ଜୀବନରେ ଶୀର୍ଷରେ ପହଞ୍ଚିବାକୁ ହେଲେ ଅନୁସରଣ କରନ୍ତୁ ସ୍ୱାମୀ ବିବେକାନନ୍ଦଙ୍କର ଏହି ୫ଟି ମାର୍ଗ
ସ୍ୱାମୀ ବିବେକାନନ୍ଦ ଜଣେ ଏଭଳି ବ୍ୟକ୍ତିତ୍ୱ ଥିଲେ ଯାହାଙ୍କ ଜୀବନ ପ୍ରତି ଯୁବପିଢି ସର୍ବଦା ପ୍ରଭାବିତ ଓ ପ୍ରେରିତ ହେବେ । ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଆମେ ଆପଣଙ୍କୁ ତାଙ୍କ ଜୀବନ ସହ ଜଡିତ ଏଭଳି ୫ଟି ରହସ୍ୟ ଜଣାଇବୁ ଯାହା ତାଙ୍କୁ ସବୁଦିନ ପାଇଁ ଅମର କରିଛି । ଆପଣ ମଧ୍ୟ ତାଙ୍କର…