Browsing Tag

manoranjan-latest

ସାମନାକୁ ଆସିଲା ରାନୁ ମଣ୍ଡଳଙ୍କ ଅନ୍ୟ ଏକ ସଙ୍ଗୀତର ଭିଡିଓ

ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ହିମେଶ ରେସମିଆ ତାଙ୍କର ଆଗାମୀ ଆଲବମ ‘ହାପି ହାର୍ଡି ଏଣ୍ଡ ହୀର’ର ସଙ୍ଗୀତ ‘ତେରି ମେରି କାହାନୀ’ ପରେ ବର୍ତ୍ତମାନ ରାନୁ ମଣ୍ଡଳଙ୍କର ଅନ୍ୟ ଏକ ସଙ୍ଗୀତ ସାମନାକୁ ଆସିଛି । ଯେଉଁଥିରେ ସେ ପୁଣିଥରେ କିମ୍ବଦନ୍ତୀ ଗାୟିକା ‘ଲତା ମଙ୍ଗେସକର’ଙ୍କ…

ରିଲିଜ ହେଲା ଶାହୋ ଫିଲ୍ମର ଅନ୍ୟ ଏକ ରୋମାଣ୍ଟିକ ଗୀତ

ପ୍ରଭାସ ଏବଂ ଶ୍ରଦ୍ଧା କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶାହୋ’ର ତୃତୀୟ ଗୀତ ଆଜି ରିଲିଜ ହୋଇଯାଇଛି । ଏହି ଗୀତଟି ରିଜିଲ ହେବା ମାତ୍ରକେ ହିଁ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଲାଣି । ଏହି ଗୀତରେ ଶ୍ରଦ୍ଧା ଏବଂ ପ୍ରଭାସଙ୍କ ମଧ୍ୟରେ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ…

ପୁଣି ଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ସଞ୍ଜୟ

ସଞ୍ଜୟ ପୁଣିଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି । ସଞ୍ଜୟଙ୍କ ରାଜନୀତରେ ଏଣ୍ଟ୍ରିକୁ ନେଇ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ‘ମହାଦେବ ଜାଙ୍କର’ କହିଛନ୍ତି ଯେ, ସଞ୍ଜୟ ୨୫ ସେପ୍ଟେମ୍ବରରେ ରାଷ୍ଟ୍ରୀୟ ସମାଜ ପକ୍ଷ (ଆଇଏସପି)ରେ ସାମିଲ ହେବାକୁୁ ଯାଉଛନ୍ତି । ମହାଦେବ ଆଇଏସପିର…

୨୦ ଡିସେମ୍ବରରେ ଚାରୋଟି ଭାଷାରେ ରିଲିଜ ହେବ ‘ଦବଙ୍ଗ-୩’

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଫିଲ୍ମ ଦବଙ୍ଗ-୩ ୨୦ ଡିସେମ୍ବରରେ ରିଲିଜ ହେବାର ଅଛି । ଏହି ଫିଲ୍ମ ହିନ୍ଦୀ, କନ୍ନଡ, ତାଲିମ ଏବଂ ତେଲୁଗୁ ଭଳି ଚାରୋଟି ଭାଷାରେ ରିଲିଜ ହେବାର ଅଛି । ସଲମାନ, ନିଜେ ଏହି ଫିଲ୍ମ ସଂପର୍କରେ ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ସହ ଏକ ଫଟୋ ସେୟାର କରି ଏଇ…

କ୍ଷମା ମାଗିବାକୁ ଆସି ସାମ୍ବାଦିକ ସମ୍ମିଳନୀରେ କାହଁକି ରାଗିଗଲେ ମିକା, ଜାଣନ୍ତୁ

ପାକିସ୍ତାନର ପୁର୍ବ ରାଷ୍ଟ୍ରପତି ପରୱେଜ ମୁଶରଫଙ୍କର କଣେ ସମ୍ପର୍କୀୟଙ୍କ ପାର୍ଟିରେ ଗୀତ ପରିବେଷଣ କରିବା କାରଣରୁ ବଲିଉଡର ଲୋକପ୍ରିୟ ଗାୟକ ମିକ୍କା ସିଂ ଙ୍କୁ ସିନେମାଜଗତରେ କାମକରିବାରୁ ବ୍ୟାନ କରିଦିଆଯାଇଥିଲା । ଏକ ପ୍ରେସ ସମ୍ମିଳନୀରେ ଯୋଗଦେଇ ଏହି ମାମଲାରେ କ୍ଷମା ମାଗିଥିଲେ କିନ୍ତୁ…

ନିଜ ଗର୍ଭବସ୍ଥା ଗୁଜବକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ‘ବିଦ୍ୟା ବାଲାନ’

ବଲିଉଡରେ ବିବାହ, ଗର୍ଭାବସ୍ଥା ଏବଂ ବ୍ରେକଅଫକୁ ନେଇ ଯେତେବେଳେ ଖବର ସାମନାକୁ ଆସେ ତେବେ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଏ । କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଗର୍ଭବସ୍ଥାକୁ ନେଇ ମଧ୍ୟ ଏହିଭଳି କିଛି ଖବର ସାମନାକୁ ଆସିଥିବାବେଳେ ଏହାକୁ ନେଇ ବର୍ତ୍ତମାନ ଖୋଦ…

ଆର୍ଟଫାଷ୍ଟ ଫାଉଣ୍ଡେସନ୍ ଭାରତରେ କଳା ଶିକ୍ଷାର ଭବିଷ୍ୟତ ଉପରେ ଦୃଷ୍ଟି ପ୍ରଦାନ କରୁଛି

ଭୁବନେଶ୍ୱର: ସ୍ୱତନ୍ତ୍ର ଭାବେ କଳା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରୁଥିବା ଆର୍ଟଫାଷ୍ଟ ଫାଉଣ୍ଡେସନ୍ ଅତି ନିକଟରେ ମଦର୍ସ ପବ୍ଲିକ୍ ସ୍କୁଲ୍, ଭୁବନେଶ୍ୱରଠାରେ ଏକ ଆର୍ଟ ଏଜୁକେସନ୍ ରାଉଣ୍ଡ ଟେବୁଲ୍ (ଏଇଆର୍)ର ଆୟୋଜନ କରିଛି । ଏଇଆର୍ ହେଉଛି କଳା ଶିକ୍ଷା ଉପରେ ରାଉଣ୍ଡ ଟେବୁଲ୍ର ଏକ ସୃଙ୍ଖଳ,…

ଖୁବଶୀଘ୍ର ପରଦାକୁ ଆସିବ ଅରିନ୍ଦମଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାବୁ ଭାଇଜାନ’

ଖୁବଶୀଘ୍ର ବଡ ପରଦାକୁ ଆସିଯିବାକୁ ଯାଉଛି ଓଲିଉଡ କିଙ୍ଗ ଅରିନ୍ଦମ ରଏଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାବୁ ଭାଇଜାନ ’ । ଦୀର୍ଘ ଦିନ ପରେ ଅରିନ୍ଦମ ପୁଣିଥରେ ବଡ ପରଦାରେ ନିଜ ଜଲୱା ଦେଖାଇବାକୁ ଯାଉଥିବାବେଳେ ଏହାକୁ ଦେଖିବା ପାଇଁ ବର୍ତ୍ତମାନ ଠାରୁ ପ୍ରଶଂସଙ୍କ ମନରେ ଉତ୍ସାହ ମଧ୍ୟ ଭରିବାରେ…

ଖୁବ ଶୀଘ୍ର ‘ଡୋଭାଲ’ଙ୍କ ଭୂମିକାରେ ନଜର ଆସିବେ ଅକ୍ଷୟ

ଖୁବ ଶୀଘ୍ର ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ମିସନ ମଙ୍ଗଲ’ ରିଲିଜ ହେବାକୁ ଯାଉଥିବାବେଳେ ଏହି ଫିଲ୍ମରେ ସରମନ ଜୋଶୀ, ବିଦ୍ୟା ବାଲନ, ତାପସୀ ମନୁ, ସୋନାକ୍ଷୀ ସିହ୍ନା ଏବଂ କିର୍ତ୍ତି କୁହ୍ଲାରୀଙ୍କ ଭଳି ଅନେକ ଲୋକପ୍ରିୟ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ‘ଏସ ଶଙ୍କର’ଙ୍କ ଦ୍ୱାରା ନିର୍ମିତ…

ନିଜ ବ୍ରେକଅଫକୁ ନେଇ ବଡ ଖୁଲାସା କଲେ ‘ପରିଣିତି ଚୋପ୍ରା’

ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ନିଜ ବ୍ରେକଅଫକୁ ନେଇ ପ୍ରଥମ ଥର ପାଇଁ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ତାଙ୍କର ବ୍ରେକଅଫ ହେଲା ସେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ ଏବଂ ସେହି ଦିନଟି ତାଙ୍କ ଜୀବନର ସବୁଠାରୁ ଖରାପ ସମୟ ଥିଲା । ପରିଣିତି ‘ଲେଡିସ ଭର୍ସେସ ରିକି…