Browsing Category
ବାଣିଜ୍ୟ
ସମ୍ବଲପୁରରେ ଖୋଲିଲା ରିଲାଏନ୍ସ ସ୍ମାର୍ଟର ପ୍ରଥମ ଷ୍ଟୋର
ରିଲାଏନ୍ସ ରିଟେଲର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ରିଟେଲ୍ ପକ୍ଷରୁ ସମ୍ବଲପୁରର ବୁଢ଼ାରଜା ମେନ୍ ରୋଡରେ ବାଲାଜୀ ଡେଭେଲପରରେ ପ୍ରଥମ ଷ୍ଟୋର ଖୋଲାଯାଇଛି । ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମଓୟାର ଇତ୍ୟାଦି…
ଇଣ୍ଡିଆ ମାଇନିଂ କନକ୍ଲେଭ୍ ୨୦୧୯ ଉଦଯାପିତ
ଭୁବନେଶ୍ୱର: ଖଣି ନିଲାମ ପ୍ରକ୍ରିୟାରେ ମଂଜୁରି ହସ୍ତାନ୍ତର ବିଷୟକୁ ସାମିଲ କରିବା ପାଇଁ ଖଣି ଶିଳ୍ପ ଦାବି କରିଛି । ନିଲାମ ହେବାକୁ ଯାଉଥିବା ଖଣିଗୁଡ଼ିକ ପାଖରେ ଥିବା ଜଙ୍ଗଲ ମଂଜୁରି ଓ ପରିବେଶ ମଂଜୁରି ଯେଭଳି ସୁବିଧାରେ ନୂତନ କଂପାନି ପାଖକୁ ହସ୍ତାନ୍ତର ହୋଇପାରିବ ସେଥିପାଇଁ ବ୍ୟବସ୍ଥା…
ଉତ୍ତମ ମାନର କ୍ୟାମେରା ଯୁକ୍ତ ମୋଟୋ ଜି୮ ପ୍ଲସର ଶୁଭାରମ୍ଭ
ମୋଟୋରୋଲାର ମୋଟୋ ଜି ପରିବାର ଏହାର ଉପଭୋକ୍ତାମାନଙ୍କୁ ଆକର୍ଷଣୀୟ ବୈଶିଷ୍ଟ୍ୟ ପ୍ରଦାନ କରୁଛି, ଯେଉଁମାନେ ଗୁଣବତ୍ତା, ପ୍ରଯୁକ୍ତି କିମ୍ବା ଅନୁଭୂତି ଆଦିରେ କୌଣସି ବୁଝାମଣା କରିବାକୁ ଚାହାନ୍ତି ନାହିଁ । ଏହାର ଚିନ୍ତାଧାରାକୁ ବଜାୟ ରଖି ନୂତନ ମୋଟୋ ଜି୮ ପ୍ଲସ୍ ଏହାର ଉପଭୋକ୍ତାଙ୍କୁ ମାତ୍ର…
ଚଳିତ ପାର୍ବଣରେ ସୋନୀ ପକ୍ଷରୁ ଅଫର ବର୍ଷା
ସୋନୀ ଇଣ୍ଡିଆ ପକ୍ଷରୁ ଚଳିତ ପାର୍ବଣ ଋତୁ ପାଇଁ ଏହାର ବିଭିନ୍ନ ଅଫର ଗୁଡ଼ିକ ଶୁଭାରମ୍ଭ କରିଛି । ପ୍ରତ୍ୟେକ ବର୍ଗରେ ନୂତନ ଉତ୍ପାଦର ଭିନ୍ନ ଭିନ୍ନ ପ୍ରକାର, ପ୍ରମୁଖ ଉତ୍ପାଦ ମଡେଲ୍ ଉପରେ ଚମତ୍କାର ରିହାତି, ସମସ୍ତ ବର୍ଗରେ ଉତ୍ପାଦଗୁଡ଼ିକୁ ଚୟନ କରି ନିଶ୍ଚିତ ଉପହାର ସହିତ ସୋନୀ ଭାରତରେ ନିଜର…
ହାୟର ପକ୍ଷରୁ ଚଳିତ ପାର୍ବଣ ଋତୁରେ ଆକର୍ଷଣୀୟ ଅଫରର ଶୁଭାରମ୍ଭ
ଭୁବନେଶ୍ୱର : ଘରୋଇ ଉପକରଣ ଏବଂ ଗ୍ରାହକ ବୈଦ୍ୟୁତିକ ଓ ବିଶ୍ୱର ଅଗ୍ରଣୀ ଉପକରଣଭିତ୍ତିକ କମ୍ପାନୀ ହାୟର ପକ୍ଷରୁ ଚଳିତ ପାର୍ବଣ ଋତୁକୁ ଅଧିକ ଖୁସି କରିବା ପାଇଁ ଏହାର ବିଭିନ୍ନ ଉତ୍ପାଦ ଉପରେ ଆକର୍ଷଣୀୟ କ୍ୟାସ ବ୍ୟାକ ଅଫର ସହ ଅଧିକ ଛାଡ କରିବାର ଘୋଷଣା କରିଛି । ବାଜାଜ ଫିନସର୍ଭେ,…
କ୍ୟାନନ୍ ଇଣ୍ଡିଆ ପକ୍ଷରୁ ଚଳିତ ପାର୍ବଣରେ ବିଭିନ୍ନ ଅଫରର ଶୁଭାରମ୍ଭ
ଭୁବନେଶ୍ୱର: ଏହି ପାର୍ବଣ ଋତୁର ଭାବନାକୁ ଲକ୍ଷ୍ୟ କରି କ୍ୟାନନ୍ ଇଣ୍ଡିଆ ଏହାର ନୂତନ ବ୍ରାଣ୍ଡ ଅଭିଯାନ “ଡୁ ଗ୍ରେଟ୍ ୱିଥ୍ କ୍ୟାନନର ଶୁଭାରମ୍ଭ କରିଛି, ଯାହା ଗ୍ରାହକମାନଙ୍କ ‘ଫଟୋଗ୍ରାଫି ନିଶାକୁ ସଶକ୍ତ ଓ ସକ୍ରିୟ କରିବା ନିମନ୍ତେ ପ୍ରତିଶୃତି ପ୍ରଦାନ କରୁଛି । ଏହି ଅଭିଯାନ ମାଧ୍ୟମରେ…
ଭୁବନେଶ୍ୱର-କଟକର ପ୍ରମୁଖ ଦୁର୍ଗାପୂଜା ପେଣ୍ଡାଲର ଝଲକ ଦେଖନ୍ତୁ ଏବେ ମୋବାଇଲରେ
ଦୁର୍ଗାପୂଜା ଓ ଦଶହରାର ପାର୍ବଣ ଅବସରରେ ପ୍ରମୁଖ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ଜିଓ ପକ୍ଷରୁ ଭୁବନେଶ୍ୱର /କଟକ ସହରର ଚାରିଟି ଲେଖାଏଁ ପ୍ରମୁଖ ପୂଜା ମଣ୍ଡପ ଓ ପେଣ୍ଡାଲକୁ ମାଇଁ ଜିଓ ଆପ୍ସରେ ଏନଗେଜ ବର୍ଗରେ ଆକର୍ଷଣୀୟ ଭିଡିଓ ଜରିଆରେ ଉପସ୍ଥାପିତ କରାଯାଇଛି ।
ଏହି ଡିଜିଟାଲ…
ପ୍ଲେ ପକ୍ଷରୁ ଦମଦାର ସ୍ମାର୍ଟ ବ୍ୟାଣ୍ଡ ଏବଂ ନେକ ବ୍ୟାଣ୍ଡ ଏବେ ବଜାରରେ
ଦିଲ୍ଲୀ ସ୍ଥିତ ସ୍ମାର୍ଟ ୱେରେବୁଲ୍ ଓ ଅଡିଓ ଉତ୍ପାଦ ତିଆରି କରୁଥିବା କମ୍ପାନୀ ପ୍ଲେ ନିଜର ତିନୋଟି ଉତ୍ପାଦ ଏବେ ବଜାରକୁ ଆଣିଛି । ସେଠି ମଧ୍ୟରେ ରହିଛି ଦୁଇଟି ସ୍ମାର୍ଟ ବ୍ୟାଣ୍ଡ – ପ୍ଲେଫିଟ୍୨୧ ଓ ପ୍ଲେଫିଟ୍୫୩ ଏବଂ ଗୋଟିଏ ୱାଏରଲେସ୍ ନେକ ବ୍ୟାଣ୍ଡ ଏନ୍୨୩ । ଆମାଜନରେ ପ୍ଲେଫିଟ୍୨୧ ମୂଲ୍ୟ…
ଭଦ୍ରକ ଓ ବାଲେଶ୍ୱରରେ ଖୋଲିଲା ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍
ରିଲାଏନ୍ସ ରିଟେଲର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟ ପକ୍ଷରୁ ଭଦ୍ରକ ଓ ବାଲେଶ୍ୱରରେ ପ୍ରଥମ ରିଲାଏନ୍ସ ସ୍ମାର୍ଟ ଷ୍ଟୋର ଖୋଲାଯାଇଛି । ଏହି ଦୁଇ ନୂଆ ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍ ଜିଲ୍ଲାର କେନ୍ଦ୍ରୀୟ ଗହଳଚହଳ ସ୍ଥାନ ଭଦ୍ରକର ଛପୁଲିଆ ବାଇପାସରେ ଥିବା…
ଭାରତରେ ଲେକ୍ସସ୍ ଆରଏକ୍ସ ୪୫୦ଏଚଏଲର ଶୁଭାରମ୍ଭ
ଭୁବନେଶ୍ୱର: ଅଗ୍ରଣୀ ବିଳାସପୂର୍ଣ୍ଣ କର୍ ନିର୍ମାତା ଲେକ୍ସସ୍ ଇଣ୍ଡିଆ ପକ୍ଷରୁ ସମସ୍ତ-ନୂତନ ଆରଏକ୍ସ ୪୫୦ଏଚ୍ଏଲ୍ ବିଳାସପୂର୍ଣ୍ଣ ଏସ୍ୟୁଭିର ଶୁଭାରମ୍ଭ କରାଯାଇଛି, ଯାହା ବ୍ରାଣ୍ଡର ପ୍ରମୂଖ ମଡେଲରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଆରଏକ୍ସର ବୁକିଂ ଅକ୍ଟୋବର ୨୦୧୯ରୁ ଆରମ୍ଭ ହେଉଛି ।…