ଆମ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଏକ ବରଦାନ ହୋଇଥାଏ ଅଅଁଳା
ଅଅଁଳା ପୋଷଣର ରାଜା ଭାବରେ ପରିଗଣିତ ହୁଏ | ଏଥିରୁ ସେହି ସମସ୍ତ ଜରୁରୀ ମିନେରାଲ୍ସ ଏବଂ ଭିଟାମିନ୍ ମିଳିଥାଏ, ଯାହା କେବଳ ଶରୀରକୁ ସୁସ୍ଥ ରଖେ ନାହିଁ ବରଂ ଅନେକ ପ୍ରକାରର ରୋଗରୁ ସୁରକ୍ଷା ମଧ୍ୟ ଦେଇଥାଏ |ତେବେ ଆସନ୍ତୁ ଜାଣିବା ଅଅଁଳାର ଏହି ବିଶେଷ ଗୁଣଗୁଡ଼ିକ ସମ୍ପର୍କରେ ।
ଅଅଁଳାରେ…