ଏପରି ପାଞ୍ଚଟି ଅଜବ ଦଣ୍ଡ ବିଷୟରେ ଆଗରୁ କେବେ ଶୁଣିଛନ୍ତି କି, ଯାହା ଆପଣଙ୍କୁ ଚମକାଇଦେବ
ଅପରାଧ ପାଇଁ ଅପରାଧିୀକୁ ଦଣ୍ଡ ଦେବା କଥା ଆପଣ ନିଶ୍ଚୟ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ କେତୋଟି ଅଜବ ଦଣ୍ଡ ବିଷୟରେ କହିବାକୁ ଯାଉଛୁ ତାହା ସମ୍ପର୍କରେ ଆପଣ ଆଗରୁ କେବେ ମଧ୍ୟ ଶୁଣିନଥିବେ ।
ସ୍ପେନର ଏଣ୍ଡାଲୁସିଆରେ ବାସ କରୁଥିବା ୨୫ ବର୍ଷୀୟ ଯୁବକଙ୍କର ମା ବାପା ପକେଟମନି…