Browsing Category
କ୍ରୀଡା
ଭାରତୀୟ ଦଳର ପ୍ରଦର୍ଶନକୁ ନେଇ କଡା ଚେତାବନୀ ଦେଲେ ରାହୁଲ
ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ରାହୁଲ ଦ୍ରାବିଡ ୨୦୧୯ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଘରୋଇ ମାଟିରେ ଦଳ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେବା ପରେ ରାହୁଲ ଏହି ବୟାନ ଦେଇଛନ୍ତି । ଭାରତର ଏହି ପରାଜୟ ପରେ ଦ୍ରାବିଡ ସ୍ପଷ୍ଟ କହିଛନ୍ତି ଯେ, “ଭାରତୀୟ…
ଧୋନିଙ୍କ ନକଲ କଲେ ପାଣ୍ଡିଆ, ଦେଖନ୍ତୁ ଭିଡିଓ
ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ତଥା ଆଇପିଏଲର ୧୨ତମ ସଂସ୍କରଣ ଖେଳାଯିବାକୁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି । ଆଇପିଏଲର ଏହି ୧୨ତମ ସଂସ୍କରଣ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ବର୍ତ୍ତମାନ ଠାରୁ ଅଭ୍ୟାସ ଆରମ୍ଭ କରିଦେଇଥିବାବେଳେ ଭାରତୀୟ ଅଲରାଉଣ୍ଡର…
ଧୋନିଙ୍କ ବିନା ଭାରତୀୟ ଦଳ ଅଧୁରା : ବେଦୀ
ଭାରତୀୟ କ୍ରିକେଟ ଦଳ ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଅଧୁରା ବୋଲି ମତବ୍ୟକ୍ତ କରିଛନ୍ତି ପୂର୍ବତ୍ତନ ଅଧିନାୟକ ‘ବିଷାନ ସିଂହ ବେଦୀ’ । ସେ କହିଛନ୍ତି ଯେ, “ଧୋନିଙ୍କ ଅନୁପସ୍ଥିତି ଯୋଗୁଁ ଭାରତୀୟ ଦଳ ଅଷ୍ଟ୍ରେଲିଆ ସାମନାରେ ନିଜକୁ ଅସହାୟ ମନେ କରୁଥିଲା । କାରଣ ଭାରତ, ଅଷ୍ଟ୍ରେଲିଆ ସାମନାରେ…
ନେଟ ପ୍ରାକ୍ଟିସରେ ଯୁବରାଜ ଦେଖାଇଲେ ଦମ, ଦେଖନ୍ତୁ ଭିଡିଓ
ଆଇପିଏଲ ୧୧ତମ ସଂସ୍କରଣ ୨୩ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଭାରତୀୟ କ୍ରିକେଟ ଦଳର ବିସ୍ପୋଟକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ବର୍ତ୍ତମାନ ଆଇପିଏଲ ୨୦୧୯ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଯୁବରାଜଙ୍କୁ, ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ୧ କୋଟିରେ କିଣାଯାଇଥିବାବେଳେ ବର୍ତ୍ତମାନ ସେ…
ପୁଣିଥରେ ଦଳରୁ ବାଦ ପଡିଲେ ଧୋନି
ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସରିଜର ତୃତୀୟ ଏବଂ ଚତୁର୍ଥ ଦିନିକିଆ ଖେଳିବାରୁ ବାଦ ପଡିଛନ୍ତି । ଗତ କାଲି ଭାରତ ଅଷ୍ଟ୍ରେଲିଆ ଠାରୁ ୩୨ ରନରେ ପରାଜୟ ବରଣ କରିବା ପରେ ଭାରତର ଆସିସଟାଣ୍ଟ କୋଚ ସଞ୍ଜୟ…
ରାଞ୍ଚିରେ ଧୋନି ଖେଳିବେ ତାଙ୍କ ଶେଷ ଆନ୍ତର୍ଜାତିକ ମ୍ୟାଚ
ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଦିନିକିଆ ବିଶିଷ୍ଟ ଖେଳାଯାଉଥିବା ସିରିଜର ତୃତୀୟ ମ୍ୟାଚ ରାଞ୍ଚିରେ ଖେଳାଯିବାକୁ ଅଛି । ଭାରତ ଏଠାରେ ସିରିଜ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହୋଇଥିବାବେଳେ ଧୋନିଙ୍କ ପାଇଁ ଏହା ରାଞ୍ଚି ଗ୍ରାଉଣ୍ଡରେ ଶେଷ ଆନ୍ତର୍ଜାତିକ ମ୍ୟାଚ ହୋଇପାରେ ।…
ଯୁବରାଜ ପିନ୍ଧିଲେ ରୋହିତଙ୍କ ଜର୍ସି, ଭଉଣୀ ରିତିକା ଦେଲେ ଏଭଳି କମେଣ୍ଟ
ଆଇପିଏଲ ୧୧ତମ ସଂସ୍କରଣର ବିଗୁଲ ବର୍ତ୍ତମାନ ବାଜି ଯାଇଥିବାବେଳେ ଆଉ ଅଳ୍ପ ଦିନ ମଧ୍ୟରେ ଏହା ଆରମ୍ଭ ହେବାକୁ ଯାଉଛି । ବିଶ୍ୱର ସବୁଠାରୁ ବଡ ଘରୋଇ ଟୁର୍ଣ୍ଣାମେଣ୍ଟ ପାଇଁ ବର୍ତ୍ତମାନ ସମସ୍ତ ଫ୍ରାଞ୍ଚାଇଜ ପ୍ରସ୍ତୁତ ହୋଇସାରିଥିବେଳେ ତେବେ ଏହାର କିଛି ଝଲକ ଏବେ ଇନଷ୍ଟାଗ୍ରାମରେ ଦେଖିବାକୁ…
ଆଉ ଗୋଟିଏ ଶତକରେ ସଚିନଙ୍କୁ ପଛରେ ପକାଇବେ କୋହଲି
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଥିବା ବେଳେ ଭାରତ ଏଥିରେ ୨-୦ରୁ ଆଗୁଆ ଅଛି । ଭାରତ ଏହି ସିରିଜର ଦ୍ୱିତୀୟ ଦିନିକିଆ ଜିତିବାର ପ୍ରମୁଖ ଭୂମିକା ବିରାଟ କୋହଲିଙ୍କର ଥିବାବେଳେ ସେ ଏହି ମ୍ୟାଚରେ ଏକ ସୁନ୍ଦର ଶତକୀୟ ପାଳି ମଧ୍ୟ ଖେଳିଥିଲେ ।
ବିରାଟ…
ଦିନିକିଆରେ ୫୦୦ ମ୍ୟାଚ ଜିତିବାର ବିରଳ ରେକର୍ଡ ହାସଲ କଲା ଭାରତ
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ଦିନିକିଆରେ ଘରୋଇ ଦଳ ଅଷ୍ଟ୍ରେଲିଆକୁ ୮ ରନ ପରାସ୍ତ କରିବା ସହ ଦିନିକିଆରେ ସମୁଦାୟ ୫୦୦ଟି ମ୍ୟାଚ ବିଜୟ କରିବାର ଏକ ବିରଳ ରେକର୍ଡ ହାସଲ କରିଛି । ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୯୬୩ଟି ଦିନିକିଆ ମ୍ୟାଚ ଖେଳିଥିବାବେଳେ…
ଆଗାମୀ ବିଶ୍ୱକପରେ ଭାରତର ଏହି ଖେଳାଳୀଙ୍କ ଉପରେ ରହିବ ସମସ୍ତଙ୍କ ନଜର
ବିଶ୍ୱକପ ୨୦୧୯କୁ ଆଉ କେବଳ ତିନି ମାସ ବାକି ରହିଛି । ସମସ୍ତ ଦଳ ଏହି ବିଶ୍ୱକପ ହାତେଇବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲଣି । ତେବେ ଅନ୍ୟପଟେ ଗତ କିଛି ଦିନ ହେବ ଭାରତୀୟ ଟିମ ବିନା ବିଶ୍ରାମରେ ମ୍ୟାଚ ଖେଳି ଆସୁଥିବାବେଳେ ଦଳ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ମଧ୍ୟ ଦଳ ନିଜର…