପକାଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର।…
ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଆଣ୍ଡ୍ରସନଙ୍କ ଟେଷ୍ଟରେ ୬୦୦ ୱିକେଟ ସଂଗ୍ରହ
ବିଶ୍ୱର ପ୍ରଥମ ଫାଷ୍ଟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୬୦୦ ୱିକେଟ ହାସଲ କରିଛନ୍ତି ଇଂଲଣ୍ଡର ଜେମ୍ସ ଆଣ୍ଡରସନ। ଏଠାରେ ପାକିସ୍ତାନ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚର ଅନ୍ତିମ ଦିବସରେ ମଙ୍ଗଳବାର ପାକିସ୍ତାନ ଅଧିନାୟକ ଆଝାର ଅଲ୍ଲୀଙ୍କୁ ଆଉଟ୍ କରି ଆଣ୍ଡରସନ୍ ୬୦୦ ଟେଷ୍ଟ ୱିକେଟ ପୂରଣ କରିଛନ୍ତି।…
ରାଷ୍ଟ୍ରୀୟ ଖେଳ ଦିବସରେ ଆଲ୍ମଣ୍ଡ ସହ ଆପଣଙ୍କ ଫିଟ୍ନେସ୍ ଯାତ୍ରାକୁ ଆଗକୁ ବଢାନ୍ତୁ!
ଭୁବନେଶ୍ୱର : ଦେଶର ମହାନ ହକି ଖେଳାଳୀ ତଥା କିମ୍ବନ୍ଦନ୍ତୀ କ୍ରୀଡାବିତ୍ ମେଜର ଧ୍ୟାନଚାନ୍ଦଙ୍କ ସମ୍ମାନରେ ଆମେ ପ୍ରତିବର୍ଷ ରାଷ୍ଟ୍ରୀୟ କ୍ରୀଡା ଦିବସ ପାଳନ କରୁଛୁ । କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟରେ ଅଂଶଗ୍ରହଣ କରି ଫିଟ୍ ଓ ସୁସ୍ଥ ରହିବାର ଗୁରୁତ୍ୱ ଉପରେ ଭାରତର ଯୁବପିଢିଙ୍କୁ ସଚେତନ…
ଧୋନୀଙ୍କୁ ସୋଏବଙ୍କ ସହ ତୁଳନା କଲେ ସାନିଆ, କହିଲେ କିଛି ଏପରି..
ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଧୋନୀଙ୍କୁ ସନ୍ୟାସ ନେବା ୧୦ ଦିନ ହୋଇସାରିଛି । କିନ୍ତୁ ଏବେ ମଧ୍ୟ ପ୍ରଶଂସକ ତଥା ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଉଛନ୍ତି । ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ମଧ୍ୟ ଧୋନୀଙ୍କୁ…
ଆଠ ଥର ଅଲିମ୍ପିକ୍ ଚାମ୍ପିଅନ୍ ରହିଥିବା ଉସେନ୍ ବୋଲ୍ଟ କରୋନା ସଂକ୍ରମିତ, ଫରାଟା କିଙ୍ଗଙ୍କ ଜନ୍ମଦିନ ପାର୍ଟିରେ ଏହି…
ଆଠ ଥର ଅଲିମ୍ପିକ୍ ଚାମ୍ପିଅନ୍ ପୂର୍ବତନ ଫେରେଟା ରନର୍ ଉସେନ୍ ବୋଲ୍ଟ କରୋନା ପଜିଟିଭ୍ ବୋଲି ଜଣାପଡିଛି | ଗତ ସପ୍ତାହରେ ୩୪ ତମ ଜନ୍ମଦିନରେ ମାସ୍କ ବିନା ଜୋରଶୋରରେ ପାର୍ଟି କରୁଥିବା ବୋଲ୍ଟ ନିଜ ଘରେ କ୍ବାରେଂଟାଇନରେ ଅଛନ୍ତି। ଜାମାଇକା ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଖବରର ସୂଚନା ଦେଇଛନ୍ତି ।…
ଅବସରପ୍ରାପ୍ତ ଖେଳାଳୀଙ୍କ ପାଇଁ ଏକ ବିଦାୟୀ ମ୍ୟାଚର ପ୍ରସ୍ତାବ ଦେଲେ ଇଫ୍ରାନ
ମହେନ୍ଦ୍ର ସିଂହ ଧୋନି ଓ ସୁରେଶ ରାଇନା ଗତ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଉଭୟଙ୍କ ହଠାତ୍ ଅବସର ଘୋଷଣାକୁ ପୂର୍ବତନ ଖେଳାଳି ଏବଂ ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରିନଥିଲେ। ଧୋନି ଓ ରାଇନାଙ୍କ ପାଇଁ ବିଦାୟୀ ମ୍ୟାଚ୍ ଲାଗି ଚାରିଆଡ଼ୁ ଦାବି ଜୋର ଧରିଛି ।…
ଘରୋଇ କ୍ରିକେଟ, ଟି-୨୦ ବିଶ୍ୱକପ ଏବଂ ୨୦୨୩ ବିଶ୍ୱକପକୁ ନେଇ କ’ଣ କହିଲେ ଗାଙ୍ଗୁଲୀ ଜାଣନ୍ତୁ
ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଦେଶର ସମସ୍ତ ରାଜ୍ୟ ସଂଘ ମାନଙ୍କୁ ଆଶ୍ୱସନା ଦେଇଛନ୍ତି ଯେ, ଘରୋଇ କ୍ରିକେଟ ସେତେବେଳେ ଆରମ୍ଭ ହେବ ଯେତେବେଳେ କୋଭିଡ-୧୯ ସ୍ଥିତି ଆୟତ୍ତକୁ ଆସିବ । କିନ୍ତୁ ଘରୋଇ କ୍ରିକେଟ କେବେ ଆରମ୍ଭ ହେବ ତାହା ସଂପର୍କରେ ଗାଙ୍ଗୁଲୀ ସୂଚନା ଦେଇ ନାହାନ୍ତି । ସାମାନ୍ୟ…
ଆରସିବିର ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଖେଳାଳୀ କ୍ୱାରେଣ୍ଟାଇନରେ ରହିବେ ନାହିଁ
ଆଇପିଏଲ୍-୧୩ରେ ଭାଗ ନେବାକୁ ଥିବା ସମସ୍ତ ଖେଳାଳି ଓ ଷ୍ଟାଫ୍ଙ୍କ ପାଇଁ ସଙ୍ଗରୋଧ ନିୟମ ବାଧ୍ୟତାମୂଳକ ରହିଛି । କିନ୍ତୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ଲାଗି ଏହି ନିୟମର ଆବଶ୍ୟକତା ନାହଁ ବୋଲି କହିଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଅଧ୍ୟକ୍ଷ ସଞ୍ଜୀବ ଚୁଡ଼ିୱାଲା।…
ବିସିସିଆଇ ପକ୍ଷରୁ ଆଇପିଏଲ-୧୩ର ନୂଆ ଲୋଗୋ ଉନ୍ମୋଚିତ
ଆଇପିଏଲ୍-୧୩ର ନୂଆ ଲୋଗୋ ଉନ୍ମୋଚିତ ହୋଇଯାଇଛି । ଏହି ଲୋଗୋରେ ଆଇପିଏଲ୍ର ଟାଇଟଲ ପ୍ରାୟୋଜକ ‘ଡ୍ରିମ୍-୧୧’କୁ ସାମିଲ କରାଯାଇଛି । ଆଇପିଏଲ୍ର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ରେ ନୂଆ ଲୋଗୋ ପୋଷ୍ଟ କରାଯାଇଛି । ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ର ଲୋଗୋ ସେୟାର କରିବା…