ଧୋନୀଙ୍କୁ ବାର୍ଷିକ ଚୁକ୍ତିରୁ ବାଦ୍ ଦେବା ପରେ ସଫେଇ ଦେଲା ବିସିସିଆଇ
ମହେନ୍ଦ୍ର ସିଂହ ଧୋନିଙ୍କୁ ବାର୍ଷିକ ଚୁକ୍ତିରୁ ବାଦ ଦେବା ପରେ ବର୍ତ୍ତମାନ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛି ବିସିସିଆଇ । ବୋର୍ଡ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ସଫେଇ ଦେଇ କହିଛନ୍ତି ଯେ, ଧୋନୀଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେବା ପୂର୍ବରୁ ତାଙ୍କ ଧୋନୀଙ୍କ ସହ ସାକ୍ଷାତ ଆଲୋଚନା…