Browsing Category

ବାଣିଜ୍ୟ

ଏୟାରଟେଲର ଡିଜିଟାଲ୍ ମନୋରଂଜନ ସେବା “ଏୟାରଟେଲ ଏକ୍ସଟ୍ରିମ୍’ର ଶୁଭାରମ୍ଭ

ଭାରତୀ ଏୟାରଟେଲ୍ ପକ୍ଷରୁ ଡିଜିଟାଲ୍ ମନୋରଂଜନ ସେବା ଏୟାରଟେଲ୍ ଏକ୍ସଟ୍ରିମର ଶୁଭାରମ୍ଭ କରାଯାଇଛି । ଏହା ଏକ ସମନ୍ୱିତ ପ୍ଲାଟଫର୍ମ ଯାହା ଜରିଆରେ ଗ୍ରାହକମାନେ ଅନେକ ପ୍ରକାର ଡିଜିଟାଲ୍ ସେବା ପାଇପାରିବେ । ଏୟାରଟେଲ୍ ଏକ୍ସଟ୍ରିମ୍ ଜରିଆରେ ଗ୍ରାହକମାନେ ଶତାଧିକ ସାଟେଲାଇଟ୍ ଟିଭି ଚ୍ୟାନେଲ୍,…

ସେମିଳିଗୁଡ଼ାରେ ଖୋଲିଲା ପ୍ରଥମ ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍

ରିଲାଏନ୍ସ ରିଟେଲର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟ ପକ୍ଷରୁ ସେମିଳିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ବିଶ୍ୱାଳ କମ୍ପେ୍ଲକ୍ସରେ ସେମିଳିଗୁଡ଼ାର ପ୍ରଥମ ରିଲାଏନ୍ସ ସ୍ମାର୍ଟ ଷ୍ଟୋର ଖୋଲାଯାଇଛି । ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ…

ରିଲାଏନ୍ସ ଜିଓ ଓଡ଼ିଶାରେ ନିଜର ସ୍ଥିତିକୁ ସୁଦୃଢ଼ କଲା

ଓଡ଼ିଶାର ଟେଲିକମ ଓ ଡିଜିଟାଲ ସେବା କ୍ଷେତ୍ରରେ ରାଜସ୍ୱ ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦଢ଼ କରି ରିଲାଏନ୍ସ ଜିଓ ୨୦୧୯ ଜୁନ ତ୍ରୟମାସରେ ମୋଟ ରାଜସ୍ୱ କ୍ଷେତ୍ରରେ ୪୬.୬%ରୁ ଅଧିକ ବଜାର ଅଂଶ ହାସଲ କରିଥିବା ଭାରତୀୟ ଦୂରସଂ·ର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଏହି କ୍ଷେତ୍ର ଲାଗି ଜାରି…

ଆଇସିସି ପକ୍ଷରୁ ଆୟୋଜନ କରାଯିବ ଏଚଆର୍ ଲିଡରସିପ୍ ସମିଟ୍ ୨୦୧୯

ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ତରଫରୁ ଭୁବନେଶ୍ୱରର ମେ’ଫେୟାର କନ୍ଭେନ୍ସନ୍ ଠାରେ ଏଚ୍ଆର୍ ଲିଡରସିପ୍ ସମିଟ୍ ୨୦୧୯କୁ ଆସନ୍ତା ଅଗଷ୍ଟ ୩୦ ତାରିଖରେ ଆୟୋଜନ କରାଯିବ । ଏହି ସମିଟ୍ର ମୂଳ ଲକ୍ଷ୍ୟ ହେଉଛି ମାନବ ସମ୍ବଳ ପରିଚାଳନା ସହ ଜଡ଼ିତ ଥିବା ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ…

ହ୍ରୁଲଜନ୍ ହେଲଥକେୟାର ପକ୍ଷରୁ ଓଡ଼ିଶାରେ ନୂତନ ଉତ୍ପାଦର ବଜାର ପ୍ରବେଶ

କଟକ: ଗୁଜରାଟର ରାଜକୋଟ ସ୍ଥିତ କଂପାନି ହ୍ରୁଲଜନ ହେଲଥାକେୟାର ପକ୍ଷରୁ ଏହାର ନୂତନ ଉତ୍ପାଦଗୁଡ଼ିକୁ ଓଡ଼ିଶା ବଜାରରେ ଉନ୍ମୋଚନ କରାଯାଇଛି । କଂପାନି ପକ୍ଷରୁ ମହିଳାଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଉତ୍ପାଦ ସମେତ ବେବି କେୟାର ଉତ୍ପାଦକୁ ମଧ୍ୟ ଉନ୍ମୋଚନ କରାଯାଇଛି । କଂପାନି ଉନ୍ମୋଚନ…

ଭୁବନେଶ୍ୱରରେ ସିିଲ୍କ ଇଣ୍ଡିଆ ଏକ୍ସପୋର ଶୁଭାରମ୍ଭ

ଭୁବନେଶ୍ୱର: ହସ୍ଥଶିଳ୍ପୀ - ଆର୍ଟିଜାନ୍ସ ଏବଂ ୱେଭର୍ସର୍ ୱେଲଫେୟାର୍ ଆସୋସିଏସନ୍ ପକ୍ଷରୁ ଏକ ୧୦ ଦିନିଆ ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ ହୋଟେଲ୍ ନ୍ୟୁମାରିୟନ୍ ଠାରେ ଓଲିଉଡ ଅଭିନେତ୍ରୀ ପୁନମ୍ ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି ଯାହାକି ଚଳିତବର୍ଷ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ ।…

ବ୍ରାଣ୍ଡ୍ ଫ୍ୟାକ୍ଟରୀ ପକ୍ଷରୁ ୪ଦିନିଆ ସର୍ତ୍ତବିହୀନ ସପିଙ୍ଗର ଘୋଷଣା

ଭୁବନେଶ୍ୱର: ଭାରତର ଅଗ୍ରଣୀ ଫ୍ୟାସନ୍ ଡିସକାଉଣ୍ଟ୍ ଷ୍ଟୋର୍, ବ୍ରାଣ୍ଡ୍ ଫ୍ୟାକ୍ଟରୀ ଏହାର ଫ୍ୟାସନ ପ୍ରେମୀମାନଙ୍କୁ ଆନନ୍ଦଦେବା ପାଇଁ ପ୍ରସ୍ତୁତ ହୋଇଯାଇଛି । ଏହି ମହାସଞ୍ଚୟ ଷ୍ଟୋର୍ ଚଳିତ ବର୍ଷର ଅଗଷ୍ଟ ୮ ରୁ ୧୧ତାରିଖ ପର୍ଯ୍ୟନ୍ତ ‘ନୋ କଣ୍ଡିସନସ୍ ଅପ୍ଲାଏ ଅଫର୍’ ସହ ୪ଦିନିଆ ସପିଙ୍ଗ୍ର…

୧୦ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ବିଗ୍ ବଜାରର “୬ ଦିନିଆ ମହାବଚ୍ଚତ୍” ଅଫର

ଭାରତର ବହୁ ପ୍ରତିକ୍ଷିତ ସପିଙ୍ଗ ଫେଷ୍ଟିଭାଲ ବିଗ୍ ବଜାରର “୬ ଦିନିଆ ମହାବଚତ୍” ଅଫର୍ ଆସିଯାଇଛି । ସମଗ୍ର ଭାରତରେ ପ୍ରତ୍ୟେକ ଗ୍ରାହକ ଚଳିକ ମାସ ୧୦ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଫୁଡ୍ ଓ ଗ୍ରୋସରୀ ଆଇଟମରୁ ଆରମ୍ଭ କରି ଫ୍ୟାସନ ପୋଷାକ, ଗୃହୋପକରଣ, ରୋଷେଇ ଉପକରଣ ରୁ ଆମମ୍ଭ କରି ଗୃହସଜ୍ଜା ଉପକରଣ…

ଭୁବନେଶ୍ୱରର ଏସ୍ପ୍ଲାନେଡ୍ ୱାନ ମଲରେ “ଆଇଡେଷ୍ଟିନି’ ଷ୍ଟୋର୍ ଉଦଘାଟିତ

ଓଡ଼ିଶାକୁ ଏହାର ପ୍ରଥମ ତଥା ଏକମାତ୍ର ଆପଲ୍ ପ୍ରିମିୟମ ରିସେଲର ଷ୍ଟୋର୍ ଅଗଷ୍ଟ ୨ରେ ମିଳିଛି । ଆପଲ୍ ପ୍ରିମିୟମ ଷ୍ଟୋର୍ “ଆଇଡେଷ୍ଟିନି’ ଏବେ ଭୁବନେଶ୍ୱରର ଏସପ୍ଲାନେଡ୍ ୱାନ୍ ମଲ୍ ଖୋଲିଛି ଯାହା ଗ୍ରାହକମାନଙ୍କୁ ଆକର୍ଷିତ କରୁଛି । ଭୁବନେଶ୍ୱର ଗ୍ରାହକମାନେ ଏହି ଷ୍ଟୋର୍ରେ ଶ୍ରେଷ୍ଠ ଆପଲ୍ର…

ଭୁବନେଶ୍ୱରରେ ରିଲାଏନ୍ସ ସ୍ମାର୍ଟର ନୂଆ ଷ୍ଟୋର୍‍ ଶୁଭାରମ୍ଭ

ରିଲାଏନ୍ସ ରିଟେଲ୍‍ ଅଧୀନ ସର୍ବବୃହତ୍‍ ଢ଼ାଞ୍ଚାର ସୁପରମାର୍କେଟ୍‍ ରିଲାଏନ୍ସ ସ୍ମାର୍ଟ ଭୁବନେଶ୍ୱରର ପଟିଆ ମେନ୍‍ ରୋଡ଼ସ୍ଥିତ ରିଲାଏନ୍ସ ଟ୍ରେଣ୍ଡ ନିକଟ ସାଇସୁମନ କମର୍ସିଆଲ କମ୍ପେ୍ଲକ୍ସ ପରିସରରେ ଏକ ନୂଆ ଷ୍ଟୋର୍‍ ଆଜି ଶୁଭାରମ୍ଭ କରିଛି । ଗୋଟିଏ ଛାତ ତଳେ କିରାନା (ଗ୍ରସରୀ) ସାମଗ୍ରୀ, ଫଳ ଓ…