ଧୋନିଙ୍କ ମାଡରେ ଆଣ୍ଠେଇଲା ଅଷ୍ଟ୍ରେଲିଆ
ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ଭାରତ, କଙ୍ଗାରୁ ଦଳକୁ ୭ ୱିକେଟରେ ପରାସ୍ତ କରିଦେଇଛି । ଏହି ମ୍ୟାଚ ବିଜୟ ପଛରେ ଧୋନିଙ୍କ ମୁଖ୍ୟ ଭୂମିକା ଥିବାବେଳେ ସେ ୮୭ ରନ ସଂଗ୍ରହ କରି ଅପରାଜିତ ରହିଛନ୍ତି । ଯେତେବେଳେ କେଦାର ଯାଦବ ୬୧, କୋହଲି…