ପ୍ରଶଂସକଙ୍କ ସହ ନିଜ ଜୀବନର ପ୍ରଥମ ଫଟୋସୁଟ ସେୟାର କଲେ ଅମିତାଭ
ଚଳଚିତ୍ର ଜଗତର ମହାନାୟକ ଅମିତାଭ ବଚନ ସବୁବେଳେ ପ୍ରଶଂସକଙ୍କ ମଧ୍ୟରେ ନିଜ ଜୀବନର ପୁରୁଣା ଘଟଣାବଳୀ ଏବଂ ଫଟୋ ସେୟାର କରି ଆସୁଛନ୍ତି । ଏମିତିରେ ଅମିତାଭ ନିଜର ପ୍ରଥମ ଫଟୋସୁଟର ଫଟୋ ସେୟାର କରି ନିଜ ପ୍ରଶଂସକମାନଙ୍କୁ ସରପ୍ରାଇଜ କରିଦେଇଛନ୍ତି, ଯାହାକି ସେ ଗୋଟିଏ ଫିଲ୍ମ ମାଗାଜିନ ପାଇଁ ୧୯୬୯…