‘ଆଇପିଏଲ’ ଠାରୁ କାହିଁକି ପଛରେ ରହିଛି ‘ପାକିସ୍ତାନ ସୁପର ଲିଗ’, ତଫାତ ଜାଣନ୍ତୁ
ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ସବୁ କ୍ଷେତ୍ରରେ ଭାରତ ସହ ପ୍ରତିଦ୍ୱନ୍ଦୀ କରିବା ପାଇଁ ପ୍ରୟାସ କରି ଆସୁଛି । ସେଥିପାଇଁ ଭାରତ ଯେତେବେଳେ ଆଇପିଏଲରେ ପାକିସ୍ତାନ ଖେଳାଳୀଙ୍କ ନଖେଳାଇବା ପାଇଁ ମନା କରିଦେଲେ ସେପଟେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ନିଜ ଦେଶରେ ଠିକ ଆଇପିଏଲ…