ବିରାଟଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ‘ବାବର ଆଜାମ’
ପାକିସ୍ତାନର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ‘ବାବର ଆଜାମ’ ଦିନିକିଆ କ୍ରିକେଟରେ ଅନେକ ଗୁଡିଏ ରେକର୍ଡ ନିଜ ନାମରେ କରିଛନ୍ତି । ବାବର ବର୍ତ୍ତମାନ ପର୍ଯ୍ୟନ୍ତ ୫୯ ଟି ମ୍ୟାଚ ଖେଳି ୨୯୦୮ ରନ ସଂଗ୍ରହ କରିଥିବାବେଳେ ସେଥିରେ ୮ଟି ଶତକ ମଧ୍ୟ ସାମିଲ ରହିଛି । ବାବରଙ୍କ ଏହି ଉପଲବ୍ଧି ପରେ ତାଙ୍କର…