ଉତ୍ତମ ମାନର କ୍ୟାମେରା ଯୁକ୍ତ ମୋଟୋ ଜି୮ ପ୍ଲସର ଶୁଭାରମ୍ଭ


ମୋଟୋରୋଲାର ମୋଟୋ ଜି ପରିବାର ଏହାର ଉପଭୋକ୍ତାମାନଙ୍କୁ ଆକର୍ଷଣୀୟ ବୈଶିଷ୍ଟ୍ୟ ପ୍ରଦାନ କରୁଛି, ଯେଉଁମାନେ ଗୁଣବତ୍ତା, ପ୍ରଯୁକ୍ତି କିମ୍ବା ଅନୁଭୂତି ଆଦିରେ କୌଣସି ବୁଝାମଣା କରିବାକୁ ଚାହାନ୍ତି ନାହିଁ । ଏହାର ଚିନ୍ତାଧାରାକୁ ବଜାୟ ରଖି ନୂତନ ମୋଟୋ ଜି୮ ପ୍ଲସ୍ ଏହାର ଉପଭୋକ୍ତାଙ୍କୁ ମାତ୍ର ୧୩,୯୯୯ ଟଙ୍କାରେ ସର୍ବୋତ୍ତମ କ୍ୟାମେରା ଅନୁଭୂତି, ଏକ ପ୍ରଶଂସନୀୟ ବ୍ୟାଟେରୀ, ଅଭୂତପୂର୍ବ ସାଉଣ୍ଡ ଓ ଡିସପ୍ଲେ ସହିିତ ଏକ ଚମତ୍କାର ଆଣ୍ଡ୍ରଏଡ଼ ଅନୁଭୂତି ପ୍ରଦାନ କରୁଛି ।

ହରାଇବାକୁ ଗୁଡ଼ବାଏ ଓ ମୋଟୋ ଜି୮ ପ୍ଲସକୁ ହେଲୋ କୁହନ୍ତୁ । ଏକ ଉନ୍ନତ ଶ୍ରେଣୀର କ୍ୱାଡ଼ ପିକ୍ସେଲ୍ କ୍ୟାମେରା ବ୍ୟବସ୍ଥା ସହିତ ଯେ କୌଣସି ଆଲୋକ ପରିସ୍ଥିତିରେ ତୀକ୍ଷ୍ଣ ଫଟୋ ଓ ଭିଡିଓ ପାଇଁ ଏହା ୪ଏକ୍ସ ନିମ୍ନ ଆଲୋକରେ ଫଟୋ ଉଠାଇବାର ସୂକ୍ଷ୍ମତା ପ୍ରଦାନ କରୁଛି । ୪୮ ମେଗା ପିକ୍ସେଲ ମୁଖ୍ୟ କ୍ୟାମେରା ସେନ୍ସର୍ ବ୍ୟବହାର କରି ବ୍ୟବହାରକାରୀମାନେ ଦିନରେ କିମ୍ବା ରାତିରେ ରଙ୍ଗୀନ ଫଟୋ ଉତ୍ତୋଳନ କରିପାରିବେ ଏବଂ ଏକ ଅଲ୍ଟ୍ର-ୱାଇଡ଼ ଆକ୍ସନ୍ କ୍ୟାମେରା ସହିତ ଆହୁରି ଅଧିକ ଗ୍ରହଣ କରିପାରୁଛନ୍ତି ଏବଂ କେବଳ ଏତିକି ନୁହେଁ, ୨୫ ମେଗା ପିକ୍ସେଲ ସେଲଫି କ୍ୟାମେରା ସହିତ ବ୍ୟବହାରକାରୀମାନେ ସର୍ବୋତ୍ତମ ସେଲ୍ଫି ନେଇପାରୁଛନ୍ତିି । ମୋଟୋ ଜି୮ ପ୍ଲସ୍ ଗ୍ରାହକଙ୍କୁ ଏକ ୬.୩” ସର୍ବାଧିକ ଭିଜନ୍ ଡିସପ୍ଲେ ଏବଂ କ୍ରିଷ୍ଟାଲ୍ କ୍ଲିଅର୍ ଚଳଚ୍ଚିତ୍ର ତଥା ମ୍ୟୁଜିକ୍ ପାଇଁ ଡଲ୍ବି ଦ୍ୱାରା ନିର୍ମିତ ଷ୍ଟେରିିଓ ସ୍ପିକର୍ ପ୍ରଦାନ କରୁଛି । ଏକ ୪୦ ଘଣ୍ଟା ବ୍ୟାଟେରୀ ଅବଧି ସହିତ ଗ୍ରାହକମାନେ ଅବାଧରେ କାର୍ଯ୍ୟ ଓ ପରିଚାଳନା କରିପାରୁଛନ୍ତିି ।

୪୮ ମେଗା ପିକ୍ସେଲ ମୁଖ୍ୟ ସେନ୍ସର
ଲେଜର୍ ଅଟୋଫୋକସ୍ ସହିତ ୪୮ ମେଗା ପିକ୍ସେଲ ମୁଖ୍ୟ ସେନ୍ସର୍ ବ୍ୟବହାରକାରୀଙ୍କ ବସ୍ତୁକୁ ଆଖି ପିଚ୍ଛୁଳାକେ ଫୋକସକୁ ଆଣୁଛି । ପରିସ୍ଥିତି କ’ଣ ରହିଛି ଏହା କିଛି ମତ ରଖୁନାହିଁ, ଏଫ୍/୧.୭୯ ଆପେର୍ଚର୍ ଅଧିକ ଆଲୋକ ପ୍ରଦାନ କରୁଛି, ଯେତେବେଳେକି ବୃହତ୍ ୧.୬ୟୁଏମ୍ କ୍ୱାଡ଼ ପିକ୍ସେଲ୍ କମ୍ ଆଲୋକରେ ୪ ଗୁଣ ଅଧିକ ନିମ୍ନ ଆଲୋକ ସୂକ୍ଷ୍ମତା ପ୍ରଦାନ କରୁଛି । ତେଣୁ ବ୍ୟବହାରକାରୀମାନେ ସବୁ ସମୟରେ ଉତ୍ତମ ଫଳାଫଳ ପାଉଛନ୍ତିି । ଅନ୍ଧାର ପରେ ବାହାରକୁ ଆସୁଛନ୍ତି କି? ନାଇଟ୍ ଭିଜନ୍ ଚମତ୍କାର ରାତ୍ରୀକାଳିନ ଫଟୋ ପ୍ରଦାନ କରୁଛି ।

୨୫ ମେଗା ପିକ୍ସେଲ ସେଲ୍ଫି କ୍ୟାମେରା
ଘର ଭିତରେ କିମ୍ବା ବାହାରେ ଗ୍ରାହକମାନଙ୍କର ସେଲ୍ଫି ଚିତାକର୍ଷକ ରହିବ ବୋଲି ସେମାନେ ନିଶ୍ଚିତ ରୁହନ୍ତୁ । ଉଜ୍ଜଳ ଆଲୋକରେ ୨୫ ଏମ୍ପି ସେନ୍ସର୍ ସମସ୍ତ ଜିନିଷକୁ ଉତ୍ତୋଳନ କରୁଛି । ଏବଂ କମ୍ ଆଲୋକରେ କ୍ୱାଡ଼ ପିକ୍ସେଲ୍ ଜ୍ଞାନକୌଶଳ ୪ଗୁଣ ନିମ୍ନ ଆଲୋକ ସୂକ୍ଷ୍ମତା ପ୍ରଦାନ କରୁଛି, ଯାହା ବ୍ୟବହାରକାରୀଙ୍କୁ ସର୍ବୋତ୍ତମ ଓ ସବୁଠାରୁ ଅଧିକ ଉଜ୍ଜଳତା ପ୍ରଦାନ କରୁଛି ।

ଉତ୍ସର୍ଗୀକୃତ ଆକ୍ସନ୍ କ୍ୟାମେରା
କ୍ୱାଡ଼ ପିକ୍ସେଲ୍ ଜ୍ଞାନକୌଶଳ ସହିତ କମ୍ ଆଲୋକରେ ଉଜ୍ଜଳତମ ଭିଡିଓ ଗ୍ରହଣ କରିବା ନିମନ୍ତେ ଏହା ଏକ ଡିଜାଇନ୍ କରାଯାଇଥିବା କ୍ୟାମେରା ଅଟେ । ୧୧୭ଓ ଅଲ୍ଟ୍ରା-ୱାଇଡ଼ ଆକ୍ସନ୍ କ୍ୟାମେରା. ୩ ସହିତ ଏହା ଫ୍ରେମ୍ରେ ୪ଗୁଣ ଅଧିକ ଫିଟ୍ ହେଉଛିି । ଅସ୍ଥିରତା ପରିସ୍ଥିିତି ସମୟରେ ତ୍ୱରିତ ଭିଡିଓ ସ୍ଥିରତା ସହିତ ଏହା କାର୍ଯ୍ୟକଳାପଗୁଡ଼ିକୁ କୋମଳ ରହିବାକୁ ନିଶ୍ଚିତତା ପ୍ରଦାନ କରୁଛି । ବ୍ୟବହାରକାରୀମାନେ ଯାହା ସୁଟିଂ କଲେ ମଧ୍ୟ ସେମାନେ କ୍ୟାମେରାକୁ ଭୁଲମ୍ବ ଭାବେ ଧରି ୱାଇଡ଼ ଆଙ୍ଗେଲ୍ ଭିିଡିଓ ରେକର୍ଡ କରିପାରିବେ । ଏହା ସୁବିଧା ଓ ଆରାମଦାୟକ ଅଟେ, ଯାହାଦ୍ୱାରା ବ୍ୟବହାରକାରୀମାନେ କୌଣସି କାର୍ଯ୍ୟକଳାପକୁ ମଧ୍ୟ ହରାଇବେ ନାହିଁ ।

ଡଲବି ଏବଂ ଗୋଟିଏ ୬.୩’’ ଏଫଏଚଡି + ମ୍ୟାକ୍ସ ଭିଜନ ଡିସପ୍ଲେରେ ବ୍ୟବସ୍ଥିତ ଷ୍ଟେରିଓ ସ୍ପିକର
ମୁଭି ଏବଂ ଭିଡିଓ ଗୁଡ଼ିକୁ ଏକ ବୃହତ ୬.୩’’ ମ୍ୟାକ୍ସ ଭିଜନ (୧୯:୯) ସମ୍ପୂର୍ଣ୍ଣ ଏଚଡି ଯୁକ୍ତ ଡିସପ୍ଲେ ଏବଂ ମ୍ୟାଚିଙ୍ଗ ଅଡିଓ ଆଉଟପୁଟ ସହିତ ଷ୍ଟେରିଓ ସ୍ପିକରରୁ ଦୁଇ ଗୁଣ ଅଧିକ ଶକ୍ତିଶାଳୀ ସାଉଣ୍ଡ ସହ ଡଲବି ଦ୍ୱାରା ବ୍ୟବସ୍ଥିତ ଏହି ମୋଟୋ ଜି୮ ପ୍ଲସ ପ୍ରତ୍ୟେକ ମୂହୂର୍ତ୍ତରେ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରାଯାଇଛି ।

ଟର୍ବୋପାୱାର ସହ ୪୦ ଘଣ୍ଟାର ବ୍ୟାଟେରୀ
ଏହି ୪୦୦୦ ମେଗାହର୍ଜ ବ୍ୟାଟେରୀ ଥରେ ମାତ୍ର ଚାର୍ଜିଙ୍ଗରେ ୪୦ ଘଣ୍ଟାର ବ୍ୟାଟେରୀ ଲାଇଫ ଯୋଗାଇଥାଏ । ଟର୍ବୋପାୱାର ୨ର ଦ୍ରୁତ ଚାର୍ଜିଙ୍ଗ ସହ ୧୫ ମିନିଟ ମଧ୍ୟରେ ଜଲଦି ଚାର୍ଜିଙ୍ଗ ନେଇ ୮ ଘଣ୍ଟାର ଶକ୍ତି ଯୋଗାଇଥାଏ ।

ସମ୍ପୂର୍ଣ୍ଣ ଆଣ୍ଡ୍ରଏଡ ଅନୁଭୂତି
ଆମର ପ୍ରଶଂସକମାନେ ଜାଣିଥିବା ଏବଂ ପସନ୍ଦ କରିଥିବା ଷ୍ଟକ ଆଣ୍ଡ୍ରଏଡ ୯ ପାଏ ସଫ୍ଟଓୟାର ଏବଂ ମୋଟୋ ଅନୁଭୂତିରେ ବ୍ୟବସ୍ଥିତ ଏହି ମୋଟୋ ଜି୮ ପ୍ଲସ, ବ୍ଲଟୱେଅର-ମୁକ୍ତ, ଆଡ-ମୁକ୍ତ ସ୍ମାର୍ଟଫୋନ ପ୍ରଦାନ କରୁଛି ।

ଆକର୍ଷଣୀୟ ଜଳ ପ୍ରତିରୋଧି ଡିଜାଇନ
କସ୍ମିକ ବ୍ଲୁ ଏବଂ କ୍ରିଷ୍ଟାଲ ପିଙ୍କ ଭଳି ଦୁଇଟି ସୁନ୍ଦର ରଙ୍ଗରୁ ଚୟନ କରନ୍ତୁ ଯାହାକି ଆଲୋକ ସଂସ୍ପର୍ଷରେ ଆସିବା ସମୟରେ ରଙ୍ଗ ପରିବର୍ତ୍ତନ କରିଥାଏ । ବର୍ଷା ସମୟରେ ରନିଙ୍ଗ କିମ୍ବା କୌଣସି କଲ ଉଠାଇବା ସମୟରେ ଆଉ ଚିନ୍ତା କରନ୍ତୁ ନାହିଁ, କାରଣ ଏହାର ଜଳ ପ୍ରତିରୋଧି ଡିଜାଇନ ଆପଣଙ୍କ ଫୋନକୁ ବାହାରେ ଏବଂ ଭିତରେ ମଧ୍ୟ ସୁରକ୍ଷିତ ରଖିଥାଏ ।

ଷ୍ଟୋରେଜ ଏବଂ ପ୍ରଦର୍ଶନ
୬୪ ଜିବି ଷ୍ଟୋରେଜ (୫୧୨ ପର୍ଯ୍ୟନ୍ତ ସଂପ୍ରସାରଣ ଯୋଗ୍ୟ), ୪ ଜିବି ଡିଡିଆର୪ ର‌୍ୟାମ ଏବଂ ଏସଡି୬୬୫ ଅକ୍ଟାକୋର ପ୍ରୋସେସର ଉପରେ ଶକ୍ତିଶାଳୀ ତଥା ପ୍ରଭାବକାରୀ କ୍ୱାଲକମ ସ୍ନାପଡ୍ରାଗନ ସହିତ ଆପଣଙ୍କ ଫୋନ ଯାହା ହେଲେ ମଧ୍ୟ ଆପଣଙ୍କ ସହିତ ଚାଲିଥାଏ ।

ମୂଲ୍ୟ ଏବଂ ଉପଲବ୍ଧତା
ଏହି ଆକର୍ଷଣୀୟ ମୋଟୋ ଜି୮ ପ୍ଲସ କସ୍ମିକ ବ୍ଲୁ ଏବଂ କ୍ରିଷ୍ଟାଲ ପିଙ୍କ ଭଳି ରଙ୍ଗରେ ଉପଲବ୍ଧ ହେଉଥିବା ବେଳେ ଏହାର ସେଲ ଚଳିତ ବର୍ଷ ଅକ୍ଟୋବର ମାସରେ ଞ୍ଚଞ୍ଚ ଘଣ୍ଟାରୁ ଫ୍ଲିପକାର୍ଟରେ ହେବାକୁ ଯାଉଛି । ସେହିଭଳି ଏହି ଆକର୍ଷଣୀୟ ସ୍ମାର୍ଟଫୋନର ମୂଲ୍ୟ ମାତ୍ର ଟ.୧୩,୯୯୯ /- ରହିଛି ।

ଶୁଭାରମ୍ଭ ଅଫର
ରିଲାଏନ୍ସ ଜିଓରେ ଟ.୨୨୦୦/-ର ତୁରନ୍ତ କ୍ୟାସବ୍ୟାକ ସମେତ ୩୦୦୦ ମୂଲ୍ୟର କ୍ଲିୟର ଟ୍ରିପ କୁପନ ଓ ୨୦୦୦ ମୂଲ୍ୟର ଜୁମକାର ଭାଉଚର ରହିଛି । ସର୍ତ୍ତାବଳୀ ଲାଗୁ ।


Share It

Comments are closed.