ସରଫରାଜଙ୍କୁ ସର୍ବସାଧାରଣରେ ‘ଘୁସୁରି’ କହି ସମାଲୋଚନା କଲେ ପାକିସ୍ତାନୀ ଯୁବକ
ଗତ ରବିବାର ଦିନ ପରାଜୟ ବରଣ କରିବା ପରେ ଏହା ହେଉଛି ବିଶ୍ୱକପରେ ଭାରତ ଠାରୁ ପାକିସ୍ତାନର କ୍ରମାଗତ ସପ୍ତମ ପରାଜୟ । ପ୍ରକାଶ ଥାଉକି ବିଶ୍ୱକପରେ ଗତ ୧୬ ତାରିଖ ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ, ଭାରତ ଠାରୁ ୮୯ ରନ ବୃହତ୍ତ ବ୍ୟବଧାନରେ ପରାଜୟ ବରଣ…