ବିସିସିଆଇ ପକ୍ଷରୁ ଆଇପିଏଲ-୧୩ର ନୂଆ ଲୋଗୋ ଉନ୍ମୋଚିତ
ଆଇପିଏଲ୍-୧୩ର ନୂଆ ଲୋଗୋ ଉନ୍ମୋଚିତ ହୋଇଯାଇଛି । ଏହି ଲୋଗୋରେ ଆଇପିଏଲ୍ର ଟାଇଟଲ ପ୍ରାୟୋଜକ ‘ଡ୍ରିମ୍-୧୧’କୁ ସାମିଲ କରାଯାଇଛି । ଆଇପିଏଲ୍ର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ରେ ନୂଆ ଲୋଗୋ ପୋଷ୍ଟ କରାଯାଇଛି । ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ର ଲୋଗୋ ସେୟାର କରିବା ସହ ଡ୍ରିମ୍-୧୧’କୁ ଶୁଭେଚ୍ଛା ଜ୍ଞାପନ କରିଛି ।
Comments are closed.