Browsing Tag

prajukti-latest

ଆସସ୍ ପକ୍ଷରୁ ବିଶ୍ୱର ସବୁଠାରୁ ଛୋଟ ନୋଟବୁକର ଶୁଭାରମ୍ଭ

ଆସସ୍ ପକ୍ଷରୁ ଏହାର କମ୍ପ୍ୟାକ୍ଟ ଜେନବୁକ ସିରିଜର ଏହି ତିନୋଟି ନୂଆ ଅତ୍ୟାଧୁନିକ ଲାପଟପ୍, ଜେନବୁକ ୧୫(ୟୁଏକ୍ସ୫୩୩), ଜେନବୁକ ୧୪(ୟୁଏକ୍ସ୪୩୩) ଏବଂ ଜେନବୁକ ୧୩(ୟୁଏକ୍ସ୩୩୩)ର ଶୁଭାରମ୍ଭ କରାଯାଇଛି । ଯାହାକି ୧୩ ଇଞ୍ଚ୍, ୧୪ ଇଞ୍ଚ୍ ଏବଂ ୧୫ ଇଞ୍ଚ୍ ବିଶିଷ୍ଟ ହେବା ସହିତ ନିଜର ପତଳା, ହାଲୁକା…

ଭାରତରେ ନୋକିଆ ୮.୧ର ଶୁଭାରମ୍ଭ

ନୋକିଆ ଫୋନର ଘର ଏଚଏମଡି ଗ୍ଲୋବାଲ ପକ୍ଷରୁ ନୂତନ କନଫିଗ୍ୟୁରେସନ ସହିତ ନୂତନ ଭାରିଆଣ୍ଟର ନୋକିଆ ୮.୧ର ଶୁଭାରମ୍ଭ କରାଯାଇଛି ଯାହା ମଧ୍ୟରେ ୬ଜିବି ରାମ ଏବଂ ୧୨୮ ଜିବି ରୋମ ରହିଛି । ଏହି ଫ୍ଲାଗସିପ ବାସ୍ତବ ଡିସପ୍ଲେ ସହିତ ଅତ୍ୟନ୍ତ ଶକ୍ତିଶାଳୀ ଅବତାରରେ ଅତିରିକ୍ତ ପ୍ରଦର୍ଶନ ଏବଂ ଷ୍ଟୋରେଜ…

ଓପୋ ପକ୍ଷରୁ ଗ୍ରେଟର ନୋଏଡାରେ ବୈଦ୍ୟୁତିକ ନିର୍ମାଣ କ୍ଲଷ୍ଟରରେ ନିବେଶ

ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ, ଓପୋ ପକ୍ଷରୁ ଗ୍ରେଟର ନୋଏଡାରେ ଗ୍ରିନଫିଲ୍ଡ ଇଲେକଟ୍ରୋନିକ ମାନ୍ୟୁଫ୍ୟାକଚରିଂ କ୍ଲଷ୍ଟର (ଇଏମସି)ର ସ୍ଥାପନା କରାଯାଇଛି । ଏହି କାର୍ଯ୍ୟକ୍ରମ ଟେଗନା ଇଲେକଟ୍ରୋନିକ ପ୍ରାଇଭେଟ ଲିଃ. (ଟିଇଜିଏନଏ) , ଏକ ତାଇୱାନ ଇଲେକଟ୍ରିକାଲ ଏବଂ ଇଲୋକଟ୍ରୋନିକ…

ଜିଓଫୋନ୍ ବ୍ୟବହାରକାରୀଙ୍କ ପାଇଁ ଶୁଭାରମ୍ଭ ହେଲା ଜିଓରେଲ୍ ଆପ୍

ଏକ ଡିଜିଟାଲ୍ ସଶକ୍ତ ଭାରତ ଗଠନ କରିବା ପ୍ରତି ନିରନ୍ତର ଉଦ୍ୟମ ଜାରି ରଖି, ଜିଓ ପୁଣି ଥରେ ଗ୍ରାହକଙ୍କ ପାଇଁ ସୁବିଧା ଆଣିଦେଇଛି । ପ୍ରଥମ ଥର ପାଇଁ, ସମ୍ପୂର୍ଣ୍ଣ ନୂଆ ଜିଓରେଲ୍ ଆପ୍ ଜରିଆରେ ବ୍ୟବହାରକାରୀମାନେ ଯେକୌଣସି ଜିଓଫୋନ୍ରୁ ଆଇଆରସିଟିସିର ଟିକଟ ସଂରକ୍ଷଣ ସେବା ହାସଲ କରିପାରିବେ ।…

ଚଳିତ ବର୍ଷ ହେବ ଟେଲିକମ୍ ପାଇଁ ସୁଧାର ବର୍ଷ: ସୁନୀଲ ମିତଲ

ଭାରତୀୟ ଟେଲିକମ୍ ଶିଳ୍ପରେ ଯେଉଁ ଅସ୍ଥିରତା ଲାଗି ରହିଛି ତାହା ଦୂର ହୋଇଯିବ । ସବୁ ପ୍ରକାର ସମସ୍ୟା ବନ୍ଦ ହେବ । ଚଳିତ ବର୍ଷଟି ଭାରତୀୟ ଟେଲିକମ୍ ଶିଳ୍ପ ପାଇଁ ସୁଧାର ବର୍ଷ ହେବ ବୋଲି ଭାରତୀ ଗ୍ରୁପର ମୁଖ୍ୟ ସୁନିଲ ଭାରତୀ ମିତଲ କହିଛନ୍ତି । ଡାଭୋସ୍ ଠାରେ ଚାଲିଥିବା ବିଶ୍ୱ ଅର୍ଥନୈତିକ…

ଭାରତରେ ନିବେଶ ସମ୍ପ୍ରସାରଣ କଲା ଏମ୧୨

ମାଇକ୍ରୋସଫ୍ଟର କର୍ପୋରେଟିଭ ଭେନଚର ଫଣ୍ଡ ଏମ୧୨ ପକ୍ଷରୁ ଭାରତରେ ମାଇକ୍ରୋସଫ୍ଟର ପ୍ରସାରଣ, ବିଶେଷ ଜ୍ଞାନ ଏବଂ କୌଶଳରେ ଅତ୍ୟାଧୁନିକରଣ ଏବଂ ବୃଦ୍ଧିରେ ଉଦ୍ୟୋଗକାରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏହାର ନିବେଶ ସମ୍ପ୍ରସାରଣ କରିବାକୁ ଘୋଷଣା କରାଯାଇଛି । ମାଇକ୍ରୋସଫ୍ଟ ପକ୍ଷରୁ ଏମ୧୨ ସହିତ…

ଜିଓ-ଫୋନକୁ ସମ୍ମାନଜନକ ନିକେୟୀ ଶ୍ରେଷ୍ଠ ଉତ୍ପାଦ ଓ ସେବା ସମ୍ମାନ

ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓର ଶସ୍ତା ୪-ଜି ଫିଚର ଫୋନ ଜିଓ-ଫୋନ୍କୁ ସମ୍ମାନଜନକ ନିକେୟୀ ଶ୍ରେଷ୍ଠ ଉତ୍ପାଦ ଓ ସେବା ସମ୍ମାନରେ ଭୂଷିତ କରାଯାଇଛି |  ଜାପାନର ଏହି ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ନିକେୟୀ ପକ୍ଷରୁ ଏସମ୍ପର୍କରେ ନିଜ ୱେବସାଇଟରେ ଘୋଷଣା କରାଯାଇ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ…

ନୋକିଆ ୧୦୬ ଫିଚର ଫୋନର ଶୁଭାରମ୍ଭ

ଏଚଏମଡ଼ି ଗ୍ଲୋବାଲ ପକ୍ଷରୁ ଏହାର ଫୋନ୍ ସୃଙ୍ଖଳାକୁ ସମ୍ପ୍ରସାରଣ କରିବାକୁଯାଇ ନୋକିଆ ୧୦୬ ଫିଚର ଫୋନର ଶୁଭାରମ୍ଭ କରାଯାଇଛି । ଉକ୍ତ ନୂତନ ଫୋନ୍ ଦିର୍ଘସ୍ଥାୟୀ ବ୍ୟାଟେରୀ ଲାଇଫ୍ ସହିତ ସରଳ ଏବଂ ବ୍ୟବହାରଯୋଗ୍ୟ ମୂଲ୍ୟରେ ଉପଲବ୍ଧ । ନୋକିଆ ୧୦୬ ଭାରତରେ ଡ଼ାର୍କ ଗ୍ରେ ରଙ୍ଗରେ ମାତ୍ର ୧୨୯୯/-…

ଭଲଭୋ ଏକ୍ସସି ୪୦ ଦୁଇଟି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ

ଭଲଭୋ ଏକ୍ସସି ୪୦ ହେଉଛି ପ୍ରଥମ ଲକ୍ସୁରୀ କାର୍ ଯିଏକି ପ୍ରିମିୟମ କାର୍ ଅଫ୍ ଦି ଇୟର ୨୦୧୯ ସମ୍ମାନରେ ସମ୍ମାନିତ ହୋଇଛି । ଗତ ଗୁରୁବାର ଦିନ ଇକୋଟି ସେରେମୋନିରେ ଉକ୍ତ ସମ୍ମାନ ପାଇଥିବାବେଳେ ଏହାର ପୂର୍ବଦିନ ସମ୍ମାନଜନକ ଅଟୋକାର୍ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛି । ଏକ୍ସସି ୪୦ ଶୁଭାରମ୍ଭ…

ଭାରତରେ ଓପୋ ପକ୍ଷରୁ ଏହାର ଅତ୍ୟାଧୁନିକ ସ୍ମାର୍ଟଫୋନ ଏ୭ର ଶୁଭାରମ୍ଭ

ଓପୋ ଦି ସେଲଫି ଏକ୍ସପର୍ଟ ପକ୍ଷରୁ ବର୍ତ୍ତମାନ ଏହାର ଅତ୍ୟାଧୁନିକ ଓପୋ ଏ୭ର ଶୁଭାରମ୍ଭ କରାଯାଇଛି । ଭାରତରେ ଶୁଭାରମ୍ଭ ହୋଇଥିବା ସମସ୍ତ ସ୍ମାର୍ଟଫୋନରେ ଏହି ଏ ସିରିଜ ଓପୋର ଶ୍ରେଷ୍ଠ ବିକ୍ରି ହେଉଥିବା ସ୍ମାର୍ଟଫୋନ । ଏ୩ଏସ ନିଜର ବୃହତ ବ୍ୟାଟେରୀ ପାଇଁ ପ୍ରଶଂସିତ ହୋଇଥିବାବେଳେ ନିଜର…